Daily Archives

October 1, 2022

୨୭ବର୍ଷ ହୋଇଗଲାଣି, ଦୟାକରି ବିଜେପି-କଂଗ୍ରେସକୁ ଛାଡ଼ି ଝାଡୁ ଚିହ୍ନରେ ଭୋଟ ଦିଅନ୍ତୁ: କେଜ୍ରିୱାଲ

ନୂଆଦିଲ୍ଲୀ: ଆଗକୁ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ। ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟ ହାତେଇବା ପାଇଁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭିନ୍ନ ଭିନ୍ନ ରଣନୀତି କରୁଥିବା ବେଳେ ଏବେ ସେ ସିଧାସଳଖ ଭାବେ ଆପକୁ ଭୋଟ ଦେବାକୁ କହିଛନ୍ତି। ବର୍ତ୍ତମାନ ୨୭ବର୍ଷ ହୋଇଗଲାଣି। ଦୟାକରି…
ଅଧିକ ଖବର ଦେଖନ୍ତୁ...

ଆଉ ନାହାନ୍ତି ସାମ୍ବାଦିକ ରଂଜନ ମହାନ୍ତି, କମ ଦିନ ମଧ୍ୟରେ ନିଜକୁ କରି ପାରିଥିଲେ ପ୍ରତିଷ୍ଠିତ

ବେତନଟୀ/ବୈଶିଙ୍ଗା: ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ ବେତନଟୀ ବ୍ଲକ୍‌ ପ୍ରତିନିଧି ରଞ୍ଜନ କୁମାର ମହାନ୍ତିଙ୍କର ଗତକାଲି ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ଇମ୍ରାନ ଖାଁଙ୍କ ନାଁରେ ଜାରିହେଲା ଓ୍ବାରେଣ୍ଟ୍

ଇସ୍ଲାମାବାଦ : ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହରିକ-ଏ ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ । ତାଙ୍କ ନାଁରେ ଏକ ଓ୍ବାରେଣ୍ଟ ଜାରି କରିଛନ୍ତି ଇସ୍ଲାମାବାଦର ଏକ କୋର୍ଟ । ଏକ ଅଦାଲତ ଅବମାନନା ଅଭିଯୋଗରେ ଇସ୍ଲାମାବାଦର…
ଅଧିକ ଖବର ଦେଖନ୍ତୁ...

ହ୍ୟାଲୋ କହିବା ଭୁଲ, ନହେଲେ ଚାକିରି ଛାଡ! ହ୍ୟାଲୋ ବଦଳରେ ଏଣିକି ବନ୍ଦେ ମାତରମ କହିବେ ସରକାରୀ ଅଧିକାରୀ

ମୁମ୍ବାଇ: ମହାରାଷ୍ଟ୍ର ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଆଜି ଏମିତି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ବାସ୍ତବରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଆଦେଶ ମୁତାବକ ଏଣିକି ସରକାରୀ ଅଧିକାରୀମାନେ ଲ୍ୟାଣ୍ଡଲାଇନ୍ ଏବଂ…
ଅଧିକ ଖବର ଦେଖନ୍ତୁ...

ସ୍ବଚ୍ଛ ସର୍ବେକ୍ଷଣ ୨୦୨୨: ସ୍ବଚ୍ଛ ସହର ଇନ୍ଦୋର, ସ୍ବଚ୍ଛ ରାଜ୍ୟ ମଧ୍ୟପ୍ରଦେଶ

ନୂଆଦିଲ୍ଲୀ: ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୨’ ଅନୁଯାୟୀ ଭାରତର ସ୍ବଚ୍ଛତମ ସହର ଭାବେ ଇନ୍ଦୋର କ୍ରମାଗତ ଷଷ୍ଠ ବର୍ଷ ପାଇଁ ପୁରସ୍କୃତ ହୋଇଛି। ଚଳିତବର୍ଷର ସ୍ବଚ୍ଛତା ତାଲିକାରେ ୧ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରୁ ଇନ୍ଦୋର ନମ୍ବର ୧ରେ ଥିବା ବେଳେ ତଳକୁ ରହିଛି ସୁରଟ। ଏହା ସହ ତୃତୀୟ…
ଅଧିକ ଖବର ଦେଖନ୍ତୁ...

ପାଖରେ ଥିଲା କିଲେରୁ ଅଧିକ ବ୍ରାଉନ୍‌ସୁଗାର,ବିକିଥିଲେ ମିଳିଥାନ୍ତା କୋଟିଏ ଟଙ୍କା; ମାଡ଼ିବସିଲା ଏସ୍‌ଟିଏଫ୍‌

ଭୁବନେଶ୍ବର: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ହାବେଳିପଡ଼ିଆରୁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଆଜି ୧୧୫୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଏହି ଧଳା ଜହରକୁ ଯେଉଁ ଯୁବକ ପାଖରୁ ଜବତ ହୋଇଛି, ସେ ଯଦି ଏହାକୁ ଚାଲାଣ କରିଥାନ୍ତା, ତେବେ କୋଟିଏରୁ ଅଧିକ ଟଙ୍କା ପାଇଥାନ୍ତା। ମାତ୍ର ବେଆଇନ…
ଅଧିକ ଖବର ଦେଖନ୍ତୁ...

‘ଦୃଶ୍ୟମ୍’ ଚଳଚ୍ଚିତ୍ର ଷ୍ଟାଇଲରେ ହତ୍ୟା : ବିଜେପି କର୍ମୀଙ୍କ ମୃତଦେହକୁ ଘର ଚଟାଣରେ ପୋତିଲେ

କୋଚି :  ଲୋକପ୍ରିୟ ଚଳଚ୍ଚିତ୍ର ଦୃଶ୍ୟମ ଢାଞ୍ଚାରେ ଏକ ହତ୍ୟାମାମାଲା କେରଳରେ ସାମନାକୁ ଆସିଛି । ଜଣେ ବ୍ୟକ୍ତିକୁ ହତ୍ୟା କରିଦେବା ପରେ ତାହାର ମୃତଦେହକୁ ଏକ ଚଟାଣ ତଳେ ପୋତି ସିମେଣ୍ଟ ପ୍ଲାଷ୍ଟର କରିଦିଆଯାଇଛି । ଘଟଣାଟି ଘଟିଛି କେରଳର କୋଟାୟାମ ଜିଲ୍ଲାରେ । ୪୩ ବର୍ଷୀୟ ବିଜେପି କର୍ମୀ…
ଅଧିକ ଖବର ଦେଖନ୍ତୁ...

ପୁରୁଣା କଂଗ୍ରେସ ପାଇଁ ଖଡ଼ଗେ, ପରିବର୍ତ୍ତନ ପାଇଁ ମୁଁ: ଥରୁର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରେସରେ ଥିବା ଶଶି ଥରୁର କହିଛନ୍ତି ଯେ ଦଳର ବରିଷ୍ଠ ସହକର୍ମୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ତାଙ୍କର କୌଣସି ଲଢେଇ ନାହିଁ। ତେବେ ଦଳର ନେତାମାନଙ୍କୁ ଦେଇଥିବା ବାର୍ତ୍ତାରେ ମୁଁ ନିଶ୍ଚିତ ଭାବେ କହିଛି ଯେ ଯଦି ପୁରୁଣା କଂଗ୍ରେସ ଚାହୁଁଛନ୍ତି, ତେବେ…
ଅଧିକ ଖବର ଦେଖନ୍ତୁ...

ରେକର୍ଡ କଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ, ୧୦ ଘଣ୍ଟାରେ ଶୁଣାଣି ହେଲା ୭୫ଟି ମାମଲା

ନୂଆଦିଲ୍ଲୀ: ପାଖାପାଖି ୧୦ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ସବୁ ପୁରୁଣା ରେକର୍ଡକୁ ଭାଙ୍ଗିଦେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠ | ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଡି…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ବିଗ୍ ବସ୍-୧୬ ପ୍ରତିଯୋଗୀଙ୍କ ତାଲିକା, ନାହିଁ ପ୍ରକୃତିଙ୍କ ନାଁ

ମୁମ୍ବାଇ: 'ବିଗ୍ ବସ୍ ୧୬' ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦର୍ଶକ 'ବିଗ୍ ବସ୍'କୁ ଅନାଇ ବସିଥିବା ବେଳେ ଏଥର କେଉଁମାନେ ପ୍ରତିଯୋଗୀ ହୋଇ ଆସି ମନୋରଞ୍ଜନ କରିବେ, ତା’ ଉପରେ ସମସ୍ତଙ୍କ ନଜର ଥିଲା। ଆଜି ସମସ୍ତଙ୍କ ଅପେକ୍ଷାର ଅନ୍ତ…
ଅଧିକ ଖବର ଦେଖନ୍ତୁ...