Daily Archives

December 2, 2022

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ, ହାଇଆଲର୍ଟରେ କନ୍ଧମାଳ, ପାଟ୍ରୋଲିଂ କଡ଼ାକଡ଼ି

ଫୁଲବାଣୀ : ଆଜିଠୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହୋଇଛି। ସମ୍ଭାବ୍ୟ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ଥାନା ଓ ପୁଲିସ ପୋଷ୍ଟ୍‌କୁ ହାଇଆଲର୍ଟରେ ରଖାଯାଇଛି। ଜିଲ୍ଲାକୁ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ଆଇପିଏଲରେ ଲାଗୁ ହେବ ଏହି ନୂଆ ନିୟମ

ମୁମ୍ବାଇ : ଆସନ୍ତା ଆଇପିଏଲ ସିଜିନରେ ଏକ ନୂଆ ପ୍ରୟୋଗ ଦେଖିବାକୁ ମିଳିବ । ଗୋଟିଏ ଟିମ ମ୍ୟାଚର ୧୪ ଓଭର ପୂର୍ବରୁ ନିଜର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ଜଣକୁ ବଦଳାଇ ଆଉ ଜଣେ ଖେଳାଳିଙ୍କୁ ଭର୍ତ୍ତି କରିପାରିବ । ଏହି ଖେଳାଳିଙ୍କୁ ଇମ୍ପାକ୍ଟ ପ୍ଲେୟର ବୋଲି କୁହାଯାଉଛି । ଏହି ବ୍ୟବସ୍ଥା ଦ୍ବାରା…
ଅଧିକ ଖବର ଦେଖନ୍ତୁ...

ବର୍ଷେ କି ଦୁଇ ବର୍ଷ ନୁହେଁ, ଏହି ଯନ୍ତ୍ର ଉପରେ ସାମସଙ୍ଗ ଦେବ ୨୦ ବର୍ଷର ୱାରେଣ୍ଟି

ନୂଆଦିଲ୍ଲୀ: ଆପଣ ଘରେ ଅନେକ ପ୍ରକାରର ଇଲେକ୍ଟ୍ରୋନିକ୍ସ ଡ଼ିଭାଇସ ବ୍ୟବହାର କରୁଥିବେ | ବିଶେଷ କରି ଟିଭି, ଫ୍ରିଜ, ୱାସିଂ ମେସିନ ଏବେ ପ୍ରାୟ ଘରେ ଦେଖିବାକୁ ମିଳୁଛି | ଆଉ ଏହି ସବୁ ଯନ୍ତ୍ର ଉପରେ ବର୍ଷେ କି ଦୁଇ ବର୍ଷ ଯାଏଁ ୱାରେଣ୍ଟି ଥାଏ | କିଛି ଉପକରଣ ଉପରେ ସର୍ବାଧିକ ୫ ବର୍ଷର…
ଅଧିକ ଖବର ଦେଖନ୍ତୁ...

‘ଡିଜିଟାଲ୍‌ ରୁପି’; ପ୍ରଥମ ଦିନରେ ୧.୭୧ କୋଟି ଟଙ୍କା ଜାରି କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: ଡିସେମ୍ବର ପହିଲା, ଅର୍ଥାତ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ‘ଡିଜିଟାଲ୍‌ ରୁପି’। ସାଇବର୍‌ ବିଶ୍ବରେ ଅନେକ କିଛି ଡିଜିଟାଲ୍‌ ହୋଇ ସାରିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏବେ ଟଙ୍କାକୁ ଡିଜିଟାଲ୍‌, ଅର୍ଥାତ ‘ଡିଜିଟାଲ୍‌ ରୁପି’ର ପ୍ରଚଳନ ଆରମ୍ଭ କରିଛି। ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ ବସିଥିବା ବେଳେ ଯାତ୍ରୀଙ୍କ ଗଳାରେ ଫୁଟିଗଲା ଲୁହାରଡ଼, ଘଟଣାସ୍ଥଳରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଅଲିଗଡ଼ ଜିଲ୍ଲାରେ ସୋମନା ରେଲୱେ ଷ୍ଟେସନରେ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଏଠାରେ ନୀଳାଚଳ ଏକ୍ସପ୍ରେସ ଟ୍ରେନ(୧୨୮୭୬)ର ଜେନେରାଲ ବଗିରେ ବସି ଜଣେ ଯାତ୍ରୀ ଯାତ୍ରା କରୁଥିବା ବେଳେ ତାଙ୍କ ଗଳାରେ ଏକ ଲୁହାରଡ଼ ପଶି ଯାଇଥିଲା। ଏହି ଲୁହା ରଡ଼ ତାଙ୍କ ଗଳାର ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ନିରପେକ୍ଷ ସ୍ଥାନରେ ଏସିଆ କପ କରାଇଦେବୁ ନାହିଁ : ରମିଜ୍ ରାଜା

ରାଓ୍ବଲପିଣ୍ଡି : ଭାରତ ଏସିଆ କପ୍ ନଖେଳିବା ପ୍ରସଙ୍ଗରେ ଟିକିଏ ନିରମ ହୋଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ପିସିବି ମୁଖ୍ୟ ରମିଜ୍ ରାଜା କହିଛନ୍ତି ଯେ ଭାରତ ରାଜନୈତିକ କାରଣରୁ ପାକିସ୍ତାନ ଆସିବାକୁ ଚାହୁଁନି ତାହା ଆମେ ବୁଝୁଛୁ, କିନ୍ତୁ ଏସିଆ କପକୁ ପାକିସ୍ତାନରୁ ବାହାରକୁ ନେବା ଅସମ୍ଭବ…
ଅଧିକ ଖବର ଦେଖନ୍ତୁ...

୧୦୦୦ ପେଟ୍ରୋଲ ଭରି ଟଙ୍କା ନଦେଇ ଛୁ’ ମାରିଲା ଯୁବକ, ଭିଡିଓ ଭାଇରାଲ

ରାଉରକେଲା: ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପ୍‌କୁ ଯାଇ ୧ ହଜାର ଟଙ୍କାର ପେଟ୍ରୋଲ ଭରିଲେ। କିନ୍ତୁ ଟଙ୍କା ନଦେଇ ଦ୍ରୁତ ଗତିରେ ଫେରାର୍‌ ହୋଇଯାଇଥିଲେ। ସିସିଟିଭିରେ ଏହି ଦୃଶ୍ୟ କଏଦ୍‌ ହୋଇଯାଇଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଗତକାଲି ସନ୍ଧ୍ୟା ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କଲେ କଂଗ୍ରେସ ନେତାଙ୍କ କୁକୁର

ଭୋପାଳ: କଂଗ୍ରେସର 'ଭାରତ ଯୋଡା ଯାତ୍ରା' ଏବେ ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ପହଞ୍ଚିଛି। ତେବେ ଏଠାରେ ରାହୁଲ ଗାନ୍ଧୀଙ୍କୁ ଦୁଇଟି ପୋଷା କୁକୁର ସ୍ୱାଗତ କରିଥିଲେ। ଲାବ୍ରାଡୋର ପ୍ରଜାତିର କୁକୁରମାନେ ରାହୁଲ ଗାନ୍ଧୀଙ୍କୁ ଏକ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ଚିତ୍ର ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଜାଲ୍ ପ୍ରମାଣପତ୍ରରେ କୋଟିଏ ୬ ଲକ୍ଷ ଋଣ ଟଙ୍କା ହଡ଼ପ ଘଟଣା, ୯ ବର୍ଷ ପରେ ୬ ଅଭିଯୁକ୍ତ ଗିରଫ

କଟକ: ଦୀର୍ଘ ୯ ବର୍ଷ ପରେ ଡ୍ରେନେଜ ବିଭାଗର ଜାଲ କର୍ମଚାରୀ ଭାବେ ‌ବ୍ୟାଙ୍କରୁ କୋଟିଏରୁ ଅଧିକ ଟଙ୍କାର ଋଣ ହଡପ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଗଣ୍ଡରପୁର ଡ୍ରେନେଜ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ ଓ ଅନ୍ୟ ୫ ଜଣ ଅଛନ୍ତି। ଜାଲ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ସ୍ଥାନରେ ଚଢାଉ କରି ୧୬୦ ଲିଟର ଦେଶୀ ମଦ ଜବତ, ୭ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ମଦ ଜବତ କରାଯିବା ସହ ମଦ ବିକ୍ରି କରୁଥିବା ଆସାମୀ ମାନଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ସବ୍ ଇନସପେକ୍ଟର ଗଦାଧର ମହାରଣାଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...