Daily Archives

December 4, 2022

ସିକଲ ସେଲ ରୋଗର ନିରନ୍ତର ନିଦାନ ଶିକ୍ଷା କାର୍ଯ୍ୟକ୍ରମ

କୋରାପୁଟ: ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ, କୋରାପୁଟ ପରିସର ମଧ୍ୟରେ ସିକଲ ସେଲ ରୋଗର ନିରନ୍ତର ନିଦାନ ଶିକ୍ଷା କାର୍ଯ୍ୟକ୍ରମ ଉପରେ ଏକ ସେମିନାର ଆୟୋଜିତ ହୋଇଯାଇଛି। ଏହି ସେମିନାରରେ ଜିଲ୍ଲାପାଳ ଅବ୍ଦାଲ ମ. ଅଖତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିକିଲସେଲ ରୋଗୀ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ରିହାତି ଦରରେ ତେଲ ବିକିବାକୁ ମନାକଲା ରୁଷ୍

ନୂଆଦିଲ୍ଲୀ : ଭାରତକୁ ଯେପରି ରିହାତି ଦରରେ ରୁଷ ତେଲ ବିକୁଛି, ସେହି ଦରରେ ତେଲ କିଣିବାକୁ ପାକିସ୍ତାନ ଉଦ୍ୟମ ଚଳାଇଥିଲା । କିନ୍ତୁ ଏହି ଉଦ୍ୟମ ବିଫଳ ହୋଇଛି । କାରଣ ୩୦ରୁ ୪୦ ପ୍ରତିଶତ ରିହାତିରେ ବିକିବାକୁ ଆଉ ତେଲ ନାହିଁ । ସବୁ ତେଲ ଅନ୍ୟ ଦେଶମାନଙ୍କୁ ଯୋଗାଇବାକୁ କଣ୍ଟ୍ରାକ୍ଟ ସରିଛି…
ଅଧିକ ଖବର ଦେଖନ୍ତୁ...

ବିଜୟ ସେତୁପତିଙ୍କ ପାଇଁ ଷ୍ଟଣ୍ଟ କରୁଥିବା ବେଳେ ଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ଷ୍ଟଣ୍ଟ କରୁଥିବା ବେଳେ ୫୪ବର୍ଷୀୟ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି। ସୁଟିଂ ସେଟରେ ହଠାତ୍ ଦୁର୍ଘଟଣା ଘଟିବାରୁ ଷ୍ଟଣ୍ଟମ୍ୟାନ୍ ଏସ୍ ସୁରେଶଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସାଉଥ ସୁପରଷ୍ଟାର ବିଜୟ ସେତୁପତୀଙ୍କ ନିର୍ଦ୍ଦେଶିତ ଏକ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧ ଅଟୋ ଚାଳକଙ୍କ ସାଧାରଣ ଜ୍ଞାନକୁ ମାନିବାକୁ ପଡ଼ିବ

ନୂଆଦିଲ୍ଲୀ: ଟ୍ରାଫିକ ଜାମରେ ଫସି ଯାଉଥିବା ବେଳେ ଲୋକେ ନିଜନିଜ ଫୋନରେ ବ୍ୟସ୍ତ ହୋଇଯାଉଥିବା ବେଳେ କେହିକେହି ଗୀତ ବଜାଇ ସମୟ ଅତିବାହିତ କରିଥାଆନ୍ତି। ଅନ୍ୟପକ୍ଷରେ ଦେଖିବା୍କୁ ଗଲେ କିଛି ଯାତ୍ରୀ ସମୟ କାଟିବା ପାଇଁ ଗାଡ଼ି ଚାଳକଙ୍କ ସହିତ ଭଳମନ୍ଦ କଥା ହୋଇଥାଆନ୍ତି। ଏମିତିରେ ଅନେକ…
ଅଧିକ ଖବର ଦେଖନ୍ତୁ...

‘ଦରମା ବର୍ଷକୁ ୧ କୋଟି, କିନ୍ତୁ କାମ କିଛି ନାହିଁ’ …ନିଜ କମ୍ପାନିକୁ କୋର୍ଟକୁ ଟାଣିଲେ କର୍ମଚାରୀ

ଲଣ୍ଡନ : ଆମ ଭାରତରେ ଅଧିକାଂଶ ଲୋକ ଭାବନ୍ତି ଭଲ ଚାକିରିର ଅର୍ଥ ହେଉଛି ମୋଟା ଆକାରର ଦରମା ଓ ଟିକିଏ କମ କାମ ଥିବ । କିନ୍ତୁ ଆୟର୍ଲାଣ୍ଡର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ଠିକ ଓଲଟା ହୋଇଛି । ସେ ମୋଟା ଆକାରର ଦରମା ପାଉଛନ୍ତି, କିନ୍ତୁ କମ୍ପାନିରେ ସେ ବସି ବସି ଆସୁଛନ୍ତି । ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୫ରେ ୮ ଘଣ୍ଟିଆ ଭଦ୍ରକ ବନ୍ଦ୍, ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

ଭଦ୍ରକ: ଆସନ୍ତାକାଲି (ଡିସେମ୍ବର ୫) କଂଗ୍ରେସ ପକ୍ଷରୁ ଭଦ୍ରକ ବନ୍ଦ୍ ଡାକରା ଦିଆଯାଇଛି। ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଓ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜିଲ୍ଲାବାସୀ ଓ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ବହୁ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଉଛି। ମାତ୍ର …
ଅଧିକ ଖବର ଦେଖନ୍ତୁ...

ଗୋଲାପଲ୍ଲୀରେ ବୋମାମାଡ଼, ତଦନ୍ତ ଜାରି

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଗୋଲାପଲ୍ଲୀ ଗ୍ରାମରେ ବି.ଉଦୟନାଥ ପାତ୍ରଙ୍କ ଘରକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି। ତେବେ ଏହାର କାରଣ ଏଯାବତ୍ ସ୍ପଷ୍ଟ ହୋଇ ନଥିବା ବେଳେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ‌ହୋଇଛି। ଗତକାଲି ବିଳମ୍ବିତ ରାତିରେ ଉଦୟନାଥଙ୍କ…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ବିଳମ୍ବ ହେଉଥିବାରୁ ଭାବିପତ୍ନୀଙ୍କୁ ନେଇ ଫେରାର ହେଲା ଯୁବକ

ପାଟନା: ବିବାହରେ ବିଳମ୍ବ ହେତୁ ଭାବିପତ୍ନୀକୁ ନେଇ ଫେରାର ହେଲା ଯୁବକ। ବିହାରର ସାରଣ ଜିଲ୍ଲାର ପାନପୁରରେ ଘଟିଛି ଏଭଳି ଅଜବ ଘଟଣା। ବିବାହରେ ବିଳମ୍ବ ହେତୁ ଜଣେ ଯୁବକ ନିଜ ଭାବିପତ୍ନୀଙ୍କୁ ନେଇ ଘରୁ ଚାଳିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ମୁତାବକ, ଯୁବକଜଣକ ଦରିଆପୁର…
ଅଧିକ ଖବର ଦେଖନ୍ତୁ...

ଭଉଣୀ ବିବାହରେ ସାମିଲ ହେବାକୁ ଅତିଥିଙ୍କ ପାଇଁ ପୁରା ବିମାନ ବୁକ କଲେ ଭାଇ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଗତ ଦୁଇବର୍ଷ ହେବ ଲୋକମାନେ ଘରେ ବନ୍ଦୀ ହୋଇଥିଲେ। କୌଣସି ପ୍ରକାର ବିବାହ, ବତ୍ରର ଆୟୋଜନ କରାଯାଇ ପାରୁ ନଥିଲା। କରୋନା ମହାମାରୀ ସରିବା ପରେ ଧୀରେଧୀରେ ଲୋକେ ନିଜ ଆଶାକୁ ପୂରଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିଜ ଇଚ୍ଛା ମୁତାବକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ଜମି କିଣିବା ଯୋଗ ଅଛି। ରାଜନୀତିରେ ଆର୍ଥିକ ଲାଭ ହେବ। ବୃଷ: ଆପଣ କୌଣସି ପ୍ରକାର ଜିଦ୍‌ କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। କୌଣସି କାମରେ ସଫଳ ହେବା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...