Daily Archives

October 4, 2022

ଜ୍ଞାନ ଓ ସଂସ୍କୃତି ସହ ବିଜ୍ଞାନ ଏବଂ ଆଧୁନିକତାର ପୀଠ ଭାବେ ପରିଗଣିତ ହେଉଛି ପୁରୀ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଅନାଦି ଅନନ୍ତ କାଳରୁ ଜ୍ଞାନ, ସଂସ୍କୃତି, ବିଜ୍ଞାନ ଓ ଆଧୁନିକତାର ପୀଠ ଭାବେ ପରିଗଣିତ ହେଉଛି । ଆମ ସଭ୍ୟତାର ମୌଳିକ ଜ୍ଞାନ ବେଦ ଉପନିଷଦ ସମ୍ପର୍କରେ ନୂଆପିଢିଙ୍କୁ ଆଧୁନିକ ସ୍ୱୀକୃତି ସହ ପଢାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ମାଗଣା ବଣ୍ଟନ ପାଇଁ ଟଙ୍କା କେଉଁଠୁ ଆସିବ ତାହାବି ଭୋଟରଙ୍କୁ ଜଣାଅ : ଦଳମାନଙ୍କୁ କହିଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ଦ୍ବାରା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା କରାଯାଉଥିବା ମାଗଣା  ବଣ୍ଟନ ସ୍କିମ ପ୍ରସଙ୍ଗରେ ଭାରତର ନିର୍ବାଚନ କମିସନ କେତେକ ପରାମର୍ଶ ଜାରି କରିଛନ୍ତି । ରାଜନୈତିକ ଦଳମାନଙ୍କୁ ଏହି ପରାମର୍ଶ ଜାରି କରି କମିସନ କହିଛନ୍ତି ଯେ ଭୋଟରମାନଙ୍କ ପାଇଁ ଘୋଷଣା…
ଅଧିକ ଖବର ଦେଖନ୍ତୁ...

୫ ଅକ୍ଟୋବରରୁ ଏହି ୪ ସହରରେ ଜିଓ ଆରମ୍ଭ କରିବ ୫ଜି ସେବାର ଟ୍ରାଏଲ୍‌

ମୁମ୍ବାଇ: ଦେଶର ଅନ୍ୟତମ ପ୍ରମୁଖ ଟେଲିକମ୍‌ କମ୍ପାନି ଜିଓ ଅକ୍ଟୋବର ୫ରୁ ଦେଶର ଚାରିଟି ସହର- ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରଣାସୀରେ ୫ଜି ସେବାର ଏକ ବିଟା ପରୀକ୍ଷଣ ଆରମ୍ଭ କରିବ ବୋଲି କମ୍ପାନି ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। କମ୍ପାନି ଏହାର ୫ଜି ସେବା ଆରମ୍ଭ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଦିନ ତମାମ ତୁହାକୁ ତୁହା ବର୍ଷା; ଭୁବନେଶ୍ବର ଫିକା ପଡ଼ିଲା ମା’ ଦୁର୍ଗାଙ୍କ ମହାନବମୀ ଦର୍ଶନ

ଭୁବନେଶ୍ବର: ସମଗ୍ର ଉପକୂଳ ସହିତ ରାଜଧାନୀ ଭୁବନେଶ୍ବରରେ ଆଜି ଭୋର ସକାଳ ଠାରୁ ଦିନସାରା ବର୍ଷା ଲାଗି ରହିବା କାରଣରୁ ପୂଜା ମଣ୍ଡପଗୁଡ଼ିକରେ ଅଶାନୁରୂପେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇପାରି ନାହିଁ। ମହାନବମୀ ତିଥିରେ ବଡ଼ ବଡ଼ ପୂଜାମଣ୍ଡପ ଗୁଡ଼ିକରେ ଜନସମୁଦ୍ର ରହିବ ବୋଲି…
ଅଧିକ ଖବର ଦେଖନ୍ତୁ...

ମହାନବମୀରେ କୁମାରୀ ପୂଜା କଲେ ମିଳିଥାଏ ସୁଖ ଓ ଶାନ୍ତି ସହିତ ସମୃଦ୍ଧି

କଟକ: ଆଜି ପବିତ୍ର ମହାନବମୀ । ଦଶଭୁଜା ମା' ମହିଶାମର୍ଦ୍ଦି ନୀ ଦୁର୍ଗାଙ୍କର ନବମୀ ପୂଜା । ବିଭିନ୍ନ ଶକ୍ତି ପୀଠ ଏବଂ ପୂଜା କମିଟି ଗୁଡିକରେ ଦେଖିବାକୁ ମିଳୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ତେବେ ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ନବମୀ ପୂଜା ବେଶ୍ ଆଡ଼ମ୍ବରରେ ପାଳନ କରାଯାଉଥିବା ବେଳେ ହରିପୁର…
ଅଧିକ ଖବର ଦେଖନ୍ତୁ...

ଅନ୍ଧାରରେ ସମଗ୍ର ବାଂଲାଦେଶ, କାରଣ ଜାଣନ୍ତୁ

ଢାକା : ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି । ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା…
ଅଧିକ ଖବର ଦେଖନ୍ତୁ...

ହିଜବୁଲର ସୌକତ ଶେଖକୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସା ବିସ୍ତାର କରୁଥିବା ଅଭିଯୋଗରେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି। ୧୯୭୦ ମସିହାରେ…
ଅଧିକ ଖବର ଦେଖନ୍ତୁ...

ବର୍ଷା ସାଜିଲା ବାଧକ : ସରିଲା ନାହିଁ ସୁଟିଂ, ଦଶହରା ବଜାରକୁ ଆସିପାରିଲାନି ‘ଶଙ୍କର’

କଟକ: ଦଶହରାରେ ମୁକ୍ତଲାଭ କରିବାକୁ ଥିବା  ଏସ୍‌ଡି ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’ର କାମ ବର୍ଷା ଯୋଗୁ ସରିପାରିନାହିଁ। ଏହାର ୫ଟି ଗୀତର ସୁଟିଂ ବାକି ରହିଯାଇଥିବା ହେତୁ ରିଲିଜ୍ ଘୁଞ୍ଚିଛି। ଫିଲ୍ମର କାମ ସରି ରିଲିଜ ହେବା ବେଳକୁ ଡିସେମ୍ବର କିମ୍ବା ଜାନୁଆରି…
ଅଧିକ ଖବର ଦେଖନ୍ତୁ...

ପବନ ଭାଙ୍ଗିଲା ଦୁର୍ଗାପୂଜା ଲାଇଟ୍‌: ୨ ଜଣ ଆହତ, ଚାପି ହୋଇଗଲା ୨ଟି ଅଟୋ

ଭୁବନେଶ୍ବର: ଆଜି ଭୋର ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସହ ପବନ ବହିଛି। ଯାଜପୁର ଜିଲ୍ଲା ବ୍ଯାସ ନଗର ରାଇସ୍ ମିଲ ଦୁର୍ଗାପୂଜା ଗେଟ୍ ଓ ନହକା ପାତ୍ର ବଜାର ଦୁର୍ଗା ମଣ୍ଡପ ଗେଟ୍ ଭାଙ୍ଗି ପଡି ଦୁଇ ଅଟୋ ଚାପି ହୋଇଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ : ଗରବା ଉତ୍ସବ ଉପରକୁ ପଥର ମାଡ଼ ପରେ ସାଂପ୍ରଦାୟିକ ଉତ୍ତେଜନା

ନାଦିଆଦ୍ : ନବରାତ୍ରୀ ଉପଲକ୍ଷେ ସମଗ୍ର ଗୁଜୁରାଟ ଉତ୍ସବ ମୁଖର ଥିବାବେଳେ କେତେକ ଗୋଷ୍ଠୀ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛନ୍ତି । ରାଜ୍ୟର ଖେଡ଼ା ସ୍ଥିତ ଉଣ୍ଢେଲା ଗ୍ରାମରେ ନବରାତ୍ରୀ ଉତ୍ସବ ପାଇଁ ଗରବା ନୃତ୍ୟ ଚାଲିଥିବାବେଳେ ପ୍ରାୟ ୨୦୦ରୁ ଅଧିକ ମୁସଲିମ ଲୋକ ତାହା ଉପରେ…
ଅଧିକ ଖବର ଦେଖନ୍ତୁ...