Daily Archives

December 8, 2022

ଟିଟିଲାଗଡ-ବିଜୟନଗରମ୍ ରେଳପଥ ପାଇଁ ଜମି ଅଧିଗ୍ରହଣ: ମିଳୁନି ଉଚିତ୍ ପ୍ରାପ୍ୟ, ଭୂଅର୍ଜନ ଅଧିକାରୀଙ୍କୁ ଭେଟିଲେ…

ରାୟଗଡ଼ା: ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳପଥ ନିର୍ମାଣ ପାଇଁ ଚାଲିଛି ଜମି ଅଧିଗ୍ରହଣ ପ୍ରକ୍ରିୟା। ରେଳପଥ ପାଇଁ ରାୟଗଡ଼ା ତହସିଲ କୁଲଜିଙ୍ଗ ଗ୍ରାମର ୧୪ ଗ୍ରାମବାସୀ ଜମି ହରାଉଛନ୍ତି। ପ୍ରଶାସନ ନୋଟିସ୍ ପରେ ଜମି  ଅଧିଗ୍ରହଣ କରିଥିବା ବେଳେ ଉଚି୍‌ତ ପ୍ରାପ୍ୟ ମିଳୁନଥିବାରୁ କୁଲଜିଙ୍ଗ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ନଗର କ୍ରୀଡ଼ା ଉତ୍ସବ: ଉଦ‌ଘାଟନୀ ଦିବସରେ କବାଡ଼ି ଓ ହକି ମ୍ୟାଚ୍‌

ରାଉରକେଲା: ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ରାଉରକେଲା ସହରରେ ଆରମ୍ଭ ହୋଇଛି ନଗର କ୍ରୀଡ଼ା ଉତ୍ସବ । ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଉପ ଆୟୁକ୍ତ ସୁଧାଂଶୁ ଭୋଇ ଆଜି ଏହାକୁ ଆନୁଷ୍ଠାନିକ ଭାବେ ଉଦ‌ଘାଟନ କରିଛନ୍ତି । ଆଜିର…
ଅଧିକ ଖବର ଦେଖନ୍ତୁ...

ଇରାନ : ଜଣେ ଆନ୍ଦୋଳନକାରୀକୁ ଫାଶୀ

ତେହେରାନ : ଇରାନ ସରକାର ପ୍ରଥମ ଥର ପାଇଁ ଜଣେ ଆନ୍ଦୋଳକାରୀକୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଫାଶୀ ପାଇଥିବା ବ୍ୟକ୍ତିଙ୍କ ନାଁ ମେହସିନ ସେକାରି ବୋଲି ଇରାନର ନ୍ୟୁଜ ଏଜେନ୍ସି ତାସନିମ କହିଛି । ଆନ୍ଦୋଳନବେଳେ ଜଣେ ସୁରକ୍ଷାକର୍ମୀଙ୍କୁ ଛୁରୀରେ ଆହତ କରିବା ଏବଂ ତେହେରାନର ରାସ୍ତା ଅବରୋଧ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ: ବୋରଓ୍ବେଲରେ ଫସିଥିବା ବାଳକ ତନ୍ମୟର ନିକଟତର ହେଲେ ଉଦ୍ଧାରକାରୀ ଦଳ

ଭୋପାଳ: ମଧ୍ୟପ୍ରଦେଶର ବୈତୁଲର ମାଣ୍ଡଭି ଗ୍ରାମରେ ଏକ ବୋରୱେଲରେ ଫସିଥିବା ତନ୍ମୟର ନିକଟତର ହୋଇଛି ଉଦ୍ଧାରକାରୀ ଦଳ । ଦୀର୍ଘ ୫୪ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ତନ୍ମୟ ପାଖରେ ପହଞ୍ଚି ପାରିଛନ୍ତି । ବୋରଓ୍ବେଲଟି ୪୦୦ ଫୁଟ ଗଭୀର ହୋଇଥିବାବେଳେ ପିଲାକୁ ବାହାର କରିବା ପାଇଁ ବୋରଓ୍ବେଲ…
ଅଧିକ ଖବର ଦେଖନ୍ତୁ...

ଏବେ ମୋ ବୟସ ବଢ଼ୁଛି, ଆଉ ରୋମାଣ୍ଟିକ କମେଡି ଫିଲ୍ମ କରିବିନି: ରଣବୀର କପୁର

ମୁମ୍ବାଇ: ନିକଟରେ ସୁନ୍ଦର ଶିଶୁକନ୍ୟା ରାହାଙ୍କ ବାପା ହୋଇଥିବା ରଣବୀର କପୁର କାମକୁ ଫେରିଛନ୍ତି। ଫିଲ୍ମର ସୁଟିଂ ଆରମ୍ଭ କରିବା ସହ ‌ରେଡ୍ ସି ଫିଲ୍ମ ଫେଷ୍ଟିଭାଲରେ ନଜର ଆସିଥିଲେ ରଣବୀର କପୁର। ସାଉଦି ଆରବରେ ଆୟୋଜିତ ଏହି ଉତ୍ସବରେ ଭିନ୍ନ ଲୁକରେ ନଜର ଆସିଥିଲେ ରଣବୀର। ଏହି ଇଭେଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ହନିଟ୍ରାପ ଓ ଆପତ୍ତିଜନକ ଭିଡିଓ କରିଥିବା ମାମଲାରେ ଫସିଥିବା ମହିଳା ୟୁଟ୍ୟୁବର ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ୟୁଟ୍ୟୁବର ହନିଟ୍ରାପ୍ ମାଧ୍ୟମରେ ଜଣେ ଘରୋଇ କମ୍ପାନି ମାଲିକଙ୍କୁ ପ୍ରେମ ଜାଲରେ ଫସାଇ ୮୦ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଗୁରୁଗ୍ରାମ୍ ପୁଲିସ ଗତ ସୋମବାର ବିଳମ୍ବିତ ରାତିରେ ୟୁଟ୍ୟୁବରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ : ବିଜେପିକୁ ୧୫୬ଟି ଆସନ, ଭୋଟ ପ୍ରତିଶତ ୫୨%କୁ ବୃଦ୍ଧି

ଗାନ୍ଧିନଗର : ଗୁଜରାଟରେ ଚାଲିଥିବା ଭୋଟ ଗଣତି ପ୍ରାୟତଃ ଶେଷ ହୋଇଛି । ବିଜେପି ୧୫୬ଟି ଆସନରେ ବିଜୟୀ ହୋଇଥିବବେଳେ କଂଗ୍ରେସ ମାତ୍ର ୧୭ଟି ଆସନରେ ବିଜୟୀ ହୋଇଛି । ଆମ ଆଦମୀ ପାର୍ଟି (ଆପ୍ ) ୫ଟି ଆସନରେ ବିଜୟ ହୋଇଛି । ରାଜ୍ୟରେ ବିଜେପିର ଭୋଟ ପ୍ରତିଶତ ୫୨.୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରିୟାଙ୍କ ଓ ବରୁଣଙ୍କୁ ଡେଟ୍ କରିବାର ବହୁ ପୂର୍ବରୁ ଅପୂର୍ବଙ୍କୁ ଡେଟ୍ କରିଥିଲେ ଦିବ୍ୟା, ବ୍ରେକଅପ ପରେ ପୁଣି ମିଶିଲା…

ମୁମ୍ବାଇ: ନିର୍ବନ୍ଧ ପରେ ଚର୍ଚ୍ଚାରେ ବିଗ୍ ବସ୍ ଓଟିଟି ବି‌ଜୟିନୀ ଦିବ୍ୟା ଅଗ୍ରୱାଲ। ଅଭିନେତା ପ୍ରିୟାଙ୍କ ଶର୍ମାଙ୍କୁ ଡେଟ କରିବା ପରେ ଅଭିନେତା ବରୁଣ ସୁଦଙ୍କ ସହ ଲିଭ୍ ଇନରେ ରହିଥିଲେ ଦିବ୍ୟା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ହଠାତ୍ ଦିବ୍ୟା…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ : ୪୫ ଘଣ୍ଟା ପରେ ବି ବୋରଓ୍ବେଲରେ ଫସିଥିବା ବାଳକକୁ ଉଦ୍ଧାର କରାଯାଇପାରି ନାହିଁ

ଭୋପାଳ : ମଧ୍ୟପ୍ରଦେଶର ବୈତୁଲର ମାଣ୍ଡଭି ଗ୍ରାମରେ ଏକ ବୋରୱେଲରେ ପଡ଼ିଥିବା ଜଣେ ୬ ବର୍ଷର ବାଳକ ତନ୍ମୟକୁ ୪୫ ଘଣ୍ଟା ପରେ ବି  ଉଦ୍ଧାର କରାଯାଇପାରିନାହିଁ । ବୋରଓ୍ବେଲଟି ୪୦୦ ଫୁଟ ଗଭୀର ହୋଇଥିବାବେଳେ ପିଲାକୁ ବାହାର କରିବା ପାଇଁ ବୋରଓ୍ବେଲ ସହ ସମାନ୍ତରାଳ ଭାବେ ଏକ ୪୪ ଫୁଟ ଗାତ…
ଅଧିକ ଖବର ଦେଖନ୍ତୁ...

କୋରାପୁଟର ସିଡବ୍ଲୁସି ଅଧ୍ୟକ୍ଷା ହେଲେ ଗାୟତ୍ରୀ ପାତ୍ର

କୋରାପୁଟ: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ରାଜ୍ୟର ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ପଦବg ଘୋଷଣା କରାଯାଇଛି। କୋରାପୁଟ ସିଡ୍ଲୁସିର ଅଧ୍ୟକ୍ଷା ଭାବେ ଜୟପୁର ପାଣିନଳା ସାହିର ଆଇନଜୀବୀ ଗାୟତ୍ରୀ ପାତ୍ରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ସେହିପରି ସଦସ୍ୟ ଭାବେ ମମତା ଦାସ,…
ଅଧିକ ଖବର ଦେଖନ୍ତୁ...