Daily Archives

December 7, 2022

ନିଜର ପୁରୁଣା ରୂପ ଦେଖାଇଲା ତାଲିବାନ : ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ

କାବୁଲ : ୨୦୨୧ରେ ଆଫଗାନିସ୍ତାନକୁ ଅଧିକାର କରିବା ପରେ ପ୍ରଥମ ଥର ପାଇଁ ତାଲିବାନ ନିଜର ପୁରୁଣା ରୂପ ଦେଖାଇଛି । ଜଣେ ବ୍ୟକ୍ତିକୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଏ ସଂପର୍କରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି । ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବୃଷ: ବ୍ୟବସାୟୀ ନିଜର ଜରୁରୀ କାଗଜପତ୍ର ସମ୍ଭାଳି କରି ରଖନ୍ତୁ। କମିସନି କାମ କରୁଥିବା ଲୋକ ସାବଧାନ ରହିବା…
ଅଧିକ ଖବର ଦେଖନ୍ତୁ...

ରୁଷ ଭଳି ଶକ୍ତିଶାଳୀ ଦେଶ ସହ ୧୦ମାସ ହେଲା ଲଢ଼ିବାରେ ସମର୍ଥ ହୋଇଥିବାରୁ ‘ପର୍ସନ ଅଫ ଦ ଇୟର’ ହେଲେ…

ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ହେଲେ 'ପର୍ସନ ଅଫ ଦ ଇୟର-୨୦୨୨'। ବିଶ୍ୱ ପ୍ରସିଦ୍ଧ ପତ୍ରିକା ଟାଇମ୍ ଦ୍ୱାରା ତାଙ୍କୁ ଏହି ସମ୍ମାନ ଦିଆଯାଇଛି।  ଟାଇମ୍ ମାଗାଜିନ୍ ନିଜ କଭର୍ ପୃଷ୍ଠାରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସ୍ଥାନ ଦେଇଛି। ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ଆପଲର ଏହି ଡିଭାଇସ କାରଣରୁ ପ୍ରେମିକ ଦେଉଥିଲା ଧମକ, ମହିଳା କମ୍ପାନି ନାମରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ଆପଲ ଏୟାରଟ୍ୟାଗ ଆପ୍ ବିଭିନ୍ନ  ସାମଗ୍ରୀ ଟ୍ରାକ କରିବାକୁ ତିଆରି କରାଯାଇଛି। ତେବେ ଏହି ଡିଭାଇସର ବହୁ ପରିମାଣରେ ଅପବ୍ୟବହାର ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଆପଲ ଏୟାରଟ୍ୟାଗର ବ୍ୟବହାର ଅନେକ ବ୍ୟବହାରକାରୀ ଲୋକଙ୍କ ଉପରେ ନଜର ରଖିବାକୁ କରୁଛନ୍ତି।  ଏମିତି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଏମସିଡି : ୧୫ବର୍ଷ ପରେ ବିଜେପିର ଦୁର୍ଗ ଛଡ଼ାଇନେଲା ଆପ୍

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି ଏକ ଐତିହାସିକ ବିଜୟ ଆଡ଼କୁ ଅଗ୍ରସର ହେଉଛି । ଏହା ସହିତ ଗତ ୧୫ ବର୍ଷ ଧରି ଏମସିଡିରେ ଚାଲିଥିବା ବିଜେପି ରାଜ୍ ଶେଷ ହୋଇଛି । ଏମସିଡିରେ ମୋଟ ୨୫୦ଟି ଆସନ ଥିବାବେଳେ ସଂଖ୍ୟାଗରିଷ୍ଠତା ପାଇଁ ୧୨୬ଟି…
ଅଧିକ ଖବର ଦେଖନ୍ତୁ...

ସୀମାରେ ଦେଶ ଚିନ୍ତା, ଗାଁରେ ପରିବେଶ ଚିନ୍ତା, ନିଜ ବାହାଘରରେ ଚାରା ବାଣ୍ଟିଲେ ଯବାନ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି। ଜଣେ ପ୍ରକୃତି ପ୍ରେମୀ ଯବାନ ନିଜ ବାହାଘରରେ ଅତିଥି ମାନଙ୍କୁ ଚାରା ବାଣ୍ଟିଛନ୍ତି। ଏପରିକି ଉକ୍ତ ଗଛକୁ ବଞ୍ଚାଇ ରଖିବାକୁ ମଧ୍ୟ ଅତିଥି ମାନଙ୍କୁ ବାରମ୍ବାର କହିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମର ପ୍ରମୋସନ ପାଇଁ ଅଭିନେତ୍ରୀଙ୍କ ପାଦ ଚୁମିଲେ ରାମ ଗୋପାଳ ବର୍ମା

ନୂଆଦିଲ୍ଲୀ: ଦିନେ ବଲିଉଡର ଆଗ ଧାଡ଼ିର ନିର୍ଦ୍ଦେଶକ ଥିବା ରାମ ଗୋପାଳ ବର୍ମା ବର୍ତ୍ତମାନ ତେଲୁଗୁ ସିନେମାରେ ସୀମିତ ରହିଯାଇଛନ୍ତି। ରାମ ଗୋପାଳ ବର୍ମାଙ୍କ ନିଜ ଚଳଚ୍ଚିତ୍ରକୁ ହିଟ୍ କରିବା ପାଇଁ କୌଣସି ସ୍ତରରେ ପ୍ରଚାର କରିବାକୁ ପଛାନ୍ତି ନାହିଁ। ଯେଉଁ କାରଣରୁ ସେ ଅନେକ ଥର ବିବାଦର ଶିକାର…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଉପନିର୍ବାଚନ : ଭୋଟ ଗଣତି ପୂର୍ବରୁ ବଡ଼ଧରଣର ଇଭିଏମ ଅଦଳବଦଳ ଅଭିଯୋଗ

ବରଗଡ଼: ରାତି ପାହିଲେ ପଦ୍ମପୁର ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ହେବ। କିନ୍ତୁ ଏହା ପୂର୍ବରୁ ବଡ଼ଧରଣର ଇଭିଏମ ଅଦଳବଦଳ  ହୋଇଥିବା ଅଭିଯୋଗ ଆସିଛି। ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏହି ଅଭିଯୋଗ ଆଣିଛନ୍ତି। ସେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଭେଟି…
ଅଧିକ ଖବର ଦେଖନ୍ତୁ...

ରୋହିତଙ୍କ ଲଢେଇ ସତ୍ତ୍ବେ ବାଂଲାଦେଶଠାରୁ ୫ ରନରେ ହାରିଲା ଭାରତ

ଢାକା : ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ…
ଅଧିକ ଖବର ଦେଖନ୍ତୁ...

ଦଳ ବିରୋଧୀ କାର୍ଯ୍ୟକଳାପ ହେତୁ ୩୦ଜଣ ନେତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ କଂଗ୍ରେସରେ ଫାଟ। ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ୩୦ଜଣ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ। ବର୍ତ୍ତମାନ ପାଇଁ ଏହି ନେତାମାନଙ୍କୁ ଆସନ୍ତା ୬ବର୍ଷ ପାଇଁ…
ଅଧିକ ଖବର ଦେଖନ୍ତୁ...