Daily Archives

December 6, 2022

ଜମିବାଡିକୁ ନେଇ ବଡ ଭାଇକୁ ହତ୍ୟା ଘଟଣା: ଦୁଇ ଭାଇଙ୍କୁ ଆଜୀବନ କରାଦଣ୍ତାଦେଶ

ନୂଆପଡ଼ା: ଖଡ଼ିଆଳ ଥାନା ନେହେନା ଗାଁରେ ଜମିବାଡିକୁ ନେଇ ବଡଭାଇଙ୍କୁ ହତ୍ୟା ଘଟଣାରେ ଆଜି ଅଭିଯୁକ୍ତ ଦୁଇ ଭାଇଙ୍କୁ ଜିଲ୍ଲା ଦୌରା ଓ ଦେୱାନୀ ଜଜ୍ ଆଜୀବନ କାରାଦଣ୍ତାଦେଶ ରାୟ ଦେଇଛନ୍ତି। ଖଡ଼ିଆଳ ଥାନା ନେହେନା ଗାଁର ବଡଭାଇ ଗୌତମ ଟାହାଣି (୪୫) ମଝିଆ ଭାଇ ନରୋତ୍ତମ ଟାହାଣି(୪୨) ଓ ସାନ ଭାଇ…
ଅଧିକ ଖବର ଦେଖନ୍ତୁ...

ସ୍ବିଜରଲାଣ୍ଡରେ ନିଷିଦ୍ଧ ହେବ କି ଇଲେକ୍ଟ୍ରିକ୍ ଯାନ ?

ବର୍ନ : ସମଗ୍ର ବିଶ୍ବରେ ଏବେ ଇଲେକ୍ଟ୍ରିକ୍ ଯାନର କ୍ରେଜ୍ ବଢିଯାଇଛି । ଭାରତରେ ବି ଲୋକମାନେ ଇଲେକ୍ଟ୍ରିକ୍ ଯାନ ବହୁଳ ସଂଖ୍ୟାରେ କିଣୁଛନ୍ତି । ପରିବେଶ ସୁରକ୍ଷା ପାଇଁ ସମଗ୍ର ବିଶ୍ବରେ ଇଲେକ୍ଟ୍ରିକ ଯାନ ଉପରେ ଗୁରୁତ୍ବ ଦିଆଯାଉଥିବାବେଳେ ସ୍ବିଜରଲାଣ୍ଡ ନିଜ ଦେଶରେ ଏପରି ଗାଡ଼ି ଉପରେ କଟକଣା…
ଅଧିକ ଖବର ଦେଖନ୍ତୁ...

ବାପା-ମା’ଙ୍କ ମୃତ୍ୟୁ ପରେ ଦୁଇ ନାବାଳକଙ୍କ ଭବିଷ୍ୟତ ଅନ୍ଧାରରେ

ବାଲେଶ୍ୱର/ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧିନସ୍ଥ ଚମାରଗାଁ ପଞ୍ଚାୟତର ଭଣ୍ଡାର ପଲ୍ଲୀ ଗ୍ରାମର ଗୋଟିଏ ପରିବାରର ଦୁଇ ନାବାଳକଙ୍କ ବାପା ଓ ମା ଆଗପଛ ହୋଇ ମୃତ୍ୟୁବରଣ କରିବା ପରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଇଛି। ଏହି ଦୁଇ ନାବାଳକଙ୍କୁ ସହାୟତା କରିବା…
ଅଧିକ ଖବର ଦେଖନ୍ତୁ...

ମନଇଚ୍ଛା ସ୍କୁଲ ଫି ବଢାଇବାରୁ ଡିପିଏସର ମାନ୍ୟତା ଉଠାଇନେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଫି ବୃଦ୍ଧି ନିୟମ ପାଳନ ନ କରିବା ଏବେ ଏକ ନାମିଦାମୀ ସ୍କୁଲ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ବାସ୍ତବରେ ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟର ଫି ବୃଦ୍ଧି ନିୟମକୁ ପାଳନ ନକରିବାରୁ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ରୋହିଣୀ ସେକ୍ଟର -୨୪ର ମାନ୍ୟତାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରାଚୀନ ମୁଦ୍ରା ସଂଗ୍ରହରେ ରୁଚି ରଖନ୍ତି ବୈପାରିଗୁଡ଼ାର ଝିଅ ହର୍ଷିତା, ଉଚ୍ଚତର ଗବେଷଣା କରିବା ଲକ୍ଷ୍ୟ

ବୈପାରିଗୁଡା: ପ୍ରାଚୀନ ମୁଦ୍ରା ସଂଗ୍ରହରେ ରୁଚି ରଖୁଥିବା ଝିଅ ହେଉଛନ୍ତି ହର୍ଷିତା। ବର୍ତ୍ତମାନ ଦେଶ ବିଦେଶରେ ୨୦୦୦ ମୁଦ୍ରା ସଂଗ୍ରହ କରିସାରିଛନ୍ତି। ବୈପାରିଗୁଡାସ୍ଥିତ ଅକସଫୋର୍ଡ ଇଣ୍ଟରନ୍ୟାସନାଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଅଧ୍ୟୟନ କରୁଥିବା ହର୍ଷିତା ମହାନ୍ତି (୧୧)।…
ଅଧିକ ଖବର ଦେଖନ୍ତୁ...

ଲେଡି ଗାଗାଙ୍କ କୁକୁର ‌ଚୋରି କରିବା ପାଇଁ ବୁଲାଇବାକୁ ନେଇଥିବା ଯୁବକଙ୍କୁ ଗୁଳି ମାରିଥିଲେ, ମିଳିଲା ୨୧ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ହଲିଉଡ କଣ୍ଠଶିଳ୍ପୀ ଲେଡି ଗାଗାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲେଡି ଗାଗାଙ୍କ କୁକୁର ‌ଚୋରି କରିବା ପାଇଁ ବୁଲାଇବାକୁ ନେଇଥିବା ଯୁବକଙ୍କୁ ଗୁଳି କରାଯାଇଥିଲା। ଏବେ ଗୁଳି ମାରିଥିବା ଅଭିଯୁକ୍ତଙ୍କୁ ଏବେ ୨୧ବର୍ଷ ଜେଲଦଣ୍ଡ ମିଳିଛି। ୨୦୨୧ରେ ଏହି ଘଟଣା ଘଟିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମୋଦୀ-ମୋଦୀ କହୁଥିବା ଲୋକେ ଦିନେ ମହଙ୍ଗା-ମହଙ୍ଗା ଚିତ୍କାର କରିବେ: କହ୍ନୈୟା କୁମାର

ନୂଆଦିଲ୍ଲୀ: ମୋଦୀ-ମୋଦୀ କହୁଥିବା ଲୋକେ ଦିନେ ମହଙ୍ଗା-ମହଙ୍ଗା ଚିତ୍କାର କରିବେ। ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଏଭଳି କହିଛନ୍ତି କଂଗ୍ରେସ ନେତା କହ୍ନୈୟା କୁମାର। ଦରବୃଦ୍ଧି ଓ ବେରୋଜଗାରକୁ ନେଇ କେନ୍ଦ୍ର ସରକାରଙ୍କୁ ଟା‌ର୍ଗେଟ କରିବା ସହ କହ୍ନୈୟା ଏଭଳି କହିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

୬୮ ଗ୍ରାମ ବ୍ରାଉନ୍‌ସୁଗାର ସହ ୫ କେଜି ଗଞ୍ଜେଇ ଜବତ

ଢେଙ୍କାନାଳ: ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ୫ କେଜି ଗଞ୍ଜେଇ ଏବଂ ୬୮ ଗ୍ରାମର ବ୍ରାଉନ୍‌ଗାର ଜବତ କରାଯାଇଛି। ଏହି ଘଟଣାରେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଜଣେ ମହିଳା ଏବଂ ଗଞ୍ଜେଇ ନେଇ ଯାଉଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ଚଳଚ୍ଚିତ୍ର ଦେଖିବାରୁ ୨ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଦେଲେ କିମ୍ ଜଙ୍ଗ୍

ସିଓଲ : ଉତ୍ତରକୋରିଆରେ କିମ ଜଙ୍ଗ୍ ଉନଙ୍କ ବର୍ବର ଶାସନର ଆଉ ଏକ ନମୁନା ଦେଖିବାକୁ ମିଳିଛି । ଦକ୍ଷିଣ କୋରିଆ ଓ ହଲିଉଡ୍ ଫିଲ୍ମ ଦେଖିବାରୁ ଦୁଇ ଜଣ ହାଇସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । କେ-ଡ୍ରାମା ଭାବରେ ଜଣାଶୁଣା ଦକ୍ଷିଣ-କୋରିଆ ଚଳଚ୍ଚିତ୍ର ଦେଖିବା କିମ୍ବା ବିତରଣ କରିବା…
ଅଧିକ ଖବର ଦେଖନ୍ତୁ...

୨୦ ହଜାର ବାହାଘର ପାଇଁ କମିଗଲା କି ମତଦାନ ହାର!

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ​​୨୦୨୨ର ମତଦାନ ହାରକୁ ନେଇ ସମଗ୍ର ଦେଶରେ ଆଲୋଚନା ଜୋର ଧରିଛି | ରବିବାର ଛୁଟିଦିନ ସତ୍ତ୍ୱେ ଦିଲ୍ଲୀର ମହାନଗର ନିଗମ ନିର୍ବାଚନରେ କେବଳ ୫୦ ପ୍ରତିଶତ ଭୋଟର ଯୋଗ ଦେଇଥିଲେ | ପ୍ରକାଶ ଥାଉକି, ଏକ ରିପୋର୍ଟ ଅନୁଯାୟୀ, ରବିବାର ଦିନ ଦିଲ୍ଲୀରେ ବହୁ…
ଅଧିକ ଖବର ଦେଖନ୍ତୁ...