Monthly Archives

December 2022

ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା; ହକି ଷ୍ଟିକ ଧରିଲେ ନେତା ଓ ପ୍ରଶାସନିକ ଅଧିକାରୀ

ଜୟପୁର: ବିଶ୍ବକପ ହକି ଆଉ ଅଳ୍ପ ଦିନ ମଧ୍ୟରେ ଓଡିଶାର ଭୁବନେଶ୍ବର ଓ ରାଉରକେଲା ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ବିଶ୍ବକପ ହକି କପ ଜିଲ୍ଲା ପରିଭ୍ରମଣରେ ବାହାରିଛି। ଆଜି ମାଲାକାନଗିରୀରୁ ବୈପାରୀଗୁଡା ଦେଇ ଜୟପୁରରେ ସଂଧ୍ୟା ୬ଟା ବେଳେ ପହଚିଂଥିଲା। ହକି କପକୁ ଭବ୍ୟ ସମ୍ବର୍ଦ୍ଧନା…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କା ଶର୍ମାଙ୍କ ଭାଇଙ୍କୁ ଡେଟ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତୃପ୍ତି ଡିମ୍ରି ସୋସିଆଲ ମିଡିଆରେ ନିଜର ପ୍ରେମ ସମ୍ପର୍କକୁ ସର୍ବସାଧାରଣରେ ଘୋଷଣା କରିଛନ୍ତି। ଏହି ଅଭିନେତ୍ରୀ ବଲିଉଡ ହିରୋଇନ୍ ଅନୁଷ୍କା ଶର୍ମାଙ୍କ ଭାଇଙ୍କୁ ଡେଟ୍ କରୁଛନ୍ତି। ସେ ଇନଷ୍ଟାଗ୍ରାମରେ ଚଳଚ୍ଚିତ୍ର ନିର୍ମାତା କର୍ଣ୍ଣେଶ ଶର୍ମାଙ୍କ ସହ ଏକ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧ରୁ ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ୍ ଜାନୁଆରି ପହିଲାରୁ ଦେଶରେ ଲାଗୁ ହେବ ସମନ୍ବିତ ଖାଦ୍ୟ ସୁରକ୍ଷା ସ୍କିମ୍ । ଏହା ମାଧ୍ୟମରେ ଦେଶ ପ୍ରାୟ ୮୧.୩ କୋଟି ଲୋକଙ୍କୁ ଏକ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ । ଗତ ୨୩ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୨ପର୍ଯ୍ୟନ୍ତ କଟାଯିବନି ଶିଜାନଙ୍କ କେଶ, ଘର ଖାଦ୍ୟ ଓ ଔଷଧ ଦେବାକୁ ମିଳିଲା ଅନୁମତି

ମୁମ୍ବାଇ: ଜାନୁଆରି ୨ପର୍ଯ୍ୟନ୍ତ କଟାଯିବନି ଶିଜାନଙ୍କ କେଶ। ଘର ଖାଦ୍ୟ ଓ ଔଷଧ ଦେବାକୁ ମିଳିଲା ଅନୁମତି। ୧୪ଦିନ ପାଇଁ ନ୍ୟାୟିକ ହେପାଜତର ଅବଧି ବଢ଼ିବା ସହ ଶିଜାନଙ୍କ ଏହି ସବୁ ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ ହେବାରୁ ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ସିଟ ବେଲ୍ଟ ପିନ୍ଧିନଥିବାରୁ ୨୦୨୧ ମସିହାରେ ଚାଲିଯାଇଥିଲା ୧୬ ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଦୁନିଆର ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟିଥାଏ। ସଡକ ଏବଂ ପରିବହନ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ହାରାହାରି ୧.୫୦ ଲକ୍ଷ ଲୋକ ପ୍ରାଣ ହରାନ୍ତି। ମନ୍ତ୍ରାଳୟର ସୂଚନାନୁସାରେ, ବେପରୁଆ ଡ୍ରାଇଭିଂ ଏବଂ ଟ୍ରାଫିକ…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁରେ ରାତ୍ରିଭୋଜନର ମଜାନେଲେ ଭାରତୀୟ ଖେଳାଳି

ରାଉରକେଲା: ଭାରତୀୟ ପୁରୁଷ ହକି ଦଳ ଆଜି ଅଭ୍ୟାସରେ ବିରାମ ଲଗାଇଛି। ପୂର୍ବାହ୍ନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ କଡ଼ା ଅଭ୍ୟାସ ପରେ ଦ୍ବିତୀୟାର୍ଦ୍ଧରେ କିନ୍ତୁ ବିଶ୍ରାମ ନେଇଛନ୍ତି। ନିୟମିତ ଅଭ୍ୟାସରୁ ବିରାମ ଦେଇ ଆଜି ଦଳ ପ୍ରଥମଥର ପାଇଁ ରହୁଥିବା ଆକୋମୋଡେସନ୍‌ ବିଲ୍‌ଡିଂରୁ ବାହାରକୁ ପାଦ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ବଳପୂର୍ବକ ବିବାହ ଘଟଣାରେ ଯୁବକକୁ ଆଜୀବନ କାରାଦଣ୍ଡ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଦୌରା ଜଜ୍‌ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଜଣେ ନାବାଳିକାକୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ୭୦ ହଜାର ଟଙ୍କା ଜୋରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ଘଟଣା ଅନୁଯାୟୀ, ଓର୍କେଲ ଥାନା…
ଅଧିକ ଖବର ଦେଖନ୍ତୁ...

ଚୀନର ମୁକାବିଲା ପାଇଁ ଲଦାଖରେ ଥିବା ନ୍ୟୋମା ଏୟାରଫିଲଡର ସଂପ୍ରସାରଣ ହେବ

ନୂଆଦିଲ୍ଲୀ : ସୀମା ସେପଟୁ ଚୀନର ବିପଦ ବଢିଚାଲିଥିବାରୁ ତାହାର ମୁକାବିଲା ପାଇଁ ଭାରତ ଲଦାଖ, ଅରୁଣାଚଳପ୍ରଦେଶ ଓ ଅନ୍ୟ ଅଂଚଳରେ ସାମରିକ ଭିତ୍ତିଭୂମିର ବିକାଶ କରିଚାଲିଛି । ଏବେ ଏକ ମହତ୍ବପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କାମ ସରକାର ହାତକୁ ନେଇଛନ୍ତି । ତାହା ହେଉଛି ଲଦାଖର  ନ୍ୟୋମା…
ଅଧିକ ଖବର ଦେଖନ୍ତୁ...

୧୬ ଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କମିଟି ବୈଠକରେ ୪୧୮୩ କୋଟି ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣର ବୈଠକରେ ଆଜି ୧୬ଟି ଶିଳ୍ପ ଓ ୧୦ଟି ବୃହତ୍‌ ପ୍ରକଳ୍ପକୁ ମଂଜୁରୀ ମିଳିଛି। ୧୬ଟି ଶିଳ୍ପ ପ୍ରକଳ୍ପ ପାଇଁ  ୪୧୮୩ କୋଟି ଟଙ୍କା ମଞ୍ଜୁରୀ ମିଳିଛି । ଏହା ସହିତ ୧୦ଟି ବୃହତ୍ ପ୍ରକଳ୍ପ ପାଇଁ ୧.୬୭ଲକ୍ଷ କୋଟି ଟଙ୍କାର ହାଇଲେଭଲ…
ଅଧିକ ଖବର ଦେଖନ୍ତୁ...

ଜୟପୁର ବଜାରରେ ବିଦେଶୀ ପର୍ଯ୍ୟଟକ, ତାରାଙ୍କ ପ୍ରଶ୍ନ- ‘ପୁଲିସ ଓ ପ୍ରଶାସନ ତଥ୍ୟ ରଖୁଛି କି?’

ଜୟପୁର: ୨ଜଣ ଋଷୀୟ ପର୍ଯ୍ୟଟକଙ୍କ ରାୟଗଡ଼ାରେ ମୃତ୍ୟୁ ପରେ ଏବେ ବିଦେଶୀ ପର୍ଯ୍ୟଟକମାନେ ଜୟପୁର ସହରରେ ବୁଲୁଥିଲେ ‌‌ସେମାନଙ୍କୁ ଲୋକେ ବେଶି ଧ୍ୟାନ ଦେଇ ଦେଖିବା ଏବଂ ସେମାନଙ୍କ ସଂପର୍କରେ ଜାଣିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଆଜି ଏଭଳି ଚିତ୍ର ଜୟପୁର ସହରର ମୁଖ୍ୟରାସ୍ତାରେ…
ଅଧିକ ଖବର ଦେଖନ୍ତୁ...