Daily Archives

December 1, 2022

୫ଦିନ ହେବ କଞ୍ଚାମାଲ ନଥିବାରୁ ପେପରମିଲ୍ ବନ୍ଦ

ଜୟପୁର: ଗତ ୨୭ ତାରିଖରୁ ପୁଣି ଜୟପୁର ସେବା କାଗଜ କଳ ବନ୍ଦ ହୋଇଯାଇଛି। କାଠ, କୋଇଲା, କେମିକାଲ ସବୁ ସରିଯାଇଥିବାରୁ ଏହା ବନ୍ଦ ହୋଇଯାଇଛି। ପୁଣି ଆଉ ଥରେ କେବେ ଏହା କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଯନ୍ତ୍ରାଂଶ ମରାମତି ଏବଂ ପରେ କରୋନା…
ଅଧିକ ଖବର ଦେଖନ୍ତୁ...

ପାରା ଗ୍ଲାଇଡିଂରେ ଉତ୍ତୀର୍ଣ୍ଣ ବଣ୍ଡା ଯୁବକ ଲକିନାଥଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି: ଓଡିଶାର ବଣ୍ଡା ଜନଜାତିର ପ୍ରଥମ ଯୁବକ ଲକିନାଥ କିରସାନୀ ନିଜର ଉଦ୍ୟମ ଓ ପ୍ରୟାସ ଯୋଗୁଁ ଆଜି ନିଜ ଜିଲ୍ଲା ପାଇଁ ଗର୍ବ ଆଣିବା ସହ ଖୋଲା ଆକାଶରେ ପାରା ଗ୍ଲାଇଡଙ୍ଗ କରି ଇତିହାସ ରଚିଛନ୍ତି। ମାଲକାନଗିରି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ତଥା ଜାତୀୟ ସମର ଶିଖାର୍ଥୀ ବାହିନୀର…
ଅଧିକ ଖବର ଦେଖନ୍ତୁ...

ଅମିନଙ୍କୁ ସରକାରଙ୍କ ଅଣଦେଖା ନେଇ ଗର୍ଜିଲା ଅମିନ ସଂଘ

ମାଲକାନଗିରି: ଦୀର୍ଘ ୧୩ ବର୍ଷ ଧରି ଦାବି କରି ଆସୁଥିବା ଅମିନ ମାନଙ୍କ ଦାବି ଆଜି ପର୍ଯ୍ୟନ୍ତ ସରକାର ଅଣଦେଖା କରି ଆସୁଛନ୍ତି। ୨୦୧୦ ମସିହାରୁ ଆମେ କେବଳ ମିଥ୍ୟା ପ୍ରତିଶ୍ରୁତି ହିଁ ପାଇଛେ ସରକାରଙ୍କ ଠାରୁ। କିନ୍ତୁ ବର୍ତ୍ତମାନ ଆମ ପାଖରେ ଆଉ ଅନ୍ୟ କିଛି ବାଟ ନଥିବାରୁ ଆମେ ଏହି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେବେ ୧୧ ଆଦିବାସୀ ଛାତ୍ରଛାତ୍ରୀ

ମାଲକାନଗିରି: ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ଥରୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳର ବଣ୍ଡା, କୋୟା, କନ୍ଧ ଆଦି ସମ୍ପ୍ରଦାୟର ଆଦିବାସୀ ଯୁବକ ଯୁବତୀ ମାନେ। ଏହି ଯୁବକ ଯୁବତୀ ମାନେ…
ଅଧିକ ଖବର ଦେଖନ୍ତୁ...

ରାତିରେ ବାହାରକୁ ବାହାର ନାହିଁ : ଭାରତରେ ଥିବା ନିଜ ନାଗରିକଙ୍କୁ ସତର୍କ କଲା ଦକ୍ଷିଣ କୋରିଆ

ମୁମ୍ବାଇ: ଦକ୍ଷିଣ କୋରିଆ ଦୂତାବାସ ଗୁରୁବାର ଏକ ପରାମର୍ଶଜାରି କରି ଭାରତରେ ଥିବା ନାଗରିକମାନଙ୍କୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତିରେ ବାହାରକୁ ନ ଯିବାକୁ ଅନୁରୋଧ କରିଛି। ଭାରତର ସବୁଠାରୁ ସୁରକ୍ଷିତ ସହର ଭାବରେ ବିବେଚନା କରାଯାଉଥିବା ମୁମ୍ବାଇର ରାସ୍ତାରେ ଜଣେ ଯୁବକ ଭାରତକୁ…
ଅଧିକ ଖବର ଦେଖନ୍ତୁ...

କରାଟେ ବିଶ୍ୱକପ-୨୦୨୨ ପାଇଁ ଆଇରନ କଲେଜର ୫ ଛାତ୍ରଛାତ୍ରୀ ମନୋନୀତ

ରାଇରଙ୍ଗପୁର/ଗୋରୁମହିଷାଣୀ: ଆସନ୍ତା ଡିସେମ୍ବର ମାସ ୧୭ ଓ ୧୮ ତାରିଖରେ କୋଲକାତାସ୍ଥିତ ନେତାଜୀ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା କରାଟେ ବିଶ୍ଵକପ -୨୦୨୨ ନିମନ୍ତେ ଗୋରୁମହିଷାଣୀ ଆଇରନ କଲେଜରୁ ୫ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କରାଟେ କୋଚ ନୀଳକଣ୍ଠ ବେହେରାଙ୍କ ନେତୃତ୍ବରେ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ବିବାହ ମଣ୍ଡପରୁ ସିଧା ମତଦାନ କେନ୍ଦ୍ରକୁ ଗଲେ ବର-କନ୍ୟା

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୮୯ ଆସନ ପାଇଁ ଭୋଟର୍‌ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ପର୍ଯ୍ୟାୟରେ ୭୮୮ ପ୍ରାର୍ଥୀ ମଇଦାନରେ ଥିବା ବେଳେ ସକାଳ ୮ଟାରୁ ମତଦାନ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କୁ ଧୋକା ନଦେଇ ବି ଝିଅର ଡିଏନ୍‌ଏ ଟେଷ୍ଟ୍‌ ରିପୋର୍ଟ ହେଉନି ମ୍ୟାଚ୍‌, ଗବେଷକ କହିଲେ…

ନୂଆଦିଲ୍ଲୀ: ଜଣେ ମାଆ ନିଜ ଝିଅର ଡିଏନ୍‌ଏ ଟେଷ୍ଟ୍‌ କରାଇଲେ ଓ ଫଳାଫଳ ଜାଣି ସାରିବା ପରେ ସେ ଆଶ୍ଚର୍ଯ୍ୟ ‌ହୋଇଗଲେ। ମହିଳା ଜଣକ ନିଜ ସ୍ବାମୀଙ୍କ ସହ ପ୍ରତାରଣା ନକରି ମଧ୍ୟ ତ‌ାଙ୍କ ଝିଅର ଡିଏନ୍‌ଏ କାହିଁକି ତାଙ୍କ ସହ ମ୍ୟାଚ୍‌ ହେଉନାହିଁ ବୋଲି ସେ ଚକିତ ହେଉଛନ୍ତି। ସେ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

ବିବାହ ବେଳେ ବର ଚୁମ୍ବନ ଦେବାରୁ ଥାନାରେ ପଞ୍ଚିଗଲା କନ୍ୟା

ସମ୍ଭଲ : ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ହୋଇଥିବା ଏକ ବିବାହ ଚାଲିଥିବାବେଳେ ବର ହଠାତ କନ୍ୟାକୁ ଚୁମ୍ବନ ଦେଇଥିଲା । ଏହି ଘଟଣା ଦେଶରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । କିନ୍ତୁ ଏହି ଘଟଣାରେ କନ୍ୟା ରାଗିଯାଇ ବିବାହରୁ ଓହରି ଯାଇଥିଲା । କେବଳ ଏତିକି ନୁହେଁ, ସେ ଅଭିଯୋଗ ଦାଖଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତି ଜାରି ରଖିବା ପାଇଁ ପ୍ରେମିକ ଶିକ୍ଷକ ସହ ମିଶି ସ୍ୱାମୀକୁ ରାସ୍ତାରୁ ହଟାଇଲା ସ୍ତ୍ରୀ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ସ୍ଥିତ ମହୁଭଣ୍ଡାର ପୋଲ ନିକଟସ୍ଥ ଏକ ନିଛାଟିଆ ଅଞ୍ଚଳରେ ଗତ ୧୯ ତାରିଖରେ ଏକ ଅଜଣା ଯୁବକର ତଣ୍ଟି କାଟି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣା ବିଶୋଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ,ଏହି ଘଟଣାରେ ମୃତକ…
ଅଧିକ ଖବର ଦେଖନ୍ତୁ...