Daily Archives

September 29, 2022

ବାଲେଶ୍ବରରେ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଆପାଳ : ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ପ୍ରସାର ଲକ୍ଷ୍ୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତା ବସ୍ତା ଓ ବାଲିଆପାଳ ବ୍ଲକ୍ ସମେତ ବାଲେଶ୍ୱରର…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସହିଦ୍ ପୀଠରୁ ମାଟି ଓ ଜଳ ସଂଗ୍ରହ

ବୈପାରିଗୁଡ଼ା: ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସହିଦ୍ ପୀଠ ତେନ୍ତୁଳିଗୁମ୍ମା ଠାରେ ପବିତ୍ର ମାଟି ଏବଂ ଜଳ ସଂଗ୍ରହ କରାଯାଇଛି। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥିଙ୍କ ତତ୍ବାବଧାନରେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମଭୂମି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦ ନେଇ ଆରଜେଡି-ଜେଡିୟୁ ମଧ୍ୟରେ ବିବାଦର ସଂକେତ ?

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ରକୁ ଯିବେ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ୨୦୨୩ ମସିହାରେ ମୁଖ୍ୟମନ୍ତ୍ରୀ ହେବେ, ବୋଲି କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳର ବିହାର ସଭାପତି ଜଗଦାନନ୍ଦ ସିଂ । ସିଂଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ରିୟାଲିଟି ସୋ’ ‘ଝଲକ ଦିଖଲା ଯା-୧୦’ ଛାଡ଼ିଲେ ଦୂତୀ ଚାନ୍ଦ୍

ମୁମ୍ବାଇ: ଟିଭି ରିୟାଲିଟି ସୋ’ ‘ଝଲକ ଦିଖ୍‌ଲା ଯା-୧୦’ ମଞ୍ଚରେ ନିଜ ବାନ୍ଧବୀଙ୍କ ସଂପର୍କରେ ଖୋଲାଖୋଲି ଭାବେ କହି ଚର୍ଚ୍ଚିତ ହୋଇଥିଲେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍‌। ସୋ’ରେ ସେ ୱାଇଲଡ କାର୍ଡ ଏଣ୍ଟ୍ରି କରିଥିଲେ। ସୋ’କୁ ଯିବା ପରେ ତାଙ୍କ ଲୋକପ୍ରିୟତା ବଢ଼ିବା ସହ ସୋ’ର ବିଚାରକମାନେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଜାଲ୍ ନୋଟ୍ କାରବାର ମାମଲା: ୩ ଦୋଷୀଙ୍କୁ ୭ ବର୍ଷ ଦଣ୍ଡ, ୫ ହଜାର ଲେଖାଁଏ ଜରିମାନା

ରାୟଗଡ଼ା: ଜାଲ୍ ନୋଟ୍ କାରବାର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଦୌରାଜଜ୍ ରୀନା ଚୌଧୁରୀ। ରାୟରେ ଅଭିଯୁକ୍ତ ସିଙ୍ଗାପୁ ବାଙ୍ଗାରାୟା, ଖୋଖା ଦୀପକ, ମହମ୍ମଦ ସଫିକକୁ ୭ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହ ୫ ହଜାର ଟଙ୍କା ଲେଖାଁଏ ଜରିମାନା ଆଦାୟ…
ଅଧିକ ଖବର ଦେଖନ୍ତୁ...

ରାଇସ୍‌ମିଲ ପରିଚାଳନା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସିଏସ୍‌ଓ, ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର: ରାଜ୍ୟର ସରକାରୀ ବାବୁମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ରାଜଧାନୀ ଭୁବନେଶ୍ବରରେ ଏହାର ମାତ୍ରା ଆହୁରି ଅଧିକ ବଢ଼ିବାରେ ଲାଗିଛି। ଆଜି ସନ୍ଧ୍ୟାରେ ଜଣେ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଖୋର୍ଦ୍ଧା ଏସିଏସ୍‌ଓ…
ଅଧିକ ଖବର ଦେଖନ୍ତୁ...

କମଳା ହ୍ୟାରିସ୍ ସିଓଲ ଛାଡ଼ିବାର କିଛି ଘଣ୍ଟା ମଧ୍ୟରେ ଉତ୍ତର-କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ : ଦକ୍ଷିଣ କୋରିଆ ଗସ୍ତରେ ଆସିଥିବା ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ରାଜଧାନୀ ସିଓଲ ଛାଡ଼ିବାର ମାତ୍ର କିଛି ଘଣ୍ଟା ପରେ ହିଁ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ସିଓଲର ସେନା ଗୁରୁବାର ଦିନ କହିଛି ଯେ ଉତ୍ତର କୋରିଆ ଏକ ଅଜ୍ଞାତ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ନେହେରୁ-ଗାନ୍ଧୀ ପରିବାର ବିନା କଂଗ୍ରେସ ଶୂନ; ନାମାଙ୍କନ ପୂର୍ବରୁ ଏଭଳି କହିଲେ ଦିଗବିଜୟ

ନୂଆଦିଲ୍ଲୀ: ନେହେରୁ-ଗାନ୍ଧୀ ପରିବାର ବିନା କଂଗ୍ରେସ ଶୂନ। ନାମାଙ୍କନ ପୂର୍ବରୁ ଏଭଳି କହିଲେ ଦିଗବିଜୟ। କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଥିବା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ଏକ ବଡ଼ ବିବୃତି ଦେଇଛନ୍ତି। ସେ ଜାତୀୟ ଗଣମାଧ୍ୟମ ଆଜ ତକକୁ ପ୍ରତିକ୍ରିୟା ଦେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଅଫିସରେ କାମର ବୋଝ ରହିବ। ରାଜନେତାଙ୍କର ମାନ ସମ୍ମାନ ବଢ଼ିବ।‌ ବୃଷ: ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିବାରରେ ଉତ୍ସବ…
ଅଧିକ ଖବର ଦେଖନ୍ତୁ...

ଅଭିଯୋଗର ଦେଢ଼ ମାସ ପରେ ଗିରଫ ହେଲା ଟୁଙ୍ଗୁରୁ ଭୋଳ, ଗଲା ଜେଲ

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମ ’ୟୁଟ୍ୟୁବ୍‌’ ମାଧ୍ୟମରେ ରାଜ୍ୟସାରା ଚର୍ଚ୍ଚାର ପରିସରକୁ ଆସିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ(୨୧)କୁ କମିସନରେଟ ପୁଲିସ ଗିରଫ କରିଛି। ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀବସ୍ତିରୁ ପୁଲିସ ଟୁଙ୍ଗୁରୁ ଭୋଳକୁ ଗିରଫ କରିଥିବା ଜଣାଯାଇଛି। ଗତ ଅଗଷ୍ଟ…
ଅଧିକ ଖବର ଦେଖନ୍ତୁ...