Daily Archives

December 5, 2022

ଏକା ବସି ଜନ୍ମଦିନ କେକକାଟୁଥିବା ମହିଳାଙ୍କ ସହିତ ଘଟିଲା ଏମିତି ଘଟଣା…

ନୂଆଦିଲ୍ଲୀ: ଏକା ରହିବା କାହାକୁ ବି ପସନ୍ଦ ଆସି ନଥାଏ। କେହି ବି ଏକା ରହିବାକୁ ଚାହିଁ ନଥାଆନ୍ତି। ପରିସ୍ଥିତି ଯେମିତି ବି ଆସୁ, ପ୍ରତ୍ୟେକଲୋକ ନିଜ ପରିବାର ସହିତ ରହିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ କିଛି ସମସ୍ୟା ହେତୁ ଲୋକେ ନିଜ ପରିବାର ସହିତ ରହି ପାରନ୍ତି ନାହିଁ। ଏହି କ୍ରମରେ…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ପ୍ରେସ ବିଜ୍ଞପ୍ତି: ୨୬ ଏନକାଉଣ୍ଟରରେ ଜଣେ ଗ୍ରାମବାସୀର ମୃତ୍ୟୁ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ନଭେମ୍ବର ୨୬ ତାରିଖରେ ପୁଲିସ ଏନକାଉଣ୍ଟରରେ ଚାରିଜଣ ନକ୍ସଲ ମୃତ୍ୟୁବରଣ କରିଥିବା ନେଇ ପୁଲିସ ସୂଚନା ଦେଇଥିଲା। ଏହାର କିଛି ଦିନ ପରେ ନକ୍ସଲ ପ୍ରେସ ବିଜ୍ଞପ୍ତି ଜାରି କରି ଏହାର ସ୍ପଷ୍ଟୀକରଣ ଦେଇ ଚାରି ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ସବୁଠାରୁ ଦାମୀ ପରିବା; ଏହି କାରଣରୁ ତାହାର ଦାମ୍‌ ଅଧିକ

ନୂଆଦିଲ୍ଲୀ: ଆପଣ ଦୈନନ୍ଦିନ ଜୀବନରେ ପରିବା କିଲୋ ପିଛା କେତେ ଟଙ୍କା ଦେଇ କିଣୁଥିବେ! ୫୦, ୧୦୦, ୨୦୦ ନହେ‌ଲେ ଅତି ବେଶୀରେ ୫୦୦। ହେଲେ ଏମିତି ବି ଏକ ପରିବାର ଅଛି ଯାହାର ଦର କିଲୋ ପିଛା ୮୫,୦୦୦ ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଏହି ପରିବାର ନାମ ‘ହପ୍‌ସୁଟ୍‌ସ’। ଏହା…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶ : ପରମ୍ପରା ଭାଙ୍ଗିପାରେ ବିଜେପି

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଏଥର ବିଜେପି ପରମ୍ପରା ଭାଙ୍ଗିବାର ସମ୍ଭାବନା ରହିଛି । ପୂର୍ବରୁ ଏହି ରାଜ୍ୟରେ କୌଣସି ଗୋଟିଏ ଦଳ ଲଗାତାର ଦୁଇଥର କ୍ଷମତାରେ ରହିପାରୁନଥିଲେ । କିନ୍ତୁ ରାଜ୍ୟବାସୀ ଏଥର ବିଜେପିକୁ ରିପିଟ୍ କରିବାର ସମ୍ଭାବନା ରହିଛି । ଆଜି ପ୍ରକାଶିତ ଅଧିକାଂଶ ଏକଜିଟ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଓଡ଼ିଶାରେ ବିପୁଳ ସ୍ୱାଗତ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ଭାବ ଆଦାନପ୍ରଦାନ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ଯୋଗଦେବା ପାଇଁ  ଓଡ଼ିଶା ଆସିଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ । ମେକ୍ ଇନ୍ ଓଡିଶାରେ ଯୋଗଦେବା ବ୍ୟତୀତ ଅନୀଲ ଅଗ୍ରୱାଲ ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଫୋରମ୍ ସହିତ…
ଅଧିକ ଖବର ଦେଖନ୍ତୁ...

ଅରବାଜଙ୍କୁ ଭୁଲିନାହାନ୍ତି କି ଅର୍ଜୁନଙ୍କ ବାନ୍ଧବୀ ମଲାଇକା; ପୂର୍ବ ସ୍ବାମୀଙ୍କ କଥା ପଡ଼ିଲାରୁ କାହିଁକି କାନ୍ଦିଲେ?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଓଟିଟିରେ ଡେବ୍ୟୁ କରି ସାରିଛନ୍ତି। ତାଙ୍କ ରିୟଲିଟି ସୋ’ ‘ମୁଭିଂ ଉଇଥ୍‌ ମଲାଇକା’ ଏବେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ସେ ଏହି ସୋ’ର ଟ୍ରେଲର୍‌ ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ଯେଉଁଥିରେ ସେ ଅରବାଜଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମହାନଗର ନିଗମ ଯାଇପାରେ ‘ଆପ୍’ ହାତକୁ, ବ୍ୟାକଫୁଟରେ ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ନେଇ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ‘ଆଜତକ୍’ ଓ ‘ଟାଇମ୍ସ ନାଓ’ ପକ୍ଷରୁ ସଂଗ୍ରହ କରାଯାଇଥିବା ବୁଥ୍ ବାହୁଡ଼ା ମତ ଅନୁସାରେ ​​ଆମ୍ ଆଦମୀ ପାର୍ଟି ଦିଲ୍ଲୀ ମହାନଗର ନିଗମରେ ଏକ ବଡ ବିଜୟ ଦିଗକୁ ଯାଉଛି। ଯଦି…
ଅଧିକ ଖବର ଦେଖନ୍ତୁ...

ଧରା ପଡ଼ିଥିବା ଚୋର କଥା ଶୁଣି ଠୋଠୋ ହୋଇ ହସିଲେ ଏସପି

ନୂଆଦିଲ୍ଲୀ: ଅନେକଥର ବଲିଉଡ ସିନେମାରେ ଦେଖିବାକୁ ମିଳିଥାଏ କି ଚୋର ଚୋରି କରିଥିବା ଟଙ୍କାକୁ ଗରିବ ଲୋକଙ୍କୁ ବାଣ୍ଟି ଦେଇଥାଏ। କିନ୍ତୁ ବାସ୍ତବରେ ଏମିତି କାମ କୌଣସି ବି ଚୋର କରନ୍ତି ନାହିଁ ବୋଲି ଆମେ ଜାଣିବାକୁ ପାଇଛୁ। ନିକଟରେ ଏହାର ଏକ ଓଲଟା ଘଟଣା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ନିଜଠାରୁ ୭ ବର୍ଷ ସାନ ଅବିନାଶଙ୍କୁ ଏହି କାରଣରୁ ବିବାହ କରିଛନ୍ତି ସମ୍ଭାବନା

ମୁମ୍ବାଇ: ସମ୍ଭାବନା ସେଠ୍‌ ଏବଂ ଅବିନାଶ ପ୍ରଶଂସକମାନଙ୍କର ପ୍ରିୟ ଯୋଡ଼ି ବନି ସାରିଛନ୍ତି। ୟୁଟ୍ୟୁବ୍‌ରେ ୨ ଜଣ ଯାକ ହିଁ ବେଶ୍‌ ଲୋକପ୍ରିୟ। ୨ ଜଣଙ୍କ ବ୍ଲଗ୍‌ସ ଟ୍ରେଣ୍ଡ୍‌ରେ ରହିଥାଏ। ଭିଡିଓରେ ସମ୍ଭାବନା ଓ ଅବିନାଶଙ୍କ ଖଟାମିଠା ପ୍ରେମ କାହାଣୀ ଦେଖିବାକୁ ଦର୍ଶକ ଖୁବ୍ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ଏକଜିଟ ପୋଲ୍ : ଗୁଜରାଟ, ହିମାଚଳରେ ଫେରିପାରେ ବିଜେପି

ନୂଆଦିଲ୍ଲୀ : ଆଜି ଗୁଜରାଟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୨ୟ ପର୍ଯ୍ୟାୟରେ ଗୁଜରାଟରେ ସଂଧ୍ୟା ୫ଟା ସୁଦ୍ଧା ୫୬ ପ୍ରତିଶତ ଭୋଟଦାନ ହୋଇଥିବା ଜଣାପଡ଼ିଛି । ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ଦ୍ବାରା କରାଯାଇଥିବା ବୁଥପାହୁଡ଼ା ମତାମତ ବା ଏକଜିଟ୍ ପୋଲ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...