Daily Archives

December 2, 2022

ପ୍ରେମିକା ସହ ଅନ୍ୟ ପୁରୁଷ କଥା ହେଉଥିବାକୁ ସହି ପାରିଲାନି ପ୍ରେମିକ, ଗୁଳି କରି ହତ୍ୟା ପରେ ଜାଳିଦେଲା

କଂଟାବାଞ୍ଜି: ଗତମାସ ୨୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ତୁରେକେଲା କଲେଜ ନିକଟ ଜଙ୍ଗଲରୁ ଉଦ୍ଧାର ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ କହିଛି ଯେ, ତ୍ରିକୋଣୀୟ ପ୍ରେମ କାରଣରୁ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରି ନିଜକୁ କେବେ ଦାତା ମନେ କରିବା ନାହିଁ: ସାଂସଦ ପ୍ରତାପ

ବାଲେଶ୍ବର: ଦିବ୍ୟାଙ୍ଗମାନଙ୍କ ପ୍ରତି ସମାଜରେ ଯେଉଁ ଭାବନା ସୃଷ୍ଟି ହୋଇଥାଏ ତାହା ଅତ୍ୟନ୍ତ ପୀଡ଼ାଦାୟକ। ସେମାନେ ତାଙ୍କ ଦୈନନ୍ଦିନ ଜୀବନଜୀବିକା ପାଇଁ ପର ଉପରେ କେତେ ନିର୍ଭରଶୀଳ ‌ତାହା ଆମ ସମସ୍ତଙ୍କୁ ଅନୁଭବ କରିବାକୁ ପଡ଼ିବ। ଯଦି ଜଣେ ଦିବ୍ୟାଙ୍ଗବ୍ୟକ୍ତିଙ୍କୁ କେବେ କୌଣସି ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ବାହାଘରରେ ମାଗଣା ଖାଦ୍ୟ ଖାଇବାକୁ ଆସିଛନ୍ତି ବୋଲି ସ୍ବୀକାର କଲେ ଅଜଣା ଯୁବକ, ତାପରେ…

ନୂଆଦିଲ୍ଳୀ: ଆପଣ କେବେ ମାଗଣାରେ ଖାଦ୍ୟ ଖାଇବାକୁ କେଉଁ ଅଜଣା ବ୍ୟକ୍ତିଙ୍କ ବାହାଘରକୁ ଯାଇଛନ୍ତି। ପ୍ରାୟତଃ ଯୁବପିଢ଼ିମାନେ ଏପରି କାମ କରିଥାନ୍ତି। କେହି କେହି ଖାଦ୍ୟ ଲୋଭୀ ଥିବାରୁ ଏପରି କରନ୍ତି ତ ପୁଣି କେହି ମଜା ପାଇଁ ଏପରି କରନ୍ତି। ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍…
ଅଧିକ ଖବର ଦେଖନ୍ତୁ...

‘ଶ୍ରଦ୍ଧାକୁ ୩୫ ଖଣ୍ଡ କରାଯାଇଥିଲା, ତୋତେ ୭୦ ଖଣ୍ଡ କରିବି’ ମୁମ୍ବାଇରୁ ଆଉ ଏକ ନିର୍ଯ୍ୟାତନାର କାହାଣୀ  

ମୁମ୍ବାଇ : ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ଓ୍ବାଲକର୍ ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ଏହି ଘଟଣାକୁ ଉଦାହରଣଭାବେ ନେଇ ମୁମ୍ବାଇର ଜଣେ ବ୍ୟକ୍ତି ନିଜର ଲିଭ-ଇନ ପାର୍ଟନରଙ୍କୁ ନିର୍ଯ୍ୟାତନା ଦେଉଥିବାର ଖବର ମିଳିଛି । ଏହାକୁ ନେଇ ସଂପୃକ୍ତ ମହିଳା ନିଜ ପାର୍ଟନର…
ଅଧିକ ଖବର ଦେଖନ୍ତୁ...

ବିଧାୟକ ରମେଶ କୋର୍ଟରେ ହାଜର, ୪ ମାମଲାରେ ବୟାନ ରେକର୍ଡ଼

ବ୍ରହ୍ମପୁର : ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ବ୍ରହ୍ମପୁର ଏଡିଜେ-୩ କୋର୍ଟରେ ହାଜର ହୋଇଥିଲେ। ବିଧାୟକ ଜେନାଙ୍କ ନାମରେ ରୁଜୁ ହୋଇଥିବା ୪ଟି ମାମଲାରେ ତାଙ୍କର ବୟାନ୍‌ ରେକର୍ଡ଼ କରା ଯାଇଥିଲା। ଦୁଇଟି ମାମଲାରେ ଆସନ୍ତାକାଲି ଜବାବସୁଆଲ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରୁ ଇନ୍ଦୋର ଏନ୍‌ସିବି ଟିମ୍‌ ଜଣକୁ ଉଠାଇଲା

ବ୍ରହ୍ମପୁର : ମଧ୍ୟପ୍ରଦେଶ ଇନ୍ଦୋରର ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ)ର ଏକ ଟିମ୍‌ ଆଜି ବ୍ରହ୍ମପୁର ଆସିଥିଲା। ଏକ ଗଂଜେଇ ଚାଲାଣ ମାମଲାରେ ଏନ୍‌ସିବି ଟିମ୍‌ ସଦର ଥାନା ଇଲାକାରୁ ଜଣକୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଚଢ଼େଇମରାର ପି. ଲକ୍ଷ୍ମଣ(୨୭)…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମ ପାଇଁ ଦୂର ସ୍ଥାନକୁ ଯିବେ। ଅଫିସରେ କାମର ବୋଝ ବଢ଼ିପାରେ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ଅନେକ ଆଶା ରହିବ। ଭଲ ସ୍ବାସ୍ଥ୍ୟ ଲାଗି ଖର୍ଚ୍ଚ କରିବେ। ବୃଷ: ଧୈର୍ଯ୍ୟଧରି କାମ କରନ୍ତୁ ସଫଳ ହେବେ। ଅଫିସରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଠିକ୍ ହୋଇଯିବ।…
ଅଧିକ ଖବର ଦେଖନ୍ତୁ...

କୋଲକାତାର ହୁକା ବାର୍‌ ଉପରେ ନିଷେଧାଦେଶ ଜାରିକଲେ ପଶ୍ଚିମବଙ୍ଗ ସରକାର

କୋଲକାତା: ହୁକା ବାର୍‌ ଉପରେ ନିଷେଧାଦେଶ ଜାରି କରିଛନ୍ତି ପଶ୍ଚିମବଙ୍ଗ ସରକାର। ଜନସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ଦର୍ଶାଇ କୋଲକାତାରେ ସକ୍ରିୟ ଥିବା ହୁକା ବାର୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ଶୁକ୍ରବାର ଦିନ ଏହି ନିଷ୍ପତ୍ତି ଘୋଷଣା କରି…
ଅଧିକ ଖବର ଦେଖନ୍ତୁ...

କୋଚିରେ ସାଉଦି ଆରବରୁ ଆସୁଥିବା ବିମାନର ଜରୁରୀ ଅବତରଣ

କୋଚି : ସାଉଦି ଆରବର ରାଜଧାନୀ ଜେଦାରୁ କୋରଳର କୋଜିକୋଡ୍ ଯାଉଥିବା ଏକ ସ୍ପାଇସଜେଟ୍ ଯାତ୍ରୀବାହୀ  ବିମାନ କୋଚିନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରିଛି । ଏହି ବିମାନରେ ୧୯୭ ଜଣ ଯାତ୍ରୀ ଥିଲେ ଓ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି । ଏୟାରପୋର୍ଟ କର୍ମଚାରୀଙ୍କ କହିବା…
ଅଧିକ ଖବର ଦେଖନ୍ତୁ...

ଏହି ମାରାତ୍ମକ ରୋଗରେ ପୀଡ଼ିତ କମଲ ତନୟା ଶ୍ରୁତି ହସନ, ସୋସିଆଲ୍‌ ମିଡିଆରେ ସେୟାର କଲେ ଦୁଃଖ

ମୁମ୍ବାଇ: ଦକ୍ଷିିଣ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଶ୍ରୁତି ହସନ ଏକ ଗମ୍ଭୀର ରୋଗର ଆକ୍ରାନ୍ତ ହୋଇଛନ୍ତି। ସୁପ୍ରସିଦ୍ଧ ବଲିଉଡ୍‌ ତାରକା କମଲ ହସନଙ୍କ ତନୟା ଶ୍ରୁତି ହସନଙ୍କୁ ‘ପଲିସିଷ୍ଟିକ୍‌ ଓଭାରି ସିଣ୍ଡ୍ରୋମ୍‌’ ହୋଇଛି। ଏହି ରୋଗ ହର୍ମୋନାଲ୍‌ ଡିଜ୍‌ଅର୍ଡର…
ଅଧିକ ଖବର ଦେଖନ୍ତୁ...