Daily Archives

October 3, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ। ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ। ଘରେ ଖୁସିର ମାହୋଲ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ‌ ବୃଷ: ଆପଣଙ୍କର ଧ୍ୟାନ ଅଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଟିଭି ଓ ଡିଜିଟାଲ ମିଡିଆକୁ ସତର୍କ କଲେ ସରକାର: ଜୁଆଖେଳ ଓ ସଟ୍ଟାବାଜି ବିଜ୍ଞାପନ ପ୍ରସାରଣ କଲେ ଜରିମାନା ସହ ଦଣ୍ଡାଦେଶ

ନୂଆଦିଲ୍ଲୀ: କେତେକ ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ମିଡିଆରେ ଜୁଆ ଖେଳ ଓ ସଟ୍ଟାବାଜି ସମ୍ପର୍କରେ ପ୍ରକାଶ ପାଉଥିବା ବିଜ୍ଞାପନକୁ ନେଇ ଉଦବେଗ ପ୍ରକାଶ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନେ…
ଅଧିକ ଖବର ଦେଖନ୍ତୁ...

ଠକେଇ ମାମଲାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ୱର: ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଭୁବନେଶ୍ୱରର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି | ଏହି ବ୍ୟାଙ୍କ କର୍ମଚାରୀଙ୍କ ନାମ ବେଦବ୍ୟାସ ବାରିକ ହୋଇଥିବାବେଳେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୧ କୋଟି…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ

ଭୁବନେଶ୍ବର : ସାରା ରାଜ୍ୟରେ ପାର୍ବଣର ଆନନ୍ଦରେ ଭଟ୍ଟା ପକାଇପାରେ ବର୍ଷା । କାରଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶରେ ବର୍ଷ।ର ସମ୍ଭାବନା ରହିଛି । ଏହା ଫଳରେ ଦଶହରା ଉତ୍ସାହରେ ଭଟ୍ଟା ଆସିବାର…
ଅଧିକ ଖବର ଦେଖନ୍ତୁ...

ନବରାତ୍ରୀ ଉପବାସ ପାଳୁଥିବା ଯାତ୍ରୀ ବିମାନରେ ସାତ୍ତ୍ବିକ ଖାଦ୍ୟ ପାଇ ଖୁସ୍, ଟୁଇଟ୍ କରି ପ୍ରଶଂସା କଲେ

ନୂଆଦିଲ୍ଲୀ: ନବରାତ୍ରୀ ଆରମ୍ଭ ହୋଇସାରିଛି। ନବରାତ୍ରୀ ସମୟରେ ଯେଉଁମାନେ ଦେବୀଦୁର୍ଗାଙ୍କୁ ପୂଜା କରନ୍ତି ସେମାନେ ୯ଦିନ ଉପବାସରେ ରହନ୍ତି । ପୂଜା ସମୟରେ ଯେଉଁମାନଙ୍କର ଉପବାସ ଥାଏ ସେମାନେ ବିଶେଷ ଧରଣର ଖାଦ୍ୟ ଗ୍ରହଣ କରିଥାନ୍ତି । ଏହି ନବରାତ୍ରୀ ସମୟରେ ଯାତ୍ରୀମାନେ ଟ୍ରେନରେ କିମ୍ବା…
ଅଧିକ ଖବର ଦେଖନ୍ତୁ...

ସାବରମତି ଗାନ୍ଧୀ ଆଶ୍ରମରେ ପହଞ୍ଚି ଚରଖା ଚଳାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅହମଦାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ହେବା ପରେ ଗୁଜରାଟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଅହମଦାବାଦରେ ସାବରମତି ଗାନ୍ଧୀ ଆଶ୍ରମରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ…
ଅଧିକ ଖବର ଦେଖନ୍ତୁ...

ପୁଡୁଚେରୀ ଓ ଚେନ୍ନାଇଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁଡ଼ୁଚେରୀ/ଚେନ୍ନାଇ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ପୁଡୁଚେରୀ ଓ ଚେନ୍ନାଇ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆଜି ପ୍ରଥମେ ପୁଡୁଚେରୀଠାରେ ଥିବା ଶ୍ରୀ ଅରବିନ୍ଦ ଆଶ୍ରମ ଗସ୍ତ କରିଥିଲେ । ଗତ…
ଅଧିକ ଖବର ଦେଖନ୍ତୁ...

ଶେଷରେ ଚେତିଲା ଖାଦ୍ୟ ନିରାପତ୍ତା ବିଭାଗ: ୩୫ ଫୁଡ୍‌ଷ୍ଟଲରେ ଚଢ଼ଉ, ୩୦ କେଜି ବାସି ଖାଦ୍ୟ ଜବତ

ରାଉରକେଲା: ପାର୍ବଣ ଋତୁ ଆରମ୍ଭ ହୋଇଗଲାଣି। ବିଭିନ୍ନ ସ୍ଥାନରେ ଏବେ ସ୍ଥାୟୀ, ଅସ୍ଥାୟୀ ଫୁଡ୍‌ଷ୍ଟଲ୍‌ ଗଢ଼ିଉଠିଛି। ଏଠାରେ ଖାଦ୍ୟର ମାନ ଅତ୍ୟନ୍ତ ନିମ୍ନମାନର ଥିଲା। ଏନେଇ ବିଗତ ଦିନରେ ଦୋକାନି ଓ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଗଣ୍ଡଗୋଳ ମଧ୍ୟ ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନ ପଛରେ ଆମେରିକା, ଇସ୍ରାଏଲ : ଇରାନର ସର୍ବୋଚ୍ଚ ନେତା

ତେହେରାନ : ଇରାନରେ ଚାଲିଥିବା ଆନ୍ଦୋଳନ ୩ୟ ସପ୍ତାହରେ ପ୍ରବେଶ କରିଥିବାବେଳେ ମୃତ୍ୟୁସଂଖ୍ୟା ବଢିଚାଲିଛି । ତେବେ ଏହି ଆନ୍ଦୋଳନ ପାଇଁ ଆମେରିକା ଓ ଇରାନକୁ ଦାୟୀ କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମିନେଇ । ସେ କହିଛନ୍ତି ଯେ ଆମେରିକା ଓ ଇସ୍ରାଏଲ ଇରାନର ବିକାଶ…
ଅଧିକ ଖବର ଦେଖନ୍ତୁ...

ଜେଇଇ ପେପର ଲିକ୍‌ ମାମଲାରେ ରୁଷୀୟ ଅଭିଯୁକ୍ତର ପଳାୟନ ଉଦ୍ୟମ, ଦିଲ୍ଲୀ ବିମାନବନ୍ଦରରୁ ଗିରଫ

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପେପର ଲିକ୍‌ ମାମଲାରେ ସଂପୃକ୍ତ ଥିବା ଜନୈକ ରୁଷୀୟ ଅଭିଯୁକ୍ତ ପଳାୟନ କରିବାକୁ ଚେଷ୍ଟା କରିଥିବା ବେଳେ ବିମାନବନ୍ଦରରୁ ଗିରଫ କରିଛନ୍ତି। ଗିରଫ ରୁଷୀୟ ନାଗରିକକୁ ଏବେ ଘଟଣା ସଂପର୍କରେ ଜେରା କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)…
ଅଧିକ ଖବର ଦେଖନ୍ତୁ...