Daily Archives

October 3, 2022

ସର୍ପ ଦଂଶନରେ ବୃଦ୍ଧଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସିକୋ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ଗାଁରେ ଗତକାଲି ବିଷାକ୍ତ ସର୍ପ ଦଂଶନରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଅର୍ଜୁନ ପ୍ରଧାନ (୭୦) ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ନିଜର ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଜଳଖିଆ ପରଷୁଥିବା ବେଳେ ଏକ ବିଷଧର…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ: ବିଜେପିରୁ ସୂରଜ ସୂର୍ଯ୍ୟବନ୍ଧୁ, ବିଜେଡିର ପ୍ରାର୍ଥୀ ଖୋଜା ଆରମ୍ଭ

ଭଦ୍ରକ: ଧାମନଗରର ପୂର୍ବତନ ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଆସନ ଖାଲି ରହିଥିଲା। ଏହି ଆସନ ପାଇଁ ଆସନ୍ତା ନଭେମ୍ବର ମାସ ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ସାପ ସହ ବାସ କରୁଛନ୍ତି ପରିବାର ଲୋକେ, ସାପଙ୍କ ପାଇଁ ଛାଡିଦେଇଛନ୍ତି ଅଧା ଘର

ମାଲକାନଗିରି: ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି।କିନ୍ତୁ ମାଲକାନଗିରିଠାରୁ ମାତ୍ର ୯ କିଲୋମିଟର ଦୂରରେ ରହିଥିବା ନିଲିମାରି ଗ୍ରାମରେ ଏମିତି ଏକ ପରିବାର ରୁହନ୍ତି ଯେଉଁମାନେ ନିଜ ବାସଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି। କିଛି ବର୍ଷ ତଳେ ଘର ଭିତରେ ଗୋଟିଏ ଉଈ…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ ଭାରତୀୟ ଦଳରୁ ବାଦ ପଡ଼ିଲେ ବୁମରା : ସ୍ପଷ୍ଟ କଲା ବିସିସିଆଇ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଷ୍ଟ୍ରାଇକ୍ ବୋଲର ଜସପ୍ରୀତ ବୁମରା ବିଶ୍ବକପରେ ଖେଳିବେ ନାହିଁ । ଏ ନେଇ ବିସିସିଆଇ ପକ୍ଷରୁ ସୋମବାରଦିନ ସ୍ପଷ୍ଟ କରାଯାଇଛି । ଏହା ସହିତ ବୁମରାଙ୍କ ଖେଳିବା ନେଇ ଗତ କିଛି ଦିନ ହେଲା ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିଶେଷଜ୍ଞମାନଙ୍କ ଦ୍ବାରା…
ଅଧିକ ଖବର ଦେଖନ୍ତୁ...

ଗୁଜରାଟରେ କ୍ଷମତାକୁ ଆସିଲେ ସ୍ବିସ ବ୍ୟାଙ୍କରେ ଥିବା କଳାଧନ ମୁଁ ଫେରାଇ ଆଣିବି: ଅରବିନ୍ଦ କେଜ୍ରିୱାଲ

ଅହମଦାବାଦ: ସ୍ବିସ ବ୍ୟାଙ୍କରେ ଥିବା କଳାଧନ ଭାରତ ଆଣିବି। ଡିସେମ୍ବର ମାସରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି) ଶାସନ…
ଅଧିକ ଖବର ଦେଖନ୍ତୁ...

ଦଶହରା ମେଢ଼ରେ ଝଲସୁଛି ଖୋର୍ଦ୍ଧା ସହର

ଖୋର୍ଦ୍ଧା: ଦୁଇ ବର୍ଷର କରୋନା ଜନିତ କଟକଣାରେ ମଣ୍ଡପରେ ମା' ଦୁର୍ଗାଙ୍କ ଆବାହନ ଓ ପୂଜା ଅନୁଷ୍ଠିତ ହୋଇଥିଲା । ମଣ୍ଡପରେ ମା' ଦୁର୍ଗାଙ୍କୁ ଦେଖିବା ଓ ପୂଜା କରିବାର ସୁଯୋଗ ଭକ୍ତଙ୍କୁ ମିଳିନଥିଲା । ଚଳିତ ବର୍ଷ କଟକଣାମୁକ୍ତ ପୂଜା ହୋଇଛି । ଖୋର୍ଦ୍ଧା ସହରର ୧୦ରୁ ଉଦ୍ଧ୍ୱର୍ ମଣ୍ଡପରେ ମା'…
ଅଧିକ ଖବର ଦେଖନ୍ତୁ...

ରାସନ କାର୍ଡ ଥିଲେ ସୁଦ୍ଧା ଡମାଇଙ୍କୁ ମିଳୁନି ଚାଉଳ, ତାଙ୍କ ନାଁର ଚାଉଳ ଯାଉଛି କୁଆଡେ?

ଜୟପୁର: ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତରେ ଜଣେ ହିତାଧିକାରୀ ବୃଦ୍ଧା ମହିଳାଙ୍କ ନାଁରେ ରାସନକାର୍ଡ ଥିବା ସତ୍ବେ ଗତ ୬ମାସ ହେବ ସେ ଟଙ୍କିକିଆ ଚାଉଳ ପାଇ ନାହାନ୍ତି। ବାରମ୍ବାର କୁମୁଲିପୁଟ ପଂଚାୟତ କାର୍ଯ୍ୟାଳୟ ଓ ଜୟପୁର ବିଡିଓଙ୍କୁ ଯାଇ ଅଭିଯୋଗ କରିବା ସତ୍ବେ ବି ସେ ଚାଉଳ ପାଇବାରୁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ପଶୁଙ୍କ ଶରୀରରେ ରୋଗ ସୃଷ୍ଟିକରିବାକୁ ଚିତା ଆଣିଛନ୍ତି ମୋଦୀ ସରକାର : କଂଗ୍ରେସ

ମୁମ୍ବାଇ : ନାଇଜେରିଆରୁ ଭାରତ ସରକାର ଆଣିଥିବା ଚିତାମାନଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେ କହିଛନ୍ତି ଯେ ଭାରତୀୟ ଗୃହପାଳିତ ପଶୁମାନଙ୍କ ମଧ୍ୟରେ  ଫୁଲକା ଚର୍ମରୋଗ ସୃଷ୍ଟି କରିବାକୁ ଓ ଚାଷୀମାନଙ୍କୁ ତଳିତଳାନ୍ତ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଜାପତି ପରି ଉଡ଼ିବ, ମହୁମାଛି ପରି ବିନ୍ଧିବ ‘ପ୍ରଚଣ୍ଡ’; ହେଲିକପ୍ଟର ଉଡ଼ାଇବା ପରେ ଏଭଳି କହିଲେ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଆଜି ସ୍ବଦେଶରେ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର୍‌ର ପ୍ରଥମ ଛେକକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ୧୦ଟି ହେଲିକପ୍ଟରକୁ ଆନୁଷ୍ଠାନିକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଧପୁରରେ ଭାରତୀୟ ବାୟୁସେନାରେ ସାମିଲ କରିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ଚାଲିଗଲେ ଜୟପୁରର ଅକ୍ଷୟ ମହାନ୍ତି: ବିଭିନ୍ନ ମହଲରେ ଶୋକ

ଜୟପୁର: ଗତକାଲି ଦଶହରା ମହୋତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ଚାଲିଗଲେ ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ ଗାୟକ ମୂରଲୀ ପ୍ରସାଦ ମହାପାତ୍ର। ତାଙ୍କ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି। ଆଜି ତାଙ୍କ ଶେଷ ଦର୍ଶନ…
ଅଧିକ ଖବର ଦେଖନ୍ତୁ...