Daily Archives

December 5, 2022

ଝଗଡ଼ା କରିବାରୁ ପ୍ରେମିକ ସହ ମିଶି ସ୍ବାମୀର ଅପହରଣ କଲା ସ୍ତ୍ରୀ, ମାଡ ମାରିବା ପରେ କହିଲା…

ମୁମ୍ବାଇ: ଝଗଡ଼ା କରିବାରୁ ପ୍ରେମିକ ସହ ମିଶି ସ୍ବାମୀର ଅପହରଣ କଲା ସ୍ତ୍ରୀ। ଅପହରଣ ପରେ ରାଗ ସୁଝାଇବାକୁ ପ୍ରେମିକ ଓ ତା’ର କିଛି ବନ୍ଧୁଙ୍କ ସହ ମିଶି ସ୍ବାମୀକୁ ସ୍ତ୍ରୀ ମାଡ଼ ମାରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହାରାଷ୍ଟ୍ରର ନାନ୍ଦେଡରେ ଘଟିଛି ଏଭଳି ଘଟଣା।…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍ ଜାମ ଯୋଗୁଁ ବହୁ ଯାତ୍ରୀ ବିମାନ ବନ୍ଦରରେ ପହଞ୍ଚି ପାରିଲେ ନାହିଁ, ଫ୍ଲାଇଟ୍ ମିସ୍ ହେଲା

ପାନାଜୀ: ଗୋଆରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ହେବା ଫଳରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି | ରାଜଧାନୀ ପାନାଜୀସ୍ଥିତ ଜୁଆରି ନଦୀ ଉପରେ ନିର୍ମିତ ବ୍ରିଜ ଉପରେ ଏକ ଦୁର୍ଘଟଣା ଘଟିବା ପରେ ଜାତୀୟ ରାଜପଥରେ ୩ ଘଣ୍ଟା ଧରି  ଜାମ ହୋଇଥିଲା । ଏହି କାରଣରୁ ଅନେକ ଲୋକ ସେମାନଙ୍କର ଫ୍ଲାଇଟ୍…
ଅଧିକ ଖବର ଦେଖନ୍ତୁ...

୭ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ: ଇଡ଼ିକୁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଇଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ | ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ନାଗକୁ ୧୫ ଦିନ ପାଇଁ ରିମାଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ଲୋମଟାଙ୍କୁରା ଘଟଣା ବଖାଣି ପୀଡିତ କହିଲେ, ‘ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଦେଇଥିଲେ ସିଗାରେଟ ଚେଙ୍କ, କରିଥିଲେ ଏଭଳି…

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୁର୍ଲାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଘରେ ଏକା ଥିବା ଅବସ୍ଥାରେ ୩ଜଣ ଯୁବକ ଘରେ ପଶି ତାଙ୍କ ଉପରେ ଆକ୍ରମଣ କରିଥିଲେ। ମହିଳା ତଳେ ପଡ଼ିଯିବାରୁ ଜଣକ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ତେବେ ଦୁଷ୍କର୍ମ କରିଥିବା ଯୁବକଜଣକ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ସିବିଆଇ ସମନ ପଠାଇବା ପରେ ମୁଁ ବ୍ୟସ୍ତ ଅଛି ବୋଲି କହିଲେ କେସିଆରଙ୍କ ଝିଅ

ନୂଆଦିଲ୍ଲୀ: ମୁଁ ବ୍ୟସ୍ତ ଅଛି। ପଚରାଉଚରା ପାଇଁ ଯାଇପାରିବି ନାହିଁ। ସିବିଆଇ ସମନ ମିଳିବା ପରେ ଏଭଳି କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ କବିତା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ ଡିସେମ୍ବର ୨ରେ କେ କବିତାଙ୍କୁ ଜେରା…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁରରେ ଅପରାହ୍ଣ ୫ଟା ସୁଦ୍ଧା ୭୫.୮୯ ପ୍ରତିଶତ ମତଦାନ, ଜାରି ରହିଛି ଭୋଟିଂ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁରରେ ଚାଲିଛି ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ସେଠାରେ ୭୫.୮୯ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ପ୍ରକାଶ । ସୂଚନା ଅନୂସାରେ ଅଧିକାଂଶ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ । ତେବେ କିଛି ମତଦାନ କେନ୍ଦ୍ରରେ ଏବେ ବି ଲମ୍ବା…
ଅଧିକ ଖବର ଦେଖନ୍ତୁ...

ରୁଷ ତେଲଦର ଉପରେ କଟକଣା ଲଗାଇଲେ ବିକଶିତ ଦେଶ, କିଣିବା ଜାରି ରଖିବ ଭାରତ

ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିବା ବୋଲି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି । ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେରବୋକଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଏହା ସ୍ପଷ୍ଟ କରିଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହେଲେ ଲାପିଦ-ମେହବୁବା ଦାୟୀ ରହିବେ: ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି)ର ଜୁରି ହେଡ୍‌ ନଦବ ଲାପିଡଙ୍କ ବୟାନକୁ ନେଇ ଏବେ ଭାରତରେ ଝଡ଼ ସୃଷ୍ଟି ହୋଇଛି। କିଛି ନଦବଙ୍କୁ ସମର୍ଥନ କରୁଥିବା ବେଳେ କିଛି ତାଙ୍କ ବୟାନକୁ…
ଅଧିକ ଖବର ଦେଖନ୍ତୁ...

ସଂସଦରେ ଗର୍ଭବତୀ ସାଂସଦଙ୍କୁ ଚୁଟି ଟାଣି ପିଟି‌ଲେ ବିରୋଧୀ, ଘଟଣାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୌଣସି ଦେଶର ସଂସଦରେ ନେତାଙ୍କୁ ପରସ୍ପର ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସଂସଦରେ ମାଡ଼ପିଟା ହେବା ଘଟଣା କ୍ବଚିତ ଘଟିଥାଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଫ୍ରିକୀୟ ଦେଶ ସେନେଗଲରୁ ସାମ୍ନାକୁ ଆସିଛି। ଏଠାରେ  ଥିବା ସଂସଦରେ ଜଣେ ପୁରୁଷ ସାଂସଦ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁରରେ ଏବେ ବି ଚାଲିଛି ମତଦାନ, ୮୯ଟି ବୁଥରେ ୧୨ ହଜାରରୁ ଅଧିକ ଭୋଟର ଧାଡ଼ିରେ ଅଛନ୍ତି

ପଦ୍ମପୁର: ଅପରାହ୍ନ ୪ଟା ସୁଦ୍ଧା ସରିଥାନ୍ତା ମତଦାନ | କିନ୍ତୁ ଭୋଟରଙ୍କ ଉତ୍ସାହ ପାଇଁ ଏବେ ବି ମତଦାନ ଜାରି ରହିଛି | ବହୁ ସଂଖ୍ୟାରେ ଭୋଟର ଏବେ ବି ଧାଡିରେ ଛିଡା ହୋଇଥିବାରୁ ମତଦାନ ଜାରି ରହିଛି | ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ ଏବେ ବି ୮୯ଟି…
ଅଧିକ ଖବର ଦେଖନ୍ତୁ...