Daily Archives

December 3, 2022

ଆସିଲେ ନାହିଁ ପରିବାର, ୧୩ ଦିନ ପରେ ଶବ ସତ୍କାର

ସୁନ୍ଦରଗଡ଼: ମହାମାରୀ କରୋନା ସମୟରେ ବହୁ ଜଣାଅଜଣା ମୃତଦେହ ଅଲୋଡ଼ା, ଅସ୍ପୃଶ୍ୟ ହୋଇଯାଇଥିଲା। ଏପରିକି ସଂକ୍ରମଣ ଭୟରେ ସାହିପଡ଼ିଶାଙ୍କ କଥା ଛାଡ଼, ରକ୍ତସମ୍ପର୍କୀୟ ବି ପାଖ ମାଡ଼ି ନଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖାଯାଇଥିଲା। ହେଲେ ନିକଟରେ ହେମଗିର ଥାନା ବଲିଙ୍ଗା ଫାଣ୍ଡି ଅଞ୍ଚଳରେ କରୋନା…
ଅଧିକ ଖବର ଦେଖନ୍ତୁ...

ପଢିବା ପାଇଁ ଜେଲ କର୍ମଚାରୀଙ୍କୁ ବହି ମାଗିଲା ଅଫ୍‌ତାବ, ମିଳିବ ଏହି ପୁସ୍ତକ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫ୍‌ତାବ ପୁନାୱାଲା ତିହାର ପ୍ରଶାସନକୁ ଜେଲରେ ପଢିବା ପାଇଁ ବହି ମାଗିଛି । ଜେଲ ପ୍ରଶାସନ କହିଛି ଯେ ପୁନାୱାଲା ଇଂରାଜୀ ଉପନ୍ୟାସର ବହି ମାଗିଥିବାବେଳେ ତାଙ୍କୁ ଶୀଘ୍ର ଏକ ଇଂରାଜୀ ପୁସ୍ତକ ଦିଆଯିବ | ସୂତ୍ରରୁ ପ୍ରକାଶ ଯେ ଅଫ୍‌ତାବକୁ ପଢିବା…
ଅଧିକ ଖବର ଦେଖନ୍ତୁ...

୫ଜିଠାରୁ ବଡ଼ ମାତାଜୀ-ପିତାଜୀ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ନିଆରା ଢ଼ଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଜୀବନରେ ପିତାମାତାଙ୍କ ମହତ୍ତ୍ବ କେତେ, ତାହା ବୁଝାଇଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ। ଗତ ସପ୍ତାହରେ ପଣ୍ଡିତ ଦୀନଦୟାଲ ଏନର୍ଜୀ ୟନିଭରସିଟିର ଏକ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଅମ୍ବାନୀ ସ୍ନାତକ…
ଅଧିକ ଖବର ଦେଖନ୍ତୁ...

‘ବିଚାରପତି ନିଯୁକ୍ତି’ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉପରେ ଅସନ୍ତୋଷ ଝାଡ଼ିଲେ ଉପରାଷ୍ଟ୍ରପତି ଧନଖଡ୍

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ‘ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଆଇନ’କୁ ପ୍ରତ୍ୟାଖ୍ୟାନ କରିବା ପରେ ସଂସଦରେ ଏ ନେଇ କୌଣସି ପ୍ରକାରର ସ୍ୱରଶବ୍ଦ ଶୁଣିବାକୁ ମିଳିନାହିଁ। ସଂସଦରେ ଏ ପ୍ରସଙ୍ଗରେ କୌଣସି ଚର୍ଚ୍ଚା ନ ହେବା ଏକ ଗମ୍ଭୀର ବ୍ୟାପାର ବୋଲି କହିଛନ୍ତି ଉପରାଷ୍ଟ୍ରପତି ଜଗଦୀପ…
ଅଧିକ ଖବର ଦେଖନ୍ତୁ...

ଏମସିଡ଼ି ନିର୍ବାଚନ: ମତଦାନ ଉପରେ ନଜର ରଖିବେ ୬୦ଟି ଡ୍ରୋନ୍

ନୂଆଦିଲ୍ଲୀ: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ନିର୍ବାଚନକୁ ସୁଚାର ଢଙ୍ଗରେ କରିବା ପାଇଁ ପ୍ରାୟ ୪୦୦୦୦ ପୁଲିସ୍, ୨୦୦୦୦ ହୋମଗାର୍ଡ ଏବଂ ୧୦୮ କମ୍ପାନୀ ପାରାମିଲିଟାରୀ ଏବଂ ରାଜ୍ୟ ସଶସ୍ତ୍ର ପୁଲିସ୍ ଫୋର୍ସ ନିୟୋଜିତ ହେବେ। ପୁଲିସ କହିଛି ଯେ ସମ୍ବେଦନଶୀଳ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗୱାରର କରୁଣ ପରିଣତି: କୋଚିଂ ସେଣ୍ଟରକୁ ଝିଅର ଆଡମିଶନ ପାଇଁ ଯାଉଥିବା ବାପାର ଗଲା ଜୀବନ

ଜୟପୁର: ଆଜି ରାଜସ୍ଥାନରେ ଗ୍ୟାଙ୍ଗୱାର ଦେଖିବାକୁ ମିଳିଥିଲା। ଦୁଇଟି ଗ୍ୟାଙ୍ଗ ମଧ୍ୟରେ ଥିବା ଝଗଡ଼ା ପାଇଁ ଆଜି ରକ୍ତରଞ୍ଜିତ ହୋଇଥିଲା ସିକାର ସହରର ପିପରାଲି ରାସ୍ତା। ଶନିବାର ସକାଳ ୯.୩୦ ସମୟରେ ସିକାର ସହରର ପିପରାଲି ରାସ୍ତାରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ରାଜୁ ଠେଠର ବାସଭବନ ଆଗରେ…
ଅଧିକ ଖବର ଦେଖନ୍ତୁ...

ଟଳିଗଲା ବଡ଼ ରେଳ ଦୁର୍ଘଟଣା: ଚଳନ୍ତା ଟ୍ରେନରୁ ଅଲଗା ହୋଇଗଲା ୨ଟି ସ୍ଲିପର କୋଚ

ପାଟନା: ଶନିବାର ଦିନ ବିହାରର ରୋହତସରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି | ରୋହତସ୍-ଗୟା-ନୂଆଦିଲ୍ଲୀ ମହାବୋଧି ଏକ୍ସପ୍ରେସରେ ଏହି ଦୁର୍ଘଟଣା ଘଟିଛି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଚଳନ୍ତା ଟ୍ରେନରେ ହଠାତ୍ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା ​​| ଏହା ପରେ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ହୋଇଥିବା ଚଢ଼ଉରେ ଆଜି ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବର ବ୍ରାଉନ୍‌ସୁଗାର ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଟାଉନ ଥାନା ପୁଲିସର ଏକ ଟିମ୍ ପୂର୍ବ ସୂଚନା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ୍ସ କ୍ୟାଡ଼ର ଏବଂ ଗଣଶିକ୍ଷକ ସଂଘର ଦାବିପତ୍ର

ବୈପାରିଗୁଡା: ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡ଼ର ଏବଂ ଗଣଶିକ୍ଷକ ସଂଘର ନିର୍ଦ୍ଦେଶକ୍ରମେ ବୈପାରିଗୁଡା ବ୍ଲକ ଏକ୍ସ କ୍ୟାଡର ଏବଂ ଗଣଶିକ୍ଷକ ସଂଘର ଶ୍ରମିକ ମାନେ ୮ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଦାବିପତ୍ରରେ…
ଅଧିକ ଖବର ଦେଖନ୍ତୁ...

୧କୋଟି ଟଙ୍କାର ଦରମା ମିଳୁଛି, ହେଲେ କମ କାମ ଦିଆଯାଉଥିବାରୁ ମାଲିକଙ୍କୁ କୋର୍ଟକୁ ଟାଣିଲେ କର୍ମଚାରୀ

ନୂଆଦିଲ୍ଲୀ: କାମ ନଦେଇ ୧କୋଟି ଦରମା ଦେଉଥିବାରୁ କୋର୍ଟ ଗଲେ କର୍ମଚାରୀ। ଏଭଳି ଅଜବ ଘଟଣା ଘଟିଛି ଆୟର୍ଲାଣ୍ଡର ଡବଲିନରେ। ଜଣେ ରେଳ କର୍ମଚାରୀ ତାଙ୍କ ମାଲିକଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିଥିବା ଜଣାପଡ଼ିଛି। ସେ ଅଭିଯୋଗ କରିଛନ୍ତି ଯେ, ଅଫିସରେ ତାଙ୍କୁ ବହୁତ କମ୍ କାମ ଦିଆଯାଉଛି…
ଅଧିକ ଖବର ଦେଖନ୍ତୁ...