Daily Archives

October 2, 2022

ଯା ସିମ୍ରନ, କିନ୍ତୁ ଏହି କାମ କରିବୁ: ଫିଲ୍ମି ଅନ୍ଦାଜରେ ଲୋକଙ୍କୁ ଏହି ବାର୍ତ୍ତା ଦେଲା ପୁଲିସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ପାଇଁ ଦିଲ୍ଲୀ ପୁଲିସ ମୁଖ୍ୟତଃ ନିଆରା ଢଙ୍ଗରେ କାମ କରିଥାଏ। ଦିଲ୍ଲୀ ପୁଲିସର ସୋସିଆଲ ମିଡିଆ ସେଲ୍ ଏହାର ପୃଷ୍ଠାରେ ଅନେକ ସମୟରେ ଚଳଚ୍ଚିତ୍ର ଚରିତ୍ର, ପ୍ରସିଦ୍ଧ ସଂଳାପ ଏବଂ ମିମସ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ବିଚାରରେ ଅଧିକ ସମୟ ମଗ୍ନ ରହିବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ଘର ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି। ‌ ବୃଷ: ଘରୋଇ କାମକୁ ନେଇ ବଡ଼ ଫଇସଲା କରିପାରନ୍ତି। ଦାୟିତ୍ବ ପୂରା କରିବା ଯୋଗୁଁ ଖୁବ୍ ପ୍ରଶଂସା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ଖୋର୍ଦ୍ଧା: ଆଜି ଠାରୁ ଆସନ୍ତା ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର ରାଜ୍ୟ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ବିଜେଡି ଖୋର୍ଦ୍ଧା ନିର୍ବାଚନମଣ୍ଡଳ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି । ଆଜି ପୂର୍ବାହ୍ଣରେ ବିଜୁ ପଟ୍ଟନାୟକ ପାର୍କଠାରେ ବିଜୁପଟ୍ଟନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ଗେହଲଟ୍ ସରକାର ୫ବର୍ଷ ପୂରଣ କରିପାରିବେ ନାଁ ନାହିଁ ସନ୍ଦେହ: ଗେହଲଟଙ୍କ ପରାମର୍ଶଦାତା

ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପରାମର୍ଶଦାତା ସନ୍ୟମ ଲୋଧା ଆଜି ଏକ ବଡ଼ ବିବୃତି ଦେଇଛନ୍ତି। ଗେହଲଟଙ୍କ ସମର୍ଥିତ ସ୍ବାଧୀନ ବିଧାୟକ ସନ୍ୟମ ଲୋଧା ଗେହଲଟ୍ ସରକାରଙ୍କ ପାଞ୍ଚ ବର୍ଷ ପୂରଣକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ସିରୋହି ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଏବେ ଗାଈଙ୍କୁ ନେଇ ଗ୍ୟାରେଣ୍ଟି ଦେଲେ କେଜ୍ରିୱାଲ, ଗାଈ ପିଛା ପ୍ରତିଦିନ ଖର୍ଚ୍ଚ ହେବ ୪୦ ଟଙ୍କା

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଅନେକ ଗ୍ୟାରେଣ୍ଟି ଘୋଷଣା କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆଉ ଏକ ଗ୍ୟାରେଣ୍ଟି ଦେଇଛନ୍ତି । ଏଥର ସେ ଗାଈଙ୍କୁ ନେଇ ଏକ ଗ୍ୟାରେଣ୍ଟି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଯଦି ଆମ୍ ଆଦମୀ ପାର୍ଟି…
ଅଧିକ ଖବର ଦେଖନ୍ତୁ...

ରାଜସ୍ତାନର ଲଙ୍ଗେଓ୍ବାଲାଠାରେ ମୁତୟନ ହେବ ଲାଇଟ୍ କମ୍ବାଟ୍ ହେଲିକପ୍ଟର, ଯୋଗ ଦେବେ ରାଜନାଥ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ଆସନ୍ତାକାଲି ରାଜସ୍ଥାନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ମୁତୟନ କରାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)କୁ ସେନା ପକ୍ଷରୁ ରାଜସ୍ତାନର…
ଅଧିକ ଖବର ଦେଖନ୍ତୁ...