ରାଇରଙ୍ଗପୁରକୁ ନୂତନ ଜିଲ୍ଲା ଗଠନ ପାଇଁ ଦାବି କଲେ ବିଧାୟକ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁରକୁ ଜିଲ୍ଲା ଗଠନ ପାଇଁ ଆଜି ବିଧାନସଭାରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଦାବି ଉପସ୍ଥାପନା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ହେଉଛି ସବୁଠାରୁ ବଡ ଜିଲ୍ଲା। ତେବେ ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହେଉଛି ରାଇରଙ୍ଗପୁର ସହର।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...