Monthly Archives

November 2022

ଦୁର୍ଘଟଣା ପରେ ଅଚଳ ହେଲା ଶରୀର, ଖାଇବାକୁ ଟଙ୍କା ନଥିବାରୁ ଇଚ୍ଛାମୃତ୍ୟୁ ମାଗିଥିବା ଆମୀରଙ୍କୁ ମିଳିଲା ୫୦ଲକ୍ଷ

ନୂଆଦିଲ୍ଲୀ: ଇଚ୍ଛାମୃତ୍ୟୁ ମାଗିଥିଲେ, ମିଳିଲା ୫୦ଲକ୍ଷ। ଜଣେ ବ୍ୟକ୍ତି କିଛି ବର୍ଷ ପୂର୍ବେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାର ଶିକାର ହୋଇ ସୁସ୍ଥ ହେବା ପରେ ସେ ବିଭିନ୍ନ ରୋଗରେ ପୀଡିତ ହୋଇଥିଲେ। କିଛି କାମ ନକରିପାରିବାରୁ ଆର୍ଥିକ ସମସ୍ୟା ଦେଖାଦେଇଥିଲା, ଯାହା ଫଳରେ…
ଅଧିକ ଖବର ଦେଖନ୍ତୁ...

ଷଣ୍ଢ ସାମ୍ନାରେ ବାହୁବଳୀ ହେବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ ଅନେକ ଭିଡିଓରେ ଲୋକେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥାଏ। ଏମିତି ଷ୍ଟଣ୍ଟ କରିବା ହେତୁ ଅନେକ ଥର ଲୋକେ ଗୁରୁତର ଆହତ ବି ହୋଇଛନ୍ତି। ଆଉ କେତେକଙ୍କ ଜୀବନ ବି…
ଅଧିକ ଖବର ଦେଖନ୍ତୁ...

ଧର୍ମସଂକଟରେ ରବୀନ୍ଦ୍ର ଜାଦେଜା : ପତ୍ନୀ ବିଜେପି ପ୍ରାର୍ଥୀ, କିନ୍ତୁ ବାପା ଓ ଉଭଣୀ କଂଗ୍ରେସକୁ ସମର୍ଥନ କରୁଛନ୍ତି

ନୂଆଦିଲ୍ଲୀ :  ଆଗକୁ ଗୁଜୁରାଟ ନିର୍ବାଚନ ଥିବାବେଳେ ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏକ ଅଜବ ସମସ୍ୟାରେ ଫସିଯାଇଛନ୍ତି । ତାଙ୍କ ପତ୍ନୀ ରିଭବା ଜାଦେଜା ଜାମନଗର ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ରବୀନ୍ଦ୍ରଙ୍କ ଭଉଣୀ ନୟନାଭ ଜାଦେଜା କଂଗ୍ରେସ ଦଳର ସଦସ୍ୟା…
ଅଧିକ ଖବର ଦେଖନ୍ତୁ...

ଅଚାନକ ଯାଞ୍ଚ କରିବାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗରୁ ମିଳିଲା କଣ୍ଡୋମ, ସିଗାରେଟ ଓ ଗର୍ଭନିରୋଧକ ବଟିକା

ବାଙ୍ଗାଲୋର: ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗରେ କଣ ଥାଏ ? ଏହି ପ୍ରଶ୍ନର ଉତ୍ତରରେ ଆପଣ କହିବେ ଯେ ସେମାନଙ୍କ ବ୍ୟାଗରେ ବହି, ଖାତା, କଲମ, ପେନ୍ସିଲ୍, ରବର ଥାଇପାରେ | କିନ୍ତୁ ଯେତେବେଳେ ବାଙ୍ଗାଲୋରର ସ୍କୁଲଗୁଡ଼ିକରେ ଛାତ୍ରମାନଙ୍କ ବ୍ୟାଗ ହଠାତ୍ ଯାଞ୍ଚ କରାଯାଇଥିଲା, ସେତେବେଳେ…
ଅଧିକ ଖବର ଦେଖନ୍ତୁ...

ଅଧିକ ମୂଲ୍ୟ ହେତୁ ଯାତ୍ରୀ କିଣିଲେନି ଟିକେଟ, ୩୦ ପ୍ରତିଶତ କମିପାରେ ଏହି ଟ୍ରେନର ଭଡା

ନୂଆଦିଲ୍ଲୀ: ଅଧିକ ମୂଲ୍ୟ ହେତୁ ଟିକେଟ କିଣିଲେ ନାହିଁ ଯାତ୍ରୀ | ଆଉ ଏନେଇ ଏବେ ଚେତା ପଶିଛି | ଯାତ୍ରୀଙ୍କ ଅଭାବ ହେତୁ 'ଭାରତ ଗୌରବ' ଟ୍ରେନର ଭଡା ୨୦-୩୦ ପ୍ରତିଶତ ହ୍ରାସ କରାଯାଇପାରେ। ତେବେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନାନୁସାରେ, ଏହି ଟ୍ରେନଗୁଡ଼ିକର ଭଡା ଅଧିକ…
ଅଧିକ ଖବର ଦେଖନ୍ତୁ...

ଲଗାତାର ଫିଲ୍ମ ଫ୍ଲପ ହେବାରୁ ରଣବୀର-ଅକ୍ଷୟଙ୍କ କମିଲା ପାରିଶ୍ରମିକ

ମୁମ୍ବାଇ: ଲଗାତାର ଫିଲ୍ମ ଫ୍ଲପ ହେବାରୁ କମିଲା ବଡ଼ କଳାକାରଙ୍କ ପାରିଶ୍ରମିକ। ୨୦୨୨ମସିହାରେ, ବଲିଉଡର ପ୍ରମୁଖ କଳାକାରମାନଙ୍କ ରୋଜଗାର ହ୍ରାସ ପାଇଥିବା ଜଣାପଡ଼ିଛି। ତେବେ ଫିଲ୍ମରୁ ନୁହେଁ ବିଜ୍ଞାପନରୁ କଳାକାରଙ୍କୁ ମିଳୁଥିବା ପାରିଶ୍ରମିକ କମ ହେବାରୁ ସେମାନଙ୍କ ବାର୍ଷିକ ଆୟ ହ୍ରାସ ପାଇଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ଆପଣଙ୍କ ସହିତ କୌଣସି ବନ୍ଧୁ ମିଶିବା ପାଇଁ ଆସିବେ। ‌ ବୃଷ: ଚାକିରିଜୀବୀଙ୍କୁ ନୂଆ ପ୍ରକଳ୍ପ ଉପରେ କାମ କରିବାର ମଉକା ମିଳିବ। କୌଣସି ବଡ଼ ବୁଝାମଣା ଭାବିଚିନ୍ତି…
ଅଧିକ ଖବର ଦେଖନ୍ତୁ...

ଟ୍ଵିଟର ୨.୦ର ନିର୍ମାଣ ବିଷୟରେ କର୍ମଚାରୀମାନଙ୍କୁ ୬ ସୂତ୍ରୀ ପାଠ ପଢ଼ାଇଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ ଟ୍ଵିଟରକୁ ନିକଟ ଅତୀତରେ କିଣିନେବା ପରେ ଏଲନ୍‌ ମସ୍କ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। କେତେବେଳେ ଟ୍ଵିଟରର ପୁରାତନ କର୍ମଚାରୀମାନଙ୍କୁ ଛଟେଇ କରି ତ ଆଉ କେତେବେଳେ ଟ୍ଵିଟରରେ ନୂଆ ନୂଆ ଫିଚର୍ସ ଆଡ ପାଇଁ ଘୋଷଣା ସହ ନିଜର…
ଅଧିକ ଖବର ଦେଖନ୍ତୁ...

ଅଧାରେ ଅଟକିଲା ବାଲ୍ୟ ବିବାହ

ଭୁବନେଶ୍ବର: ଅଧାରେ ଅଟକିଲା ବାଲ୍ୟ ବିବାହ। ଭୁବନେଶ୍ବର ଚନ୍ଦକା ଅଞ୍ଚଳରେ ବାଲ୍ୟ ବିବାହର ଆୟୋଜନ ଚାଲିଥିବାବେଳେ ପହଞ୍ଚିଲା ଚାଇଲ୍ଡଲାଇନ। ଘଟଣାସ୍ଥଳରେ ଚାଇଲ୍ଡ ଲାଇନ, ସିଡିପିଓ ଓ ଚନ୍ଦକା ପୁଲିସ ପହଁଞ୍ଚିବା ପରେ ବିବାହ ବନ୍ଦ କରିଥିଲା। ନାବାଳିକା ଜଣକ ୧୬ ବର୍ଷ ହୋଇଥିବା ବେଳେ ସେ ସ୍କୁଲରେ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧି ଜଣେ ‘ନିର୍ବାଚନୀ ହିନ୍ଦୁ’ : ବିଜେପି

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜଣେ ନିର୍ବାଚନୀ ହିନ୍ଦୁ କହିଛି ବିଜେପି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧି ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଅଭିନୟ କରୁଛନ୍ତି । ଏକ ଟୁଇଟ କରି ସେ ଲେଖିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲ…
ଅଧିକ ଖବର ଦେଖନ୍ତୁ...