Daily Archives

November 27, 2022

ଏହି ଫଟୋ ଦେଖି ନିରାଶ ହୋଇ ଆନନ୍ଦ ମହିନ୍ଦ୍ରା ଦେଲେ ଏଭଳି ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାଆନ୍ତି। ସେ ମଜାଳିଆ ଭିଡିଓ ଠାରୁ ଆରମ୍ଭ କରି ଅନେକ ପ୍ରେରଣାଦାୟକ ଭିଡିଓ ସବୁ ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ଏହି କ୍ରମରେ ତାଙ୍କର ଏକ ଟୁଇଟ ସାମ୍ନାକୁ ଆସିଛି। ଏହି ଟୁଇଟରେ ସେ ନିରାଶ ବ୍ୟକ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଧ୍ୟାନ କାମରେ ସୁଧାର ଆଣିବାରେ ଲାଗିରହିବ। ଅଫିସରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ଘରେ କୌଣସି ମରାମତି କରିବାକୁ ପଡ଼ିପାରେ।‌ ବୃଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ବାପା ବ୍ୟବସାୟରେ ସାହାଯ୍ୟ କରିବେ। ବ୍ୟକ୍ତିତ୍ବ ସମ୍ପର୍କରେ ଭଲଭାବେ ଜାଣିବା ପରେ ବନ୍ଧୁତା…
ଅଧିକ ଖବର ଦେଖନ୍ତୁ...

‘ଆଇ ଲଭ ୟୁ ମ୍ୟାଡ଼ାମ’ ଶ୍ରେଣୀଗୃହରେ ଅଧ୍ୟାପିକାଙ୍କୁ ଏଭଳି ଅଶ୍ଳୀଳ ଆଚରଣ କଲେ ଛାତ୍ର, ଭିଡିଓ ଭାଇରାଲ

ଲଖନଉ: ଅଧ୍ୟାପିକାଙ୍କ ପ୍ରତି ଅସଦାଚରଣ କଲେ ଛାତ୍ର | ଆଉ ଏହି ଅସଦାଚରଣର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ଉତ୍ତରପ୍ରଦେଶର ମେରଟସ୍ଥିତ ଡକ୍ଟର ରାମ ମନୋହର ସ୍ମାରକ ଇଣ୍ଟର କଲେଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହି ପ୍ରସଙ୍ଗରେ ଅଧ୍ୟାପିକା ଜଣକ ଏବେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ବଚସାକୁ ନେଇ ଲଙ୍କାକାଣ୍ଡ, ଖଣ୍ଡା ଚୋଟରେ ଯୁବକ ଗୁରୁତର

ରାଣୀତାଲ: ସାମାନ୍ୟ ବଚସାକୁ ନେଇ ରାଣୀତାଲରେ ଖଣ୍ଡା ବୁଲିଛି। ଆଜି ସକାଳେ ରାଣୀତାଲର କୁକୁଡ଼ା ବ୍ୟବସାୟୀ ଅମଲା ଓ ରାହାଞ୍ଜ ଅଞ୍ଚଳର ସେକ୍‌ ଡାନିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବାକ୍‌ବିତଣ୍ଡା ହୋଇଥିଲା। ଏହାକୁ ନେଇ ରକ୍ତଚାଉଳ ଚୋବାଉଥିବା ସେକ୍‌ ଡାନି ସନ୍ଧ୍ୟାରେ ଏକ ଖଣ୍ଡା ଧରି…
ଅଧିକ ଖବର ଦେଖନ୍ତୁ...

‘୭୭୭ ଚାର୍ଲି’ର ଅଭିନେତା ରକସିତଙ୍କ ସହ ହୋଇଥିଲା ରଶ୍ମିକାଙ୍କ ନିର୍ବନ୍ଧ, ହେଲେ…

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଫିଲ୍ମରେ ରାଜ୍ କରୁଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଧିରେ ଧିରେ ଆଗକୁ ବଢ଼ୁଛନ୍ତି। କନ୍ନଡ ଓ ତେଲୁଗୁ ସିନେମାରେ କାମ କରିବା ପରେ ଏବେ ସେ ବଲିଉଡ ମୁହାଁ ହୋଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା:ଦ ରାଇଜ୍' ଚଳିତ ବର୍ଷ ବକ୍ସ ଅଫିସରେ କମାଲ କରିବା ପରେ…
ଅଧିକ ଖବର ଦେଖନ୍ତୁ...

୯ଜଣ ମହିଳାଙ୍କ ସ୍ବାମୀ ହୋଇସାରିଥିବା ଯୁବକ ଏବେ ପୁଣି ଆଉ ଏକ ଜୀବନସାଥୀ ଖୋଜିବା ସହିତ କହୁଛନ୍ତି ଏଭଳି କଥା…

ନୂଆଦିଲ୍ଲୀ: ବ୍ରାଜିଲ ମଡେଲ ଓ ସୋସିଆଲ ମିଡିଆ ଇନଫ୍ଲୁଏନସର ଆର୍ଥର ଓ ଉର୍ସୋ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ୯ଜଣ ମହିଳାଙ୍କୁ ବିବାହ କରିଥିବା ଘଟଣାକୁ ନେଇ ଅନେକ ଥର ଚର୍ଚ୍ଚାକୁ ଅସିଥିଲେ।  ଏବେ ଖବର ମିଳିଛି କି, କିଛି ମାସ ପୂର୍ବରୁ ତାଙ୍କର ୪ଜଣ ସ୍ତ୍ରୀ ତାଙ୍କୁ ଛାଡ଼ପତ୍ର…
ଅଧିକ ଖବର ଦେଖନ୍ତୁ...

ଏହି ଦେଶଗୁଡିକରେ ରୁହନ୍ତି ନାହିଁ ଜଣେ ବି ଭାରତୀୟ

କୁହାଯାଏ ଯେ ଆପଣ ଦୁନିଆର ଯେକୌଣସି କୋଣକୁ ଯାଆନ୍ତୁ, ତେବେ ଆପଣ ନିଶ୍ଚିତ ଭାବରେ ସେଠାରେ ଜଣେ ଭାରତୀୟଙ୍କୁ ଦେଖିବେ | ଆମେରିକାରୁ ଅଷ୍ଟ୍ରେଲିଆ, ୟୁରୋପରୁ ଆଫ୍ରିକା ଏବଂ ଚୀନଠାରୁ ଜାପାନ ପର୍ଯ୍ୟନ୍ତ, ଅନ୍ୟ ଦେଶର ନାଗରିକଙ୍କ ତୁଳନାରେ ଆପଣ ଭାରତୀୟମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ପାଇବେ…
ଅଧିକ ଖବର ଦେଖନ୍ତୁ...

ମୁଁ ୧୦ଥର ଫେଲ୍ ହୋଇଥିଲି; ୪ମାର୍କ ପାଇଁ ଫେଲ୍ ହୋଇଗଲି ବୋଲି ଟ୍ବିଟ କରିଥିବା ଛାତ୍ରଙ୍କୁ ଆଇଏଏସଙ୍କ ଜବାବ

ପାଟନା: 'ସାର୍, ମୋର ଜୀବନ ଏବେ କ ଜଟିଳ ଅବସ୍ଥାରେ ଅଛି। ବିହାର ଲୋକସେବା ଆୟୋଗ ପରୀକ୍ଷାରେ ୪ମାର୍କ ପାଇଁ ମୁଁ ପାସ୍ କରିପାରିନାହିଁ। କ’ଣ କରିବି ମୁଁ ବୁଝିପାରୁ ନାହିଁ? ୨୦୧୭ରେ ବି.ଟେକ୍ ପାସ୍ କରିଥିଲି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ବେରୋଜଗାର। ଟ୍ବିଟରରେ ଏଭଳି ଲେଖିଥିବା…
ଅଧିକ ଖବର ଦେଖନ୍ତୁ...

ଲଜ୍ଜା! ବିବାହ ପ୍ରତିଶ୍ରୃତି ବାହାନାରେ ପ୍ରେମିକ ଓ ତାର ବାପା ଦ୍ବାରା ଯୁବତୀ ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ନିଶାତପୁରା ଥାନା ଅଞ୍ଚଳରୁ ଏକ ଲଜ୍ଜ୍ନନୀୟ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଯେଉଁ ଯୁବକଙ୍କୁ ଭଲ ପାଉଥିଲେ, ସେହି ଯୁବକ ଓ ତାଙ୍କ ବାପାଙ୍କ ଦ୍ବାରା ସେ ଦୁଇଥର ଦୁଷ୍କର୍ମର ଶିକାର ହୋଇଥିବା ପୁଲିସରେ ଅଭିଯୋଗ କରିଛନ୍ତି। ପୀଡିତା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବାଣ ବିସ୍ଫୋରଣରେ ଗଳିପଡ଼ିଲା ଘରର ଛାତ; ମାଟିରେ ମିଶିଲା ଦୁଇ ବଖରା କୋଠା ଘର, ଜଣେ ଗୁରୁତର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତ ଦକ୍ଷିଣସାହି ଗ୍ରାମରେ ରବିବାର ଦିନ ୨ଟା ସମୟରେ ବାଣ ବିସ୍ଫୋରଣ ଘଟି ଦୁଇ ବଖରା କୋଠା ଘର ସମ୍ପୂର୍ଣ ଧ୍ବଂସ ହୋଇଯାଇଛି। ବିସ୍ଫୋରଣରେ ବିଷ୍ଣୁ ମୋହନ ସାହୁ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...