Daily Archives

December 5, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେ‌ଷ: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ସମାଜରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ଗୃହିଣୀମାନେ ଘରୋଇ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି। ବୃଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ପରିବାରରେ ଖୁସି…
ଅଧିକ ଖବର ଦେଖନ୍ତୁ...

ସାଙ୍ଗମାନଙ୍କ ସହ ଯାଉଥିବା ବେଳେ ଆସିଲା ଛିଙ୍କ, କେଇ ସେକେଣ୍ଡରେ ଚାଲିଗଲା ଜୀବନ

ମିରଟ: ଗୋଟିଏ ଛିଙ୍କ ନେଲା ଜୀବନ। ସାଙ୍ଗମାନଙ୍କ ସହ ଯାଉଥିବା ବେଳେ ଆସିଲା ଛିଙ୍କ। ଛିଙ୍କିବା ପରେ ଟଳି ପଡ଼ିଲେ ଯୁବକ। ସାଙ୍ଗମାନେ ତାଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିସିଟିଭିରେ ପୂରା ଘଟଣା କଏଦ ହୋଇଥିବା ବେଳେ ଏ‌ବେ ତାହା ଭାଇରାଲ ହୋଇଛି।…
ଅଧିକ ଖବର ଦେଖନ୍ତୁ...

୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ବଦ୍ଧଶବର ସାହିର ବିଜୟ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘରେ ବ୍ରାଉନସୁଗାର ବ୍ୟବସାୟ ଚାଲୁଥିବା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ…
ଅଧିକ ଖବର ଦେଖନ୍ତୁ...

ହକ୍ ନମିଳିବା ଯାଏ ଜାରି ରହିବ ଧାରଣା, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବି: ଦୀପିକା

ଭୁବନେଶ୍ୱର: ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାଙ୍କ ପରିଚୟ ଦେବା ପାଇଁ ଧାରଣା ଦେଉଥିବା ବ୍ରହ୍ମପୁରର କେ ଦୀପିକାଙ୍କ ମାମଲାର ଆଜି ରାଜ୍ୟ ମହିଳା ଆୟୋଗରେ ଅନ୍ତ ଘଟିଛି। ନିର୍ଦ୍ଧାରିତ ସମୟରେ ଦୀପିକା ଆୟୋଗ ନିକଟରେ ହାଜର ହୋଇଥିବା ବେଳେ ପ୍ରଥମ ଥର ପାଇଁ ଦିନେଶ ନିଜ ବାପା ଓ ମାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

‘ତୁ ଚିନ୍ତା କରନି, ତୋ ପାଖରେ ତୋ ବାପା ଅଛି’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଥାଏ। ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଶିଶୁକୁ ଗାଡ଼ିରେ ଯାଉଥିବା ବେଳେ ତାର ବାପା କିପରି ସମ୍ଭାଳିଛନ୍ତି ତାହା ଦେଖିବାକୁ ମିଳୁଛି। ଏହି ବାପାଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀ ସୁପରହିରୋ…
ଅଧିକ ଖବର ଦେଖନ୍ତୁ...

ଆଗକୁ ବିବାହ ଋତୁ, ଏହି ୩ ବଡ଼ କାରଣ ଲାଗି ବଢ଼ୁଛି ସୁନା ଦର

ନୂଆଦିଲ୍ଲୀ: ସୁନା ଦର ଏବେ ଆକାଶ ଛୁଆଁ ହେବାକୁ ବସିଲାଣି । ଆଗକୁ ବିବାହ ଋତୁ ଆସୁଛି, ଏଥିପାଇଁ ମଧ୍ୟ ସୁନା ଦର ବଢୁଛି ।  ଏହା ଛଡା ଆହୁରି ୩ଟି ବଡ଼ କାରଣ ଲାଗି ଅନ୍ତର୍ଜାତୀୟ ବଜାରରେ ବଢ଼ୁଛି ସୁନା ଦର, ଯାହାର ପ୍ରଭାବ ଘରୋଇ ବଜାରରେ ପଡ଼ୁଛି। ପ୍ରଥମତଃ, ଡଲାରର ମୂଲ୍ୟ ହ୍ରାସ ହେଉଥିବାରୁ…
ଅଧିକ ଖବର ଦେଖନ୍ତୁ...

ଗୁଗୁଲ୍‌ରେ ନିଜ ନାମ ସର୍ଚ କରି ଆଶ୍ଚର୍ଯ୍ୟ ହେଲେ ଅଭିନେତ୍ରୀ; ଆସିଲା ୪ ଜଣ ପ୍ରେମିକଙ୍କ ତାଲିକା

ମୁମ୍ବାଇ: ଭୋଜପୁରୀ ସିନେମାର କୁଇନ୍‌ ବୋଲି କୁହାଯାଉଥିବା ରାନୀ ଚାଟର୍ଜୀ ଯେତେ ନିଜର କାମକୁ ନେଇ ଚର୍ଚ୍ଚାରେ ରହନ୍ତି ତା’ ଠାରୁ ଅଧିକ ଚର୍ଚ୍ଚା ସେ ନିଜର ପ୍ରେମ ବ୍ୟା‌ପାରକୁ ନେଇ ରହିଥାନ୍ତି। ସେ ଏତେ ସୁନ୍ଦର ଅଭିନେତ୍ରୀ ଯେ ତାଙ୍କ ଉପରେ କାହାର ବି ମନ ଆସିପାରେ। ଯଦିଓ ସେ ନିଜର ପ୍ରେମ…
ଅଧିକ ଖବର ଦେଖନ୍ତୁ...

ଏକଜିଟ୍ ପୋଲ : ଗୁଜରାଟରେ ବିଜେପିକୁ ମିଳିବ ବିପୁଳ ବିଜୟ, ଖାତା ଖୋଲିବ ଆପ୍

ନୂଆଦିଲ୍ଲୀ : ଗୁଜରାଟରେ ସବୁ ସରକାର ବିରୋଧୀ ହାଓ୍ବାକୁ ଭୁଲ ପ୍ରମାଣିତ କରି ବିଜେପି ପୁଣି ପାଇଁ ସରକାର ଗଢିବାର ସଂକେତ ଦେଉଛି ଏକଜିଟ ପୋଲ୍ । ବିଜେପି ୧୯୯୫ରୁ ଗୁଜରାଟରେ ସରକାରରେ ଥିବାବେଳେ ଲୋକମାନେ ଏବେ ବି ଏହି ଦଳ ଉପରେ ସନ୍ତୁଷ୍ଟ ଥିବା ସଂକେତ ମିଳୁଛି । ଯଦି ଏକଜିଟ ପୋଲ ପୂର୍ବାନୁମାନ…
ଅଧିକ ଖବର ଦେଖନ୍ତୁ...

ଭାରତ ଯୋଡୋ ଯାତ୍ରାରେ ମୋଦୀ-ମୋଦୀ ସ୍ଲୋଗାନ ଦେଲେ ଲୋକେ, ରାହୁଲ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସେପ୍ଟେମ୍ବରରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା କରି କଂଗ୍ରେସ ହରାଇଥିବା ଲୋକପ୍ରିୟତା ପୁଣି ଥରେ ହାସଲ କରିବାକୁ ଚାହୁଁଛି। ଏହି ଯାତ୍ରା ମଧ୍ୟପ୍ରଦେଶରୁ ବାହାରି ଏବେ ରାଜସ୍ଥାନରେ ପ୍ରବେଶ କରିଛି। ତେବେ ମଧ୍ୟପ୍ରଦେଶରେ ଯାତ୍ରା ଚାଲିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

‘ନୋ ଅକ୍ଷୟ କୁମାର, ନୋ ହେରା ଫେରୀ-୩’ ଟ୍ରେଣ୍ଡ କରିବାରୁ କାର୍ତ୍ତିକଙ୍କୁ ହଟାଇ ଅକ୍ଷୟକୁ ନେଲେ…

ମୁମ୍ବାଇ: ଖୁବ ଶୀଘ୍ର ଆସିବ ହିନ୍ଦୀ ସିନେମାର ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୩ ମସିହାରେ ଆରମ୍ଭ ହେବ। ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟିଂ ଉପରେ କାମ ଚାଲିଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ଏବେ ଏହି ଫିଲ୍ମର ପ୍ରଶଂସକମାନଙ୍କ ଖୁସିର ଠିକଣା ନାହିଁ।…
ଅଧିକ ଖବର ଦେଖନ୍ତୁ...