Daily Archives

October 6, 2022

ଇବନଦୀରେ ବୁଡ଼ିଲା ଡଙ୍ଗା; ପହଁରି କୂଳକୁ ଆସିଲେ ୨୦ ଯାତ୍ରୀ

ସୁନ୍ଦରଗଡ଼: ଗୁରୁବାର ଅପରାହ୍ନ ସାଢ଼େ ୫ଟାରେ ସଦରଥାନା କରମଡିହି ପଞ୍ଚାୟତ ବଡ଼ମାଲ ନିକଟ ଇବନଦୀରେ ୨୦ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ତେବେ ୨୦ ଜଣ ଯାତ୍ରୀ ପହଁରା ଜାଣିଥିବାରୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ବୁଧବାର ସକାଳୁ ବଡ଼ମାଲର କିଛି…
ଅଧିକ ଖବର ଦେଖନ୍ତୁ...

ଜୟପୁର ରାଜକୀୟ ପରମ୍ପରାରେ ଦଶହରା ମହୋତ୍ସବ ଓ ରାବଣପୋଡ଼ି 

ଜୟପୁର: ଅଭିବକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁରରେ ବେଶ ଧୁମ ଧାମରେ ଦଶହରା ମହୋତ୍ସବ ପାଳନ ହୋଇଯାଇଛି । ରାଜା ରାଜୁଡା ଅମଳରୁ ଜୟପୁର ସହରରେ ମା’ ଭଗବତୀ ଓ ରାଜ ନହର ପରିସରରେ କନକଦୁର୍ଗା ମନ୍ଦିରରେ ମଙ୍ଗଳବାର ଦିନ ହଶହରା ପୂଜା କରାଯାଇଥିଲା।  ସହର ଉପକଣ୍ଠ ଦଶହରା ପଡ଼ିଆରେ ରାବଣ…
ଅଧିକ ଖବର ଦେଖନ୍ତୁ...

ମାଗଣା ବଣ୍ଟନ ବନ୍ଦ ହେବା ଗଣତନ୍ତ୍ରର ବିରୋଧୀ : କଂଗ୍ରେସ

ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ଦ୍ବାରା ମାଗଣା ବଣ୍ଟନକୁ ନିୟନ୍ତ୍ରଣ କରିବାକୁ  ନିର୍ବାଚନ କମିସନ କେତେକ ପ୍ରସ୍ତାବ ଦେଇଥିବାବେଳେ ତାହାକୁ ବିରୋଧ କରିଛି କଂଗ୍ରେସ । ଏହା ଗଣତନ୍ତ୍ରର ବିରୋଧୀ ବୋଲି ଦଳ କହିଛି । ଦଳର ନେତା ଜୟରାମ ରମେଶ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆ: ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ପାଳିରେ ଭାରତ ୨୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୪୦ ରନ୍‌ କରି ପରାସ୍ତ ହୋଇଛି । ଭାରତ ପକ୍ଷରୁ ସଞ୍ଜୁ ସାମସନ୍‌ଙ୍କ ଲଢୁ୍ଆ…
ଅଧିକ ଖବର ଦେଖନ୍ତୁ...

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ରାହୁଲଙ୍କ ସହ ନଜର ଆସିଲେ ସାବରକର

ନୂଆଦିଲ୍ଲୀ: ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇ ଆଜି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୁଅ ରାହୁଲ୍‌ ଗାନ୍ଧୀଙ୍କ ସାଙ୍ଗରେ ବାଟ ଚାଲିଥିଲେ। ଜାକାନ୍ନାହାଲିରେ ପହଞ୍ଚିବା ପରେ ସୋନିଆ ଗାନ୍ଧୀ ଆଜି ସକାଳ ୬.୩୦ରେ ପାଣ୍ଡବପୁରରୁ ପୁଣି ଆରମ୍ଭ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ହୀରାଖଣ୍ଡ ଏକ୍ସପ୍ରେସର ନାମକରଣ ପରିବର୍ତ୍ତନ ପାଇଁ ସାଂସଦଙ୍କୁ ପ୍ରସ୍ତାବ

ଜୟପୁର: ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ଇଷ୍ଟ କୋଷ୍ଟ ରେଳୱେ ସମ୍ବଲପୁର ଓ ୱାଲଟିୟର ଡିଭିଜନ ସହ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ସେ ବିଭିନ୍ନ ବର୍ଗର ଲୋକଙ୍କର ମତାମତ ଓ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ। ଜୟପୁର ରେଳଷ୍ଟେସନରେ ଗତ…
ଅଧିକ ଖବର ଦେଖନ୍ତୁ...

ପାନ ଓ ଷ୍ଟେସନାରୀ ଦୋକାନରେ ଅବକାରୀ ବିଭାଗର ଚଢ଼ଉ

ଖୋର୍ଦ୍ଧା: ସାଧାରଣ ଲୋକଙ୍କ ଧାରଣା, ପାନ ଦୋକାନରେ ପାନ, ସିଗାରେଟ୍, ବିସ୍କୁଟ ଆଦି ମିଳେ । ଷ୍ଟେସନାରୀ ଦୋକାନରେ ପ୍ରସାଧନ ସାମଗ୍ରୀ ଓ ଅନ୍ୟ ପ୍ୟାକେଟ୍ ସାମଗ୍ରୀ ମିଳେ । ପରିବା ଦୋକାନରେ ପରିବା ମିଳେ । କିନ୍ତୁ ଖୋର୍ଦ୍ଧା ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ପାନ ଦୋକାନ ଠାରୁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ସଂସ୍କାର ପାଇଁ ସଜବାଜ : ପ୍ରବାସୀ ଭାରତୀୟଙ୍କୁ ଭୋଟଦାନ ଅଧିକାର, ଅନଲାଇନ ଭୋଟିଂ ଉପରେ ବିଚାର

ନୂଆଦିଲ୍ଲୀ : ନିର୍ବାଚନୀ ସଂସ୍କାର ପାଇଁ ଭାରତର ନିର୍ବାଚନ କମିସନ ପ୍ରସ୍ତାବ ଦେଇଥିବାବେଳେ ଏ  ପ୍ରସଙ୍ଗରେ କେନ୍ଦ୍ର ସରକାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି । କମିସନ ଦେଇଥିବା ପ୍ରସ୍ତାବ ଅନୁସାରେ ଆଦର୍ଶ…
ଅଧିକ ଖବର ଦେଖନ୍ତୁ...

୩ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି: ଚାଲିଗଲା ନବଜାତଙ୍କ ଜୀବନ

ରାଉରକେଲା: ରାଜ୍ୟ ସରକାରଙ୍କର ମାଳମାଳ ଯୋଜନା ପରେ ବି ବାରମ୍ବାର ସାମ୍ନାକୁ ଆସୁଛି ଏହିପରି ଦୃଶ୍ୟ। ଥମୁନି ଏହି ଅଭାବନୀୟ ଘଟଣା। ରାଜ୍ୟ ସରକାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରାସ୍ତା ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ସୁଧୁରୁନି ରାସ୍ତା ଅବସ୍ଥା କି ନୂଆ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ସାଳନ୍ଦୀରେ ଭସାଣି ବେଳେ ଭସିଗଲେ ୨ ଯୁବକ: ଜଣେ ଉଦ୍ଧାର, ଜଣେ ନିଖୋଜ 

ଭଦ୍ରକ: ଆଜି ରାତିରେ ଦୁର୍ଗା ମୂର୍ତ୍ତି ଭସାଣି ବେଳେ ଦୁଇ ଯୁବକ ସାଳନ୍ଦୀ ନଦୀରେ ଭାସିଯାଇଥିବା ବେଳେ ଜଣେ ଯୁବକ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ରହିଛି। ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ  ବାଉଦ୍‌ପୁର ସାଳନ୍ଦୀ  ନଦୀ ଘାଟରେ ଆଜି ରାତିରେ ମା ଦୁର୍ଗା…
ଅଧିକ ଖବର ଦେଖନ୍ତୁ...