Daily Archives

December 4, 2022

ମଧ୍ୟପ୍ରଦେଶ : ଟ୍ରକ ଚକା ଫାଟି ଲୋକଙ୍କ ଉପରେ ଚଢିଗଲା, ୬ ମୃତ, ୧୦ ଆହତ

ଭୋପାଳ : ମଧ୍ୟପ୍ରଦେଶର ରତଲାମରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ପୋଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ଅବହେଳା ଡ୍ରାଇଭିଂ ଅପରାଧ ପଞ୍ଜିକରଣ କରିଛି ।…
ଅଧିକ ଖବର ଦେଖନ୍ତୁ...

ପଥର ଖଣିରେ କ୍ରେନ୍ ଖସି ଚାଳକ ମୃତ

ଖୋର୍ଦ୍ଧା: ଆଜି ହାତିଆ ନୂଆ ନିର୍ମାଣ ପଥର ଖଣିରେ ଦୁର୍ଘଟଣା ଘଟି ଜଣେ କ୍ରେନ୍ ଚାଳକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ନିଜିଗଡ଼ ମୌଜାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ଲଟ ନଂ ୨୭୭(ପି)ରେ ଥିବା ସତ୍ୟ ମଲ୍ଟିପ୍ଲେକ୍ସ ପ୍ରା ଲିର ପଥର ଖଣିରେ ପଥର ବାହାର କରୁଥିବା…
ଅଧିକ ଖବର ଦେଖନ୍ତୁ...

ବାୟୁମାନ ଖରାପ ହେବା ପରେ ଦିଲ୍ଲୀରେ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ପୁଣି ଥରେ ଚିନ୍ତା ବଢ଼ାଇଛି। ବାୟୁ ଗୁଣବତ୍ତା ଖରାପ ହେତୁ ଜାତୀୟ ରାଜଧାନୀରେ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। କିଛି ମାସ ପୂର୍ବରୁ କେନ୍ଦ୍ରର ବାୟୁ ଗୁଣବତ୍ତା ପ୍ୟାନେଲ୍ ଆବଶ୍ୟକୀୟ ପ୍ରକଳ୍ପ ବ୍ୟତୀତ…
ଅଧିକ ଖବର ଦେଖନ୍ତୁ...

ପାରାପ୍ରେମୀ ମଣିଷ: ବଡ ଠାକୁରଙ୍କ ଭକ୍ତ ‘ପାରା’ଙ୍କ ପାଇଁ ଖୋଲିଦେଇଛନ୍ତି ନିଜ ଦୋକାନ

ମାଲକାନଗିରି: ମାଲକାନଗିରି ସଦର ମହକୁମାର ସୁବାଷ ବୋଷ ଛକ ନିକଟରେ ରହିଛି ବଳରାମ ପଣ୍ଡାଙ୍କ କାରାଣ ଦୋକାନ। ବଳରାମ ପଣ୍ଡା ଓରଫ ବଲା ପଣ୍ଡା ମାଉଲିମା କମିଟିର ସଭାପତି ଏବଂ ବଡ ଠାକୁର ବାଲରାଜ, ପୋତରା ଏବଂ ମା’ ମୁତ୍ୟୁଲମ୍ମାଙ୍କର ଜଣେ ବଡ ଭକ୍ତ। ବଡ ଠାକୁରଙ୍କର ଆଉ ଜଣେ ବଡ ଭକ୍ତ ହେଲେ ପାରା।…
ଅଧିକ ଖବର ଦେଖନ୍ତୁ...

ମଝି ମାର୍କେଟରେ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଲୀ: ବିହାରର ଭାଗଲପୁରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଦୋକାନ ଆଗରେ ମଦ ପିଇବାକୁ ମନା କରିବାରୁ ଏପରି କଲେ ମଦ୍ୟପ ବରଯାତ୍ରୀ

ବାନ୍ଦା: ଉତ୍ତରପ୍ରଦେଶରରେ ପ୍ରତିଦିନ ଘଟୁଛି ନୂଆ ନୂଆ ଗୁଣ୍ଡାରାଜ୍। ଚୋରି, ଲୁଟ୍, ଦୁଷ୍କର୍ମ ଆଦି ନାନା ଅପରାଧ ଘଟି ଚାଲିଥିବା ବେଳେ ନିକଟରେ ଘଟିଥିବା ଏକ ଘଟଣା ଗୁଣ୍ଡାରାଜର ଏକ ବିରାଟ ଉଦାହରଣ ପାଲଟିଛି। ଘଟଣାଟି ବାନ୍ଦାର ସଞ୍ଜୟ ନଗରର। ଜଣେ ଦୋକନି ତାଙ୍କ ଦୋକାନ ଆଗରେ ମଦ ପିଇବାକୁ…
ଅଧିକ ଖବର ଦେଖନ୍ତୁ...

ରାହାଗିରିରେ ଝୁମିଲା ସ୍ମାର୍ଟସିଟି: ଆକର୍ଷିତ କଲା ଡଗ୍‌ ସୋ’ ଓ ମୋଟରବାଇକ୍‌ ଷ୍ଟଣ୍ଟ

ରାଉରକେଲା: ଶିତୁଆ ସକାଳ। ରିଂରୋଡରେ ଥିଲା ଖଚାଖଚ୍‌ ଭିଡ଼। ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ସ୍ମାର୍ଟସିଟିବାସିନ୍ଦା। ହନୁମାନ ବାଟିକାରୁ ସାରନାଛକ ପର୍ଯ୍ୟନ୍ତ ରିଂ ରୋଡ ଗୋଟିଏ ପାର୍ଶ୍ବରେ ପ୍ରଥମ କରି ଆୟୋଜିତ ରାହାଗିରି ବା ପଥୋତ୍ସବ। ଝୁମିଥିଲେ କୁନି ପିଲାଠାରୁ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

କରୋନା ଭୁତାଣୁ ମନୁଷ୍ୟକୃତ : ଉହାନ ଲାବରେ କାମ କରିଥିବା ବୈଜ୍ଞାନିକ

ଲଣ୍ଡନ : ଚୀନରୁ ଆରମ୍ଭ ହୋଇ ସମଗ୍ର ବିଶ୍ବରେ ବ୍ୟାପିଯାଇଥିବା କରୋନା ଭୁତାଣୁର ଉତ୍ପତ୍ତି ସମ୍ପର୍କରେ ଏବେ ବି ରହସ୍ୟ ଜାରି ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ତଦନ୍ତରୁ ମଧ୍ୟ କୌଣସି ଫଳାଫଳ ମିଳିପାରିନାହିଁ । କେତେକ କହୁଛନ୍ତି ଏହା ଉହାନର ଏକ ଲାବରୋଟୋରୀରୁ ବାହାରିଛି ତ ଆଉ କେତେକ…
ଅଧିକ ଖବର ଦେଖନ୍ତୁ...

ମିଳିଲା ବଡ଼ ସଫଳତା: ବାଇକ୍ ଦରରେ ମିଳିବ ଏହି ପ୍ରଦୂଷଣ ମୁକ୍ତ କାର୍

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଥିବା ବେଳେ ସମସ୍ତେ ଏବେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର ବାଟ ଖୋଜୁଛନ୍ତି। ଯାହାକୁ ବଡ଼ମାନଙ୍କୁ କରିବାକୁ କାଠିକରପାଠ ହଉଛି। ତାହାକୁ ସମ୍ଭବ କରି ଦେଖାଇଛନ୍ତି କିଛି ପିଲା। ଉତ୍ତରପ୍ରଦେଶର ୯ ରୁ ୧୪ ବର୍ଷ ବୟସ ଭିତରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ଭାଇରାଲ୍ ଘଟଣା: ମାମଲା ରୁଜୁ, ଥାନାରେ ହାଜର ପାଇଁ ନୋଟିସ ଜାରି

ପୁରୀ: ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ଭାଇରାଲ୍ ଘଟଣାରେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ନାଁରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଏଥି ସହିତ  ୧୬୦ ସିଆରପିସି ଆଧାରରେ ଅନିମେଶଙ୍କୁ ଥାନାରେ ହାଜର ପାଇଁ ନୋଟିସ୍ ଜାରି କରିଛି।…
ଅଧିକ ଖବର ଦେଖନ୍ତୁ...