Daily Archives

November 30, 2022

ଏଏନଏମଙ୍କଠାରୁ ୧୨ ହଜାର ଲାଞ୍ଚ: ଲହୁଣିପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ପୂର୍ବ କନିଷ୍ଠ କିରାଣିଙ୍କୁ ୨ ବର୍ଷ ଜେଲ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨୦୦୪ର ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ କନିଷ୍ଠ କିରାଣି ତଥା ହିସାବରକ୍ଷକ ତ୍ରିଲୋଚନ ନାଥଙ୍କୁ ୨ ବର୍ଷ ଜେଲ୍ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅର୍ଚ୍ଚନା ନାଗ ମାମଲା: ଦୀର୍ଘ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଖଗେଶ୍ୱରଙ୍କ ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ

ଭୁବନେଶ୍ବର: ଦୀର୍ଘ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଖଗେଶ୍ୱରଙ୍କ ସହଯୋଗୀ ଅଭିଳାସ ପ୍ରିୟଦର୍ଶୀ ଓରଫ ଚନ୍ଦନ। ଇଡି ଅଫିସରୁ ବାହାରିବା ପରେ ସେ କହିଛନ୍ତି ଯେ, ମତେ ଇଡି ଅଧିକାରୀ ଯାହା ଯାହା ପ୍ରଶ୍ନ କରିଛନ୍ତି ତାହାର ମୁଁ ଉତ୍ତର ରଖିଛି। ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ନୌସେନା ପାଇଁ ବଡ଼ ବିପଦ ହେବାକୁ ଯାଉଛି ଚୀନ : ଆମେରିକା

ନୂଆଦିଲ୍ଲୀ : ଆଫ୍ରିକାର ଜିବୁତିଠାରେ ଥିବା ଚୀନର ସାମରିକ ଘାଟି ଭବିଷ୍ୟତରେ ଭାରତୀୟ ନୌସେନା ପାଇଁ ବିପଦ ସୃଷ୍ଟି କରିବ । କାରଣ ଏହି ସାମରିକ ଘାଟିରେ ଚୀନ ବିମାନବାହୀ ଯୁଦ୍ଧପୋତ, ଯୁଦ୍ଧ ଜାହାଜ ଓ ବୁଡ଼ାଜାହାଜ ମୁତୟନ କରିବ ବୋଲି ଆମେରିକା ଆଶଙ୍କା ପ୍ରକଟ କରିଛି । ନିକଟରେ ପ୍ରକାଶିତ…
ଅଧିକ ଖବର ଦେଖନ୍ତୁ...

ଏହି ଘରୋଇ ଉପଚାର ଆପଣାନ୍ତୁ, ବିନା ଔଷଧରେ ଗୋଡଫଟାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଶୀତଋତୁ ଆସିଯାଇଛି ଓ ଏହି ସମୟରେ ଅଧିକାଂଶ ଲୋକଙ୍କର ପାଦ ଫାଟିଯାଇଥାଏ | ଗୃହିଣୀମାନେ ପ୍ରାୟତଃ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି | ବେଳେବେଳେ ପାଦ ଫାଟିବା ଯୋଗୁଁ ଏତେ ଯନ୍ତ୍ରଣା ହୁଏ ଯେ ଚାଲିବା ମଧ୍ୟ କଷ୍ଟକର ହୋଇଯାଏ | ଏଥିପାଇଁ ବଜାରରେ ଏକରୁ ଅଧିକ ଆଣ୍ଟିସେପ୍ଟିକ୍…
ଅଧିକ ଖବର ଦେଖନ୍ତୁ...

ଦ କଶ୍ମୀର ଫାଇଲ୍ସକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଇସ୍ରାଏଲ୍‌ର ସିନେ ନିର୍ମାତା

ମୁମ୍ବାଇ: 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଇସ୍ରାଏଲ୍‌ର ସିନେ ନିର୍ମାତା ନଦଭ ଲାପିଡ୍‌। ୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ହେଡ୍‌ ନଦଭ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଉପରେ…
ଅଧିକ ଖବର ଦେଖନ୍ତୁ...

ଅଜିମଙ୍କ ପରେ ସରିଫ କନ୍ୟା ଖୋଜିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି

ଲକ୍ଷ୍ମୌ: ଉତ୍ତରପ୍ରଦେଶର ସାମଲିରେ ଅଢ଼େଇ ଫୁଟ ଉଚ୍ଚତା ଥିବା ଅଜିମ ମନସୁରୀଙ୍କ ବିବାହ ପରେ ରାଏବରେଲିର ମହମ୍ମଦ ସରିଫ ତାଙ୍କ ଇଚ୍ଛା ଏବେ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଅଢ଼େଇ ଫୁଟର ମହମ୍ମଦ ସରିଫଙ୍କୁ ସରକାରୀ ଘର ମିଳିବା ପରେ ଜିଲ୍ଲା ପ୍ରସାଶନଙ୍କୁ  ସେ ଜଣେ ଘରଣୀ ଠିକ କରି ଦେବାକୁ…
ଅଧିକ ଖବର ଦେଖନ୍ତୁ...

ଆଇଏସ ମୁଖ୍ୟ ହାସିମି ମୃତ, ହୁସେନି ନୂଆ ନେତା

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ପକ୍ଷରୁ ବୁଧବାର ଦିନ ଏକ ଘୋଷଣାରେ କୁହାଯାଇଛି ଯେ ଏହାର ନେତା ଅବୁ ହାସନ ଅଲ-ହାସିମି ଅଲ-କୁରାସି ଏକ ଯୁଦ୍ଧରେ ନିହତ ହୋଇଛି । ମୁଖପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଗୋଷ୍ଠୀର ନୂତନ ନେତା ହେଉଛନ୍ତି ଅବୁ ଅଲ-ହୁସେନ ଅଲ-ହୁସେନି…
ଅଧିକ ଖବର ଦେଖନ୍ତୁ...

ଆକାଶ ମାର୍ଗରେ ପାରଦର୍ଶିତା ଦେଖାଇଲେ ବଣ୍ଡା ଛାତ୍ର, ଯୁଦ୍ଧ ବିମାନରୁ କଲେ ‘ପାରା ଗ୍ଲାଇଡିଂ‘

ମାଲକାନଗିରି: ଆକାଶ ମାର୍ଗରେ ପାରଦର୍ଶିତା ଦେଖାଇଛଇ ବଣ୍ଡା ଜନଜାତିର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଲକିନାଥ କିରସାନି। ସର୍ବ ଭାରତୀୟସ୍ତରରେ ୧୪ ଲକ୍ଷ ଏନସିସି କ୍ୟାଡେଡ ଥିବା ବେଳେ ମାତ୍ର ୪୦ ଜଣକୁ ଚୟନ କାରାଯାଇଥିଲା। ଆଗ୍ରାରେ ଥିବା ଆର୍ମି ଏୟାରବୋନ ଟ୍ରେନିଂ ସ୍କୁଲରେ ତାଲିମ ନେଇ ଯୁଦ୍ଧ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ନିର୍ବାଚନର ରୋଚକ କଥା: ଏଥର କମିଗଲେ ୨୦୦ ପ୍ରାର୍ଥୀ

ଅହମ୍ମଦାବାଦ: ଆସନ୍ତାକାଲି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଆଉ ଏହି ମତଦାନ ପୂର୍ବରୁ ଆଜି ଆମେ ଆପଣଙ୍କୁ ନିର୍ବାଚନର ଏକ ରୋଚକ କଥା କହିବାକୁ ଯାଉଛୁ | ବାସ୍ତବରେ ୨୦୧୭ ମସିହାର ନିର୍ବାଚନ ତୁଳନାରେ ଏଥର ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨ରେ ପଦ୍ମପୁରରେ ପ୍ରଚାର କରିବେ ନବୀନ, ଏହି ୩ଟି ସ୍ଥାନରେ ହେବ ନିର୍ବାଚନୀ ସଭା

ଭୁବନେଶ୍ବର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ। ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ। ଭୁବନେଶ୍ବରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ…
ଅଧିକ ଖବର ଦେଖନ୍ତୁ...