Daily Archives

November 26, 2022

ମଦ ଚୋରାବେପାର ଛାଡ଼ିଲେ ଲକ୍ଷେ ଟଙ୍କା ଦେବେ ନୀତୀଶ ସରକାର

ପଟନା : ବିହାରରେ ମଦ୍ୟପାନ ଉପରେ  ଲାଗୁ ନିଷେଧାଜ୍ଞାକୁ ଆହୁରି କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି । ସେ ଘୋଷଣା କରିଛନ୍ତି ଯେ, ଯେଉଁମାନେ ମଦ ଚୋରା ବ୍ୟବସାୟ ଛାଡ଼ିଦେବେ ସେମାନଙ୍କୁ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ରାଜ୍ୟ ସରକାର ୧ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଭାରତ ଯୋଡ଼ ଯାତ୍ରା ସମୟରେ ପଡିଗଲେ ଦିଗବିଜୟ, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତା

ଭୋପାଳ: ଆଜି ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲାର ବଡ଼ବାହାଠାରେ ଭାରତ ଯୋଡ ଯାତ୍ରା ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ସହ ଏକ ଅଘଟଣ ଘଟିଯାଇଛି | ସେ ରାସ୍ତା କଡ଼ରେ ଥିବା ଏକ ରେଷ୍ଟୁରାଣ୍ଟକୁ ଯାଉଥିବାବେଳେ ତଳେ ପଡ଼ିଯାଇଥିଲେ। ପରେ…
ଅଧିକ ଖବର ଦେଖନ୍ତୁ...

ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ କେଉଁ କଥା କିଣିନେଲା ଅତିଥିଙ୍କ ମନ?

ନୂଆଦିଲ୍ଲୀ: ଭାଷଣ ଦେଇ ମନ କିଣିଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ଉପସ୍ଥିତ ଥିବା ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ, ବିଚାରପତି, ଆଇନ ମନ୍ତ୍ରୀ ଏବଂ ଶତାଧିକ ଅତିଥିଙ୍କ ହୃଦୟ…
ଅଧିକ ଖବର ଦେଖନ୍ତୁ...

ବଡ଼ ହେଇଗଲେଣି ‘ହମ୍‌ ସାଥ୍‌ ସାଥ୍‌ ହୈ’ରେ ନଜର ଆସିଥିବା ସଲ୍‌ମାନଙ୍କ ଭାଣିଜୀ ଜୋୟା, ଏବେ ଏପରି ଦିଶୁଛନ୍ତି

ନୂଆଦିଲ୍ଲୀ: ‘ହମ୍‌ ସାଥ୍‌ ସାଥ୍‌ ହୈ’ରେ ଅଭିନେତା ସଲ୍‌ମାନ ଖାନ୍‌ଙ୍କ ଭାଣିଜୀ, ଅର୍ଥାତ ଅଭିନେତ୍ରୀ ନିଲମଙ୍କ ଝିଅ ଭୂମିକା ନିଭାଇଥିବା କୁନି ଝିଅକୁ ଆପଣ ମନେ ରଖିଛନ୍ତି? ସେ କୁନି ଝିଅ ଆଜି ବଡ଼ ହୋଇ ଖୁବ୍ ସୁନ୍ଦର ହୋଇ ଯାଇଛନ୍ତି। ତାଙ୍କ ଫଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।…
ଅଧିକ ଖବର ଦେଖନ୍ତୁ...

ସରିଆସିଲାଣି ରୁଷର କ୍ଷେପଣାସ୍ତ୍ର ଭଣ୍ଡାର : ବ୍ରିଟିସ ଗୁଇନ୍ଦା

ଲଣ୍ଡନ : ୟୁକ୍ରେନ ଯୁଦ୍ଧକୁ ୯ ମାସ ଚାଲିଥିବାବେଳେ ରୁଷ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଶେଷ ହୋଇଆସୁଥିବା ସଂଦେହ କରାଯାଉଛି । ଏବେ ରୁଷ ପକ୍ଷରୁ ପୁରୁଣା ମିସାଇଲଗୁଡ଼ିକୁ ବାହାର କରି ୟୁକ୍ରେନ ଉପରେ ନିକ୍ଷେପ କରାଯାଉଛି । ଏସବୁ ପୁରୁଣା କ୍ରୁଜ୍ ମିସାଇଲଗୁଡ଼ିକୁ ୮୦ ଦଶକରେ ତିଆରି…
ଅଧିକ ଖବର ଦେଖନ୍ତୁ...

ସୁରତର ଅର୍ଥନୀତିକୁ ମଜବୁତ୍‌ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ

ସୁରତ: ଗୁଜୁରାଟ ସୁରତର ଅର୍ଥନୀତିକୁ ମଜବୁତ୍‌ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ ବୋଲି ଶନିବାର ଓଡ଼ିଆ ସମୁଦାୟଙ୍କୁ ଭେଟି ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସୁରତର ଅର୍ଥନୀତିକୁ…
ଅଧିକ ଖବର ଦେଖନ୍ତୁ...

ରୁଷର କ୍ଷେପଣାସ୍ତ୍ର ମାଡ଼ରେ ଚାଲିଗଲା ବିଜୁଳି; ୟୁକ୍ରେନର ଡାକ୍ତରମାନେ ହେଡଲ୍ୟାମ୍ପ ଲଗାଇ ଜାରି ରଖିଲେ ଅସ୍ତ୍ରୋପଚାର

ୱାସିଂଟନ: ରୁଷିଆର ଘନଘନ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ  ୟୁକ୍ରେନ୍‌ର ବିଦ୍ୟୁତ୍ ଗ୍ରିଡ୍‌ଗୁଡ଼ିକ ଅଚଳ ହୋଇଥିବା ବେଳେ ୟୁକ୍ରେନ୍‌ବାସୀ ବହୁ ସମୟରେ ଅନ୍ଧାରରେ ରହୁଥିବା ଖବର ସାମ୍ନାକୁ ଆସିଛି । ଏବେ ସୋସିଆଲ ମିଡିଆରେ ୟୁକ୍ରେନର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ୟୁକ୍ରେନ ରାଜଧାନୀ କିବର…
ଅଧିକ ଖବର ଦେଖନ୍ତୁ...

ଲୋଭ ଦେଖାଇ ସ୍କୁଲରୁ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଡାକିନେଲା ଯୁବକ, ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲା

କୋରାପୁଟ: ସ୍କୁଲକୁ ପାଠପଢ଼ି ଯାଇଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୋଭ ଦେଖାଇ ଡାକିନେବା ଓ ଦୁଷ୍କର୍ମ ଅଭିଯୋଗରେ ଆଜି ଜଣେ ଯୁବକଙ୍କୁ କୋରାପୁଟ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ହେଲା କୋରାପୁଟ ବ୍ଲକ ମାଛରା ଗାଁର ପଦ୍ମନ ପାଙ୍ଗୀ (୨୨)। ଟାଉନ ପୁଲିସ…
ଅଧିକ ଖବର ଦେଖନ୍ତୁ...

‘ଯୁଆଡେ ଗଲେ ବର୍ଷା ଛାଡୁନାହିଁ, ଟିକେ ଦୟା, କର’ ଏଭଳି କାହିଁକି କହିଲେ ଅନୁଭବ?

ଭୁବନେଶ୍ୱର: 'ନାମ ନେଉଛୁ, ଏ ବର୍ଷା ବହୁତ ହଇରାଣ କଲାଣି, ଯୁଆଡେ ଗଲେ ବର୍ଷା ଛାଡୁନାହିଁ | ଟିକେ ଦୟା, କର | ପ୍ଲିଜ, ବାହାରକୁ ଆସିଛୁ, କାମ କରିବୁ କି ନାହିଁ ?’ ଲଣ୍ଡନର ସହରର ଏକ ସ୍ଥାନରେ ଅଭିନେତା ଅନୁଭବ ମହାନ୍ତି  ଏଭଳି କହୁଥିବା ଦେଖିବାକୁ ମିଳିଛି | ତେବେ ଏସବୁ ଶୁଣି ଆପଣ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ହେବେ ମମତା ବାନାର୍ଜୀ: ଶୁଭେନ୍ଦୁ ଅଧିକାରୀ

କୋଲକାତା: ଶୁକ୍ରବାର ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଠରୀକୁ ତାଙ୍କୁ ଭେଟିବା ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଥରେ ଟାର୍ଗେଟ କରିଛନ୍ତି। ଦିଦିଙ୍କୁ ସେ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ନନ୍ଦୀଗ୍ରାମରେ ସେ ମମତାଙ୍କୁ ପରାସ୍ତ କରିଥିବା…
ଅଧିକ ଖବର ଦେଖନ୍ତୁ...