Daily Archives

October 1, 2022

ଦକ୍ଷିଣ ଜୟପୁର ଦୁର୍ଗା ପୂଜାକମିଟି ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ

ଜୟପୁର: ସହରରେ ସଂପ୍ରତି ମା’ଦୁର୍ଗାଙ୍କ ସାର୍ବଜନନୀ ପୂଜା ଆରମ୍ଭ ହୋଇଛି। ସହରର ରାଜନଅର, ନୂଆବସଷ୍ଟାଣ୍ଡର ପୂଜା ଆରମ୍ଭ ହୋଇ ସାରିଛି। ସହରର ହେଉଥିବା କିଛି ପୂଜା ମଣ୍ଡପ ମଧ୍ୟରୁ ମାଦଳା ସାହି ଦକ୍ଷିଣ ଜୟପୁର ଦୁର୍ଗା ପୂଜାକମିଟି ପଚାଶତମ ବର୍ଷ ତଥା ସୁବର୍ଣ୍ଣ ଜୟନ୍ତୀ ଏହି ବର୍ଷ ପାଳନ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସରୁ ମିଳିଲା ନକଲି ନୋଟ୍ : ଲେଖାହୋଇଛି ‘ରିଭର୍ସ ବ୍ୟାଙ୍କ ଅଫ ଇଣ୍ଡିଆ’

ସୁରଟ: ଗୁଜୁରାଟର ସୁରଟରେ ଏକ ଆମ୍ବୁଲାନ୍ସରୁ ଗୁରୁବାର ପ୍ରାୟ ୨୫ କୋଟି ଟଙ୍କା ମୂଲ୍ୟର ନକଲି ନଗଦ ମିଳିଥିବା ଜଣାପଡ଼ିଛି । ଜାଲନୋଟ ଯାଉଥିବା ସୂଚନା ପାଇବା ପରେ ପୁଲିସ ଆମ୍ବୁଲାନ୍ସକୁ ଅଟକାଇ ଭିତରୁ ନକଲି ମୁଦ୍ରା ପାଇଥିଲା । ନୋଟ୍ ଗୁଡିକ ୬ଟି କାର୍ଟନରେ ୧୨୯୦ଟି ବଣ୍ଡଲରେ ଗଚ୍ଛିତ…
ଅଧିକ ଖବର ଦେଖନ୍ତୁ...

ଏତେ ସହଜ ନଥିଲା ୫ଜି ଯାଏଁ ଯାତ୍ରା! ୧୯୯୫ରେ ଭାରତରେ ଆରମ୍ଭ ହୋଇଥିଲା ୨ଜି ସର୍ଭିସ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଷ୍ଠ ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ (ଆଇଏମ୍‌ସି) ଉଦ୍‌ଘାଟନ କରିବା ଅବସରରେ ଭାରତରେ ‘୫ଜି’ (ଫିଫ୍‌ଥ୍‌ ଜେନେରେସନ୍‌) ମୋବାଇଲ୍‌ ସେବାର ଶୁଭାରମ୍ଭ କରିଛନ୍ତି। ତେବେ ୫ଜି ଯାତ୍ରା ସେତେ ସହଜ ନଥିଲା |…
ଅଧିକ ଖବର ଦେଖନ୍ତୁ...

କେୱାଇସି ନାଁରେ ଠକାମିର ଶିକାର ହେଲେ ଅଭିନେତା ଅନ୍ନୁ କପୁର, ଆକାଉଣ୍ଟରୁ ଚାଲିଗଲା ଏ‌ତେ ଟଙ୍କା

ମୁମ୍ବାଇ: ଠକାମିର ଶିକାର ହେଲେ ଅଭିନେତା ଅନ୍ନୁ କପୁର। କେୱାଇସି ନାଁରେ ଅଭିନେତା ଅନ୍ନୁ କପୁର ଠକାମିର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ୪.୩୬ଲକ୍ଷ ଟଙ୍କା କଟିଥିବା ଜଣାପଡ଼ିଛି। ତେବେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ତାଙ୍କୁ ୩.୦୮ ଲକ୍ଷ ଟଙ୍କା ମିଳିବ…
ଅଧିକ ଖବର ଦେଖନ୍ତୁ...

ପହଁରିବା ହେଲା କାଳ, ପାଣିରେ ବୁଡ଼ି କଲେଜ ଛାତ୍ର ମୃତ

କୋରାପୁଟ: କୋରାପୁଟ ଓଏସଏପି ବାଟାଲିୟନ ପରିସରରେ ଥିବା ଏକ ପୋଖରୀରେ ପହଁରିବା ସମୟରେ ଜଣେ କଲେଜ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କ ନାମ ବିଶ୍ୱଜିତ ମହାରଣା(୨୦) । ସେ ଯୁକ୍ତ୩ ତୃତୀୟ ବର୍ଷର ଛାତ୍ର ଭାବେ ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ତାଙ୍କ ପିତା ଶରତ ମହାରଣା ଓଏସପି…
ଅଧିକ ଖବର ଦେଖନ୍ତୁ...

ହାତୀ ଘଉଡାଇବାକୁ ଯାଇ ଆକ୍ରମଣରେ ଶିକାର ହେଲେ ଚାଷୀ, ଦିନକ ପରେ ଉଦ୍ଧାର

ରିଆମାଳ: ହାତୀ ଘଉଡାଇବାକୁ ଯାଇ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଇରିପାଲି ଗ୍ରାମର ଜଣେ ଚାଷୀ ଆକ୍ରମଣର ଶିକାର  ହୋଇଛନ୍ତି। ଯୁବକ ଜଣଙ୍କର ପିଞ୍ଜରା ଓ ଦେହକୁ ଆଘାତ ଲାଗିଛି। ତେବେ ହାତୀ ଆକ୍ରମଣର ୨୪ ଘଣ୍ଟା ପରେ ସଂପୃକ୍ତ ଯୁବକଙ୍କୁ ଜମିରୁ ଉଦ୍ଧାର କରାଯାଇ…
ଅଧିକ ଖବର ଦେଖନ୍ତୁ...

କାନପୁରରେ ପୋଖରୀକୁ ଟ୍ରାକ୍ଟର ଖସି ୨୭ ମୃତ, ମୃତକଙ୍କ ମଧ୍ୟରେ ୧୧ ଶିଶୁ, ୧୧ ମହିଳା

କାନପୁର : ଉତ୍ତରପ୍ରଦେଶର କାନପୁର ନିକଟରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଏବଂ ୧୧ ଜଣ ମହିଳା ରହିଥିବା ଜଣାପଡ଼ିଛି। ନିକଟସ୍ଥ ଚନ୍ଦ୍ରିକା ଦେବୀ ମନ୍ଦିରରୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ଏକ ଟ୍ରାକ୍ଟର…
ଅଧିକ ଖବର ଦେଖନ୍ତୁ...

ଭାରତ ‘ଆଇଟି’ ଏକ୍ସପର୍ଟ, ପାକିସ୍ତାନ ବି ‘ଆଇଟି’ ଏକ୍ସପର୍ଟ : ଜୟଶଙ୍କର

ନୂଆଦିଲ୍ଲୀ : ଭାରତ ଆଇଟି ଏକ୍ସପର୍ଟ (ବିଶେଷଜ୍ଞ) ହୋଇଥିବାବେଳେ ପାକିସ୍ତାନ ବି ଆଇଟି ଏକ୍ସପର୍ଟ । କିନ୍ତୁ ତଫାତ ହେଉଛି ଭାରତ ପାଇଁ ଆଇଟିର ଅର୍ଥ ଇନଫର୍ମେସନ ଟେକନଲୋଜୀ (ସୂଚନା ପ୍ରଯୁକ୍ତି ହୋଇଥିବାବେଳେ ପାକିସ୍ତାନ ପାଇଁ ତାହା ଇଣ୍ଟରନ୍ୟାସନାଲ ଟେରୋରିଜିମ (ଅନ୍ତର୍ଜାତୀୟ ଆତଙ୍କବାଦ) ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବେପାରରେ ଲାଭ ପାଇବେ। ମଙ୍ଗଳ ଓ ବୁଧବାର: କିଛି ନୂଆ ବନ୍ଧୁ ହୋଇପାରନ୍ତି। ଗୁରୁ ଓ ଶୁକ୍ରବାର: ସମ୍ବନ୍ଧରେ ମଧୁରତା ଆସିବ। ଶନିବାର: ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ। ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ନେଇପାରନ୍ତି। ମଙ୍ଗଳ ଓ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ପାଇଁ ଅଭିଯୁକ୍ତକୁ ୧୪୨ ବର୍ଷର ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଶୁଣାଇଲେ କୋର୍ଟ

ତିରୁବନନ୍ତପୁରମ: କେରଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ, ପତନାମୀତାରର ଏକ ପୋକସୋ କୋର୍ଟ ଜଣେ ୪୧ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଏମିତି ଦଣ୍ଡ ଦେଇଛନ୍ତି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଅଭିଯୁକ୍ତଙ୍କ ନାମରେ ଅଭିଯୋଗ ଥିଲା ଯେ ସେ ଦୁଇ ବର୍ଷ ଧରି…
ଅଧିକ ଖବର ଦେଖନ୍ତୁ...