Daily Archives

October 5, 2022

କବିସୂର୍ଯ୍ୟନଗରରେ ବୃଦ୍ଧଙ୍କୁ ହତ୍ୟା, ମଦ୍ୟପାନକୁ ନେଇ ଏହି ହତ୍ୟାକାଣ୍ଡ ସଂଦେହ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୋଲସର ଖଦାଳ ସାହିରେ ଆଜି ଅପରାହ୍ନରେ ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ ଆନନ୍ଦ ନାହାକ ନାମକ ଜଣେ ବୃଦ୍ଧଙ୍କ ମୃତ୍ଯୁବରଣ ହୋଇଥିବା ବେଳେ ମୃତ୍ଯୁର ଅସଲ କାରଣ ଅସ୍ପଷ୍ଟ ରହିଛି। ତେବେ ମଦ୍ୟପାନକୁ ନେଇ ଏହି…
ଅଧିକ ଖବର ଦେଖନ୍ତୁ...

ଭଉଣୀ ଘରକୁ ଯାଇଥିଲେ ଭାଇ, ପୋଖରୀରେ ବୁଡ଼ି ମୃତ୍ୟୁ

ଫୁଲବାଣୀ: ଦଶହରା ପାଇ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ ଭାଇ। ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ଭାଇର ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଗୁମାନ ସିଂହ। ସୂଚନା ଅନୁସାରେ ଦୁର୍ଗାପୂଜା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର…
ଅଧିକ ଖବର ଦେଖନ୍ତୁ...

ବଢିପାରେ ତେଲଦର, ଉତ୍ପାଦନ ହ୍ରାସ ପାଇଁ ଓପେକର ନିଷ୍ପତ୍ତି

ନୂଆଦିଲ୍ଲୀ : ଆମେରିକାର ଚାପ ସତ୍ତ୍ବେ ତୈଳ ଉତ୍ପାଦନ ଦୈନିକ ୨ ନିୟୁତ ବ୍ୟାରେଲ କମାଇବାକୁ ନିଷ୍ପତ୍ତି ନେଇଛି ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶସମୂହ ବା ଓପେକ୍ । ଏହା ଫଳରେ ବିଶ୍ବ ବଜାରରେ ତେଲଦର ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । ଏହା ଭାରତର ତୈଳ ଆମଦାନୀ ଖର୍ଚ୍ଚକୁ ଆହୁରି…
ଅଧିକ ଖବର ଦେଖନ୍ତୁ...

ଗୋରଖପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ଛୁଆକୁ କ୍ଷୀର ପିଆଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁର ଚିଡ଼ିଆଖାନାର ଯାଞ୍ଚ କରିଥିଲେ। ଏହି ସମୟରେ ସେ ଏକ ବୋତଲ ଜରିଆରେ କଲରାପତରିଆ ବାଘ ଛୁଆକୁ କ୍ଷୀର ମଧ୍ୟ ପିଆଇଥିଲେ ବୋଲି ଦେଖିବାକୁ ମିଳିଛି। ଚିଡ଼ିଆଖାନାର ଯାଞ୍ଚ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ନାଳରେ ଗୋଡ଼ ଖସିଗଲା, ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବୈପାରିଗୁଡା: ନାଳରେ ଗୋଡ଼ ଖସି ଜଣକର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତର କୁମ୍ଭାରଗୁଡା ଗ୍ରାମର ମଦନ କୁମ୍ଭାରଙ୍କ ପୁଆ ଉଦ୍ଧବ କୁମ୍ଭାର (୪୦) ଆଜି ସକାଳୁ ଶୈଚ ହେବା ପାଇଁ ନିଜ ଗାଁ ପାଖ ନାଳକୁ ଯାଇଥିଲେ। ଗୋଡ଼ ହାତ ସଫା କରୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଦଶହରାରେ କାଳ ହେଲା କାଳେଶ୍ବର: ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା; ବ୍ୟାଙ୍କ ମ୍ୟାନେଜର ମୃତ, ୩ଗୁରୁତର

ଦଶପଲ୍ଲା: ଦଶହରାରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିବାରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ କଲ୍ୟାଣୀ ପଣ୍ଡା। ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର ଥିଲେ। ଗୁରୁତର…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳ ଗ୍ରହରେ ଜଳ ଥିବାର ପ୍ରମାଣ ପାଇଲେ ବୈଜ୍ଞାନିକ

ଲଣ୍ଡନ : ବିଶ୍ବର ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ଖୋଜୁଥିଲେ। ଏହି ପର୍ଯ୍ୟାୟରେ,  ଏକ ଆନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ମଙ୍ଗଳ ଗ୍ରହର ଦକ୍ଷିଣ ମେରୁରେ ବରଫ ଆସ୍ତରଣ ତଳେ ଜଳର ସନ୍ଧାନ ପାଇଛନ୍ତି । ସେମାନେ ତରଳ ଅବସ୍ଥାରେ ଥିବା ଜଳର ସମ୍ଭାବ୍ୟ ଅସ୍ତିତ୍ୱର…
ଅଧିକ ଖବର ଦେଖନ୍ତୁ...

ହିମାଚଳର ରୁଟି ଖାଇଛି, ଏହାର ଋଣ ଶୁଝିବାକୁ ହେବ; ନିର୍ବାଚନର ବିଗୁଲ ଫୁଙ୍କି ଏଭଳି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହିମାଚଳ ପ୍ରଦେଶରେ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ଏହା ସହ ବିଜେପି ସରକାର କେବଳ ମୂଳଦୁଆ ପକାଇବ ନାହିଁ ବରଂ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ହିମାଚଳ ପ୍ରଦେଶର ବିଲାସପୁରରେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସୋହେଲା ରାବଣପୋଡ଼ି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ

ବରଗଡ଼: ରାବଣପୋଡ଼ି ପାଇଁ ପଶ୍ଚିମଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ସୋହେଲାରେ ଆଜି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି। ବରଗଡ଼ ଜିଲ୍ଲା ସୋହେଲାସ୍ଥିତ ମିନିଷ୍ଟାଡିୟମରେ ଆକର୍ଷଣୀୟ ରାବଣପୋଡ଼ି ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକେ ଭିଡ଼ ଜମାଇଥିଲେ। ଏଠାରେ ମହାପ୍ରଭୁ ରାମ ଓ ଲକ୍ଷ୍ମଣଙ୍କ…
ଅଧିକ ଖବର ଦେଖନ୍ତୁ...

୨ୟ ଥର ପାଇଁ ନୋବେଲ ପୁରସ୍କାର ପାଇବେ ଏହି ଆମେରିକୀୟ ବୈଜ୍ଞାନିକ

ନୂଆଦିଲ୍ଲୀ : ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ବୁଧବାରଦିନ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷିତ ହୋଇଛି । ଏବର୍ଷ ୩ ଜଣ ଏହି ସମ୍ମାନଜନକ ପୁରସ୍କାର ପାଇବେ । ସେମାନେ ହେଉଛନ୍ତି କାରୋଲିନ ଆର.ବେରଟୋଜି, ମୋର୍ଟେନ ମେଲଡାଲ ଓ କେ.ବ୍ୟାରେ ସାର୍ପଲେସ । କାରୋଲିନ…
ଅଧିକ ଖବର ଦେଖନ୍ତୁ...