Daily Archives

October 8, 2022

ଜାପାନୀ ଫିଲ୍ମ ଦେଖି ଆସିଥିଲା ଆଦିପୁରୁଷର ଆଇଡ଼ିଆ: ନିର୍ଦ୍ଦେଶକ ଓମ୍ ରାଉତ

ନୂଆଦିଲ୍ଲୀ: ରାମାୟଣ ଚରିତ୍ର ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବା ପୂର୍ବରୁ ଏହାକୁ ନେଇ ବିବାଦ ଆରମ୍ଭ ହେଇଛି । ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ପ୍ରଭାସ 'ରାମ' ଭୂମିକାରେ ଅଭିନୟ କରିଥିବାବେଳେ ଏହି ଚଳଚ୍ଚିତ୍ରକୁ ନେଇ ଲୋକମାନେ ଅନେକ ଆପତ୍ତି ଉଠାଇଛନ୍ତି। ଏହି ସିନେମାରେ ଅଭିନେତା…
ଅଧିକ ଖବର ଦେଖନ୍ତୁ...

ଆପ୍ ଗୁଜରାଟରେ ୯୪-୯୫ ଆସନ ଜିତିବ, ଡିସେମ୍ବର ୧ରେ ଆମେ ସରକାର ଗଢ଼ିବୁ: କେଜ୍ରିୱାଲ

ନୂଆଦିଲ୍ଲୀ: ଶନିବାର ଦିନ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁଜରାଟରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ଏଠାରେ ସେ ମିଳିତ ଭାବେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
ଅଧିକ ଖବର ଦେଖନ୍ତୁ...

ନିଆରା ଦଶହରା: କଣ୍ଟାପିଢ଼ାରେ ବସିଲେ, ନିଆଁରେ ଚାଲିଲେ

ପାଟଣା: କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍‌ ତ୍ରିବିନ୍ଧା ଗ୍ରାମରେ ନିଆରା ଢଙ୍ଗରେ ଦଶହରା ପର୍ବ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ କଣ୍ଟାପିଢ଼ାରେ ବସିବା ସହିତ ନିଆଁରେ ଚାଲିଥିଲେ। ଶ୍ରଦ୍ଧାଳୁଙ୍କୁ ଚାବୁକ ପ୍ରହାର କରିଥିଲେ। ପ୍ରଥମ ଦିନ ଏକ ଶୋଭାଯାତ୍ରାରେ ବୈତରଣୀ ନଦୀରୁ କଳସ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ମୋତେ ଭଗବାନ ପଠାଇଛନ୍ତି କଂସର ବଂଶଧରମାନଙ୍କୁ ଶେଷ କରିବାକୁ : କେଜ୍ରିଓ୍ବାଲ

ଭଦୋଦରା : ଆମ ଆଦମୀ ପାର୍ଟି (ଆପ୍)  ନେତା ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ସେ କୃଷ୍ଣ ଜନ୍ମାଷ୍ଠମୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭଗବାନ କୃଷ୍ଣ  କଂସର ବଂଶଧରମାନଙ୍କୁ ଶେଷ କରିବାକୁ ପଠାଇଛନ୍ତି । ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ଗୁଜୁରାଟରେ ଲଗାଯାଇଥିବା ପୋଷ୍ଟରର ଜବାବରେ ସେ…
ଅଧିକ ଖବର ଦେଖନ୍ତୁ...

ନୋବେଲ ବିଜେତାଙ୍କୁ ପୋଖରୀରେ ପକାଇଲେ ସାଙ୍ଗ

ନୂଆଦିଲ୍ଲୀ: ନିକଟରେ ୨୦୨୨ ବର୍ଷ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା | ଆଉ ସ୍ଵିଡେନର ବୈଜ୍ଞାନିକ ସ୍ବାଣ୍ଟେ ପାବୋଙ୍କୁ ଚିକିତ୍ସା ଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା । ତେବେ ନୋବେଲ ପୁରସ୍କାର ପାଇବା ଏକ ସାଧାରଣ କଥା ନୁହେଁ। ଏକ…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ପୂର୍ବରୁ ତତେ ମାରିବୁ; ଶେହନାଜଙ୍କ ବାପାଙ୍କୁ ଫୋନ ଯୋଗେ ମିଳିଲା ଏଭଳି ଧମକ

ଚଣ୍ଡୀଗଡ଼: 'ବିଗ୍ ବସ୍ ୧୩'ର ପ୍ରତିଯୋଗୀ ହୋଇ ଆସି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଶେହନାଜ ଗିଲଙ୍କ ବାପା ସନ୍ତୋଖ ସିଂ ଗିଲଙ୍କୁ ହତ୍ୟା ଧମକ। ତାଙ୍କୁ ଫୋନ ଯୋଗେ ହତ୍ୟା ଧମକ ଦିଆଯାଇଥିବା ଜଣାଯାଇଛି। ଧମକ ଦେଇଥିବା ବ୍ୟକ୍ତି ଫୋନରେ କହିଛନ୍ତି ଯେ ଦୀପାବଳି ପୂର୍ବରୁ ତୁମକୁ ମାରିବୁ।…
ଅଧିକ ଖବର ଦେଖନ୍ତୁ...

ବଲିଉଡକୁ ମୁସଲିମଙ୍କ ଯୋଗଦାନ ଅଧିକ, ଅଣଦେଖା କରାଯାଇପାରିବ ନାହିଁ: ଶରଦ ପାୱାର

ନୂଆଦିଲ୍ଲୀ: ବଲିଉଡକୁ ମୁସଲିମଙ୍କ ଯୋଗଦାନ ଅଧିକ, ସେମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ। ଏନସିପି ମୁଖ୍ୟ ଶରଦ ପାୱାର ଏବେ ଏଭଳି ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ବଲିଉଡରେ ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ଅବଦାନ ରହିଛି ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।…
ଅଧିକ ଖବର ଦେଖନ୍ତୁ...

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଳଟ ବୁକିଙ୍ଗ ପ୍ରକ୍ରିୟା: ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା

କଟକ: ଐତିହାସିକ ବାଲିଯାତ୍ରା ପାଖେଇ ଆସୁଛି। ଏଥିପାଇଁ ପ୍ଳଟ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ପ୍ଲଟର ଦର ବଢ଼ିଛି। ଗ୍ରାହକଙ୍କୁ ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ୨୦୧୯ ବାଲିଯାତ୍ରା…
ଅଧିକ ଖବର ଦେଖନ୍ତୁ...

ବିଫଳତା ପରେ ବଦଳିଲେ ରୁଷ ସେନାର କମାଣ୍ଡର  

ମସ୍କୋ : ବିଗତ କିଛି ଦିନ ହେଲା ୟୁକ୍ରେନରେ ରୁଷ ସେନାର ବିଫଳତା ପରେ ନିଜର ସେନାଧ୍ୟକ୍ଷଙ୍କୁ ବଦଳାଇଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଜେନେରାଲ ସର୍ଗଇ ସୁରୋଭିକିନ ୟୁକ୍ରେନରେ ନିୟୋଜିତ ରୁଷ ସେନାର ନୂଆ କମାଣ୍ଡର  ନିଯୁକ୍ତ ହୋଇଛନ୍ତି । ଏ ସଂପର୍କରେ ରୁଷ ମିଲିଟାରି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ ନେଇ ଏସିଡ୍‌ ଆକ୍ରମଣ: ଦୁଇ ଯୁବକ ଆହତ

କଟକ: କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଏସିଡ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସାମାନ୍ୟ ବଚସାରୁ ଏହି ଘଟଣା ଘଟିଥିବା ସୂଚନା। ଏହି ଘଟଣାରେ ବାଲୁବଜାର ଅଞ୍ଚଳର ସତ୍ୟବାନ୍ ସାହୁ (୧୯) ଓ ତାଙ୍କର ସହଯୋଗୀ ଆହତ ହୋଇ…
ଅଧିକ ଖବର ଦେଖନ୍ତୁ...