Daily Archives

December 7, 2022

ଦୁର୍ନୀତି ଅଭିଯୁକ୍ତ ସହନିବନ୍ଧକଙ୍କ ବଦଳିକୁ ହାଇକୋର୍ଟଙ୍କ ରୋକ୍

ସୁନ୍ଦରଗଡ଼: ବହୁ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ସୁନ୍ଦରଗଡ଼ର ସମବାୟ ସମିତି ସହ ନିବନ୍ଧକ ସୀତାରାମ ବାଗଙ୍କ ବଦଳି ଆଦେଶ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଗତ ଜୁନ ୩୦ରେ ତାଙ୍କୁ ସୁନ୍ଦରଗଡ଼ରୁ ମାଲକାନଗିରି ବଦଳି ଆଦେଶ ହୋଇଥିଲା। ପୂର୍ବତନ ସମବାୟ ସମିତି ସମୂହ ଉପ ନିବନ୍ଧକ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଯୌନ କେଳେଙ୍କାରୀରେ ଫସିଲେ ରାଜସ୍ଥାନର ଆଉ ଜଣେ ମନ୍ତ୍ରୀ

ଜୟପୁର : ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାଜସ୍ଥାନର ଏକ ଅଶ୍ଳୀଳ ଭିଡିଓ ରାଜ୍ୟରେ ହଇଚଇ ଖେଳାଇଦେଇଛି । ବିଜେପି ଅଭିଯୋଗ କରିଛି ଯେ ଏହି ଭିଡିଓ ରାଜସ୍ଥାନ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସାଲେ ମହମ୍ମଦଙ୍କ ଏବଂ ତାଙ୍କ ସହ ଦେଖାଯାଇଥିବା ମହିଳା ଯୋଧପୁରର । ବିଜେପି ଏହାର ଟ୍ୱିଟର…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ନିଜ ପ୍ରିୟ ଚାନ୍ଦ ପାଖରେ ଅଛନ୍ତି; ଅଭିନେତାଙ୍କୁ ମନେ ପକାଇ ଏଭଳି ପୋଷ୍ଟ କଲେ ସାରା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏ ଦୁନିଆରେ ନାହାଁନ୍ତି। ୨୦୨୦ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଆତ୍ମହତ୍ୟା କରିଥିଲେ। ହଠାତ୍ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଖବର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରିଦେଇଥିଲେ। ତାଙ୍କ ମୃତ୍ୟୁରେ ଅନେକ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଦିନେ ଆତ୍ମହତ୍ୟା କରିବାକୁ ଯାଇଥିବା ଶିବମ ଏହି କାରଣ ପାଇଁ ଏବେ ୧୦ ଟଙ୍କାରେ ଲୋକଙ୍କ ପେଟ ଭରୁଛନ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣାକୁ ନେଇ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ କିଛି ଘଟଣା ହୃଦୟସ୍ପର୍ଶୀ ରହିଥାଏ। ନିକଟରେ ଆନନ୍ଦ ମହିନ୍ଦ୍ରା ଜଣେ ବ୍ୟକ୍ତିଙ୍କ ସଂଘର୍ଷମୟ କାହାଣୀ ସେୟାର କରିଛନ୍ତି। What a powerful story. Life…
ଅଧିକ ଖବର ଦେଖନ୍ତୁ...

ମହୁଁଫେଣା ଖାଇବା ଲୋଭରେ ଗଛ ଉପରେ ଚଢ଼ିଲା ଭାଲୁ

ତେନ୍ତୁଳିଖୁଣ୍ଟି : ମହୁଁଫେଣା ଖାଇବା ଲୋଭରେ ଗଛ ଉପରେ ଚଢ଼ି ଭାଲୁ ଫସିଲା। ଏଭଳି ଏକ ରୋଚକ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟ୍ଟା ପଂଚାୟତ ଅନ୍ତର୍ଗତ ଡ଼େଙ୍ଗାଗୁଡ଼ା ଗ୍ରାମରେ। ଗତ ବିଳମ୍ବିତ ରାତ୍ରରୁ ଭାଲୁଟି ଗାଁ ନିକଟରେ ଥିବା ଏକ ସେମିଳି ଗଛ ଉପରେ ଚଢ଼ି ରହିଛି। ଗଛ…
ଅଧିକ ଖବର ଦେଖନ୍ତୁ...

ନିଶା ବେପାରକୁ ବିରୋଧରୁ ପନିକିରେ ଯୁବକଙ୍କୁ ଆକ୍ରମଣ: ପ୍ରତିବାଦରେ ବ୍ୟବସାୟୀ, ବୈଶ୍ୟ ସଂଘ କର୍ମକର୍ତ୍ତାଙ୍କ…

ପୋଲସରା : ସର୍ବସାଧାରଣ ସ୍ଥାନରେ ଗଞ୍ଜେଇ ଓ ମଦ ବେପାରକୁ ବିରୋଧ କରିବାରୁ ଗଞ୍ଜାମ ଜିଲ୍ଲା ପୋଲସରା ସହରର ଜଣେ ବ୍ୟବସାୟୀଙ୍କୁ ଜଣେ ଯୁବକ ଲୁହା ପନିକିରେ ମରଣାନ୍ତକ ଆକ୍ରମଣ କରିଥିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଆହତ ବ୍ୟବସାୟୀଜଣକ ହେ‌ଲେ, ସ୍ବପ୍ବେଶ୍ବର ପାତ୍ର। ଏହି…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ : ବୋରଓ୍ବେଲରେ ଫସିଛି ଶିଶୁ, ୨୪ ଘଣ୍ଟା ପରେ ବି ଉଦ୍ଧାରକାର୍ଯ୍ୟ ଜାରି

ଭୋପାଳ : ମଧ୍ୟପ୍ରଦେଶର ବୈତୁଲର ମାଣ୍ଡଭି ଗ୍ରାମରେ ଏକ ବୋରୱେଲରେ ପଡ଼ିଥିବା ଜଣେ ୬ ବର୍ଷର ବାଳକକୁ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଶିଶୁ ପାଇଁ ପାଇପ ମାଧ୍ୟମରେ ଅମ୍ଳଜାନ ପଠାଯାଉଛି । ତେବେ ଶିଶୁର କଥାବାର୍ତ୍ତା ଶୁଣାଯାଉନଥିବାରୁ ଉଦ୍ଧାରକାରୀଙ୍କ ଚିନ୍ତା ବଢିଯାଇଛି । ଏହା…
ଅଧିକ ଖବର ଦେଖନ୍ତୁ...

ହୃଦଘାତଜନିତ ମୃତ୍ୟୁକୁ ରୋକିବା ପାଇଁ ପ୍ରତିଦିନ ଏହି କାମ କରିବାକୁ କହିଲେ ଡାକ୍ତର

ନୂଆଦିଲ୍ଲୀ: ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଓ ଖାଇବା ଅଭ୍ୟାସ ଯୋଗୁଁ ଦିନକୁ ଦିନ ବିଭିନ୍ନ ପ୍ରକାର ରୋଗ ମଣିଷ ଶରୀରକୁ ମାଡ଼ି ବସୁଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି କି, ପୂର୍ବ ଅପେକ୍ଷା ବର୍ତ୍ତମାନ ହୃଦଘାତରେ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆପର ପ୍ରଦର୍ଶନକୁ ନେଇ ଏଭଳି କଥା କହିଲେ ହରଭଜନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ନଗର ନିଗମ ନିର୍ବାଚନରେ ‘ଆପ୍‌’ ଦିଲ୍ଲୀରେ ଦୀର୍ଘ ୧୫ ବର୍ଷର ବିଜେପି ଶାସନର ମୂଳୋତ୍ପାଟନ କରିଛି। ଆପର ରାଜ୍ୟସଭା ସାଂସଦ ହରଭଜନ ସିଂହ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ନିଜ ପାର୍ଟିର ବିଜୟକୁ ‘ବହୁତ ବଡ଼ ବିଜୟ’ ବୋଲି କହିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା…
ଅଧିକ ଖବର ଦେଖନ୍ତୁ...

ବସ ଦୁର୍ଘଟଣାରେ ଜଣେ ମୃତ

ବରଗଡ଼: ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ବୁଢ଼ାଧରା ଛକରେ ଆଜି ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ରଂଜିତ ଦୀପ (୪୫)। ସୂଚନା ଅନୁସାରେ ଘରୋଇ ଯାତ୍ରୀବାହୀ ବସ୍‌ ‘ଗୌରୀ’ ଦୁର୍ଘଟଣଗସ୍ତ ହେଇଛି। ଏହି ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...