କେମିତି ହେବ ଝିଅ ବାହାଘର, ଟଙ୍କା ଲୁଟିନେଲେ ସାଇବର ଚୋର
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସାଇବର ଠକେଇ ବଢିବାରେ ଲାଗିଛି। ନିରୀହ ଲୋକେ ଅଜାଣତରେ ସାଇବର ଠକଙ୍କ ମିଠା ମିଠା କଥାରେ ଫସି ନିଜର କଷ୍ଟାର୍ଜିତ ଟଙ୍କାକୁ ହରାଉଛନ୍ତି। ଏଭଳି ଏକ ସଦ୍ୟତମ ଘଟଣା ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଏମପିଭି-୩୧ ଗ୍ରାମର ସମୀର କୁମାର ଗୋପଙ୍କ ସହ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...