ଟି -୨୦ ବିଶ୍ୱକପରେ ପରାସ୍ତ ହେବା ପରେ ବିସିସିଆଇର ବଡ ନିଷ୍ପତ୍ତି
ମୁମ୍ବାଇ: ଟି -୨୦ ବିଶ୍ୱକପ ୨୦୨୨ରେ ନିରାଶ ହେବା ପରେ ବିସିସିଆଇ ଲଗାତାର ବଡ ବଡ ନିଷ୍ପତ୍ତି ନେଉଛି | ବୋର୍ଡ ବର୍ତ୍ତମାନ ଦଳର ମେଣ୍ଟାଲ କଣ୍ଡିସନିଙ୍ଗ କୋଚ୍ ପ୍ୟାଡି ଅପ୍ଟନଙ୍କ ଚୁକ୍ତିନାମାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। ବିଶ୍ୱକପ ପୂର୍ବରୁ ଅପ୍ଟନ ଭାରତୀୟ ଦଳ ସହ ଯୋଡି ହୋଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...