Daily Archives

October 7, 2022

ଘରେ ବସି ଦିନରାତି ଏକ କରି ପାଠ ପଢିଥିଲେ, ସିଭିଲ ସର୍ଭିସ ପରୀକ୍ଷାରେ ୫ମ ରାଙ୍କ ଆଣିଲେ ଦେବବ୍ରତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରୁ ଜଣେ ଓଡିଶା ସିଭିଲ ସର୍ଭିସରେ ୫ ନମ୍ବର ସ୍ଥାନରେ ରହିଛନ୍ତି ଜିଲ୍ଲାର ଦେବବ୍ରତ ମହାରଣା। ସଦର ମହକୁମାର ସରକାରୀ ସ୍କୁଲରେ ପାଠ ପଢିବା ସହ ସ୍ଥାନୀୟ କଲେଜରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଗତଥର ମଧ୍ୟ ଓଡିଶା ସିଭିଲ ସର୍ଭିସରେ ୩୮…
ଅଧିକ ଖବର ଦେଖନ୍ତୁ...

ପୁଣି ଜେଲ ଯିବେ କି ଲାଲୁ ?

ନୂଆଦିଲ୍ଲୀ : ପୁଣି ଫସିଗଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ରେଳବାଇ ଚାକିରି ଦୁର୍ନୀତିରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଚାର୍ଜସିଟ୍ ଦାଖଲ କରିଛି । ସ୍ୱତନ୍ତ୍ର ସିବିଆଇ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ମଇଁଷି ଏବେ ଗାଈ: ଦେଶୀ ବୁଲେଟ ଟ୍ରେନ ପାଇଁ ଅଡୁଆ ସାଜୁଛନ୍ତି ଗୋରୁ

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଦେଶୀ ବୁଲେଟ୍ ଟ୍ରେନ୍ ବନ୍ଦେ ଭାରତ ସହିତ ଦୁର୍ଘଟଣା ଘଟିଛି। ଶୁକ୍ରବାର ଦିନ ଗୁଜୁରାଟରେ ଲଗାତାର ଦ୍ୱିତୀୟ ଥର ପାଇଁ ଗାଈଟିଏ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା | ଆଉ ଏଥିରେ ଟ୍ରେନର ଆଗ ଭାଗ ପୁନର୍ବାର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି |…
ଅଧିକ ଖବର ଦେଖନ୍ତୁ...

ଛୋଟମୋଟ କାମ ପାଇଁ ବରିଷ୍ଠ ନାଗରିକଙ୍କୁ ଯିବାକୁ ପଡ଼ିବନି ବ୍ୟାଙ୍କ! କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଏହି ନୂଆ…

ନୂଆଦିଲ୍ଲୀ: ପେନସନ ଆଣିବା ପାଇଁ ଆପଣଙ୍କ ଘରର ବରିଷ୍ଠ ସଦସ୍ୟମାନଙ୍କୁ ପ୍ରତି ମାସରେ ବ୍ୟାଙ୍କ ଯିବାକୁ ପଡୁଛି କି ? ଯଦି ହଁ ତେବେ କେନ୍ଦ୍ର ସରକାର ଏଥର ଏଭଳି ଅସୁବିଧାରୁ ମୁକ୍ତି ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି | ମିଳିଥିବା ସୂଚନା ମୁତାବକ ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହର କରୁଣ ପରିଣତି : ବିୟୁଟି ପାର୍ଲରରେ ପତ୍ନୀଙ୍କୁ ହାଣି ଥାନାରେ ବିଷ ପିଇଲେ ସ୍ବାମୀ

ବସ୍ତା-୨: ପାରିବା‌ରିକ କଳହର କରୁଣ ପରିଣତି । ପତ୍ନୀଙ୍କୁ କଟୁରିରେ ହାଣି ଗୁରୁତର କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ସ୍ବାମୀ ବିଷ ‌ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ। ବାଲିଆପାଳ ଥାନା ଅଧୀନ ହାସିମପୁର…
ଅଧିକ ଖବର ଦେଖନ୍ତୁ...

କାହିଁକି ଚୀନର ବିରୋଧୀ ଭୋଟଦାନରୁ ବିରତ ରହିଲା ଭାରତ ?

ନୂଆଦିଲ୍ଲୀ : ଚୀନର ଉଇଘୁର ମୁସଲିମମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଜାତିସଂଘରେ ଆଗତ ଚୀନ ବିରୋଧୀ ପ୍ରସ୍ତାବ ଗୃହୀତ ହୋଇନାହିଁ । ଭାରତ ସମେତ କେତେକ ଦେଶ ଭୋଟ ଦାନରୁ ବିରତ ରହିବାରୁ ଏହି ପ୍ରସ୍ତାବ କାଟ ଖାଇଯାଇଥିଲା । ଭୋଟଦାନରୁ ଅନୁପସ୍ଥିତ ଥିବାରୁ ଭାରତକୁ ସବୁଆଡ଼ୁ ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଚଳିତବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ୪.୦୧% ହ୍ରାସ ପାଇଛି : ପରିବହନ ବିଭାଗ

କଟକ: ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ ପାଇଛି। ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ଓଡ଼ିଶା ର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଜନିତ ମୃତ୍ୟୁ ହାର କମିଛି। ଯଦି ଦେଖିବା ଚଳିତବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ୪.୦୧ ପ୍ରତିଶତ ହ୍ରାସ ପାଇଛି।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଫୁଟ୍‌ପାଥ ଏବଂ ଡ୍ରେନ୍‌ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ: ବିଏମ୍‌ସି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନଙ୍କ ପାଇଁ ଚେତାବନୀ ଆସିଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଜି ଏକ ଆଦେଶନାମା ଜାରି ହୋଇଛି। ଭୁବନେଶ୍ବରରେ ରାସ୍ତାକଡ଼ରେ ବହୁସଂଖ୍ୟାରେ ଖାଦ୍ୟ ଦୋକାନଗୁଡ଼ିକ ଖୋଲାଯାଇଛି,…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ମାନ୍ୟତା ଦାବିରେ ଧାରଣା ୬୬ ଦିନରେ : ଦୀପିକାଙ୍କ ଶାଶୂ-ଶ୍ବଶୁରଙ୍କୁ ପଚରାଉଚରା କଲା ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଦୀପିକା ମାମଲାରେ ନୂଆ ମୋଡ ନେଇଛି। ପୁଲିସ ଦୀପିକାଙ୍କ ଏତଲା ଆଧାରରେ ଶାଶୂ ଓ ଶ୍ୱଶୁରଙ୍କୁ ଥାନାକୁ ଡକାଇ ପଚରା ଉଚରା କରିଛି। ପ୍ରେମିକ କେ.ଦିନେଶଙ୍କ ଘର ଆଗରେ ୬୬ ଦିନ ହେଲା ସ୍ତ୍ରୀର ମାନ୍ୟତା ଦାବିରେ ଦୀପିକା ଧାରଣାରେ ବସିଛନ୍ତି । ଗତକାଲି ଦୀର୍ଘଦିନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କଏଦୀଙ୍କୁ ଅକଥନୀୟ ଅତ୍ୟାଚାର, ୯ ମାସରେ ପ୍ରାଣ ହରାଇଲେଣି ୬ କଏଦୀ

ଲାହୋର: ପଡୋଶୀ ଦେଶ ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଭାବେ ଥିବା ଭାରତୀୟ ନାଗରିକଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଉଛି | ଆଉ ଗତ ନଅ ମାସ ମଧ୍ୟରେ ପାକିସ୍ତାନର ବିଭିନ୍ନ ଜେଲରେ ୬ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ଏହାକୁ ପ୍ରମାଣିତ କରିଛି । ତେବେ କଏଦୀମାନଙ୍କର ମୃତ୍ୟୁ କିପରି ହେଲା ସେନେଇ…
ଅଧିକ ଖବର ଦେଖନ୍ତୁ...