Daily Archives

December 8, 2022

ବାପାଙ୍କୁ କିଡନି ଦେବା ପରେ ରୋହିଣୀଙ୍କ ପ୍ରଥମ ଟ୍ବିଟ, ଲେଖିଲେ…

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ସିଙ୍ଗାପୁରରେ ସଫଳ କିଡନି ପ୍ରତିରୋପଣ ହୋଇଛି। ଝିଅ ରୋହିଣୀ ଆଚାର୍ଯ୍ୟ ବାପାଙ୍କୁ କିଡନି ଦେଇଛନ୍ତି। ରୋହିଣୀଙ୍କର ଏହି ମହାନତା ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। କିଡନି ପ୍ରତିରୋପଣ ପରେ ରୋହିଣୀ ଏକ…
ଅଧିକ ଖବର ଦେଖନ୍ତୁ...

ବେକରେ ରଶି ଦେଇ ଯୁବକଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସଦର ହାଟପଦାସାହିର ଜଣେ ଯୁବକ ବୁଧବାର ମଧ୍ୟ ରାତ୍ରରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛି। ମୃତ ଯୁବକ ଜଣକ ହେମଧର ପାଇକ (୪୦) ବୋଲି ଜଣାପଡିଛି। ଏ ନେଇ ମୃତ ହେମଧରର ସ୍ତ୍ରୀ ଜୟନ୍ତୀ ପାଇକ ଆଜି ସକାଳେ ଡ଼ାବୁଗାଁ ଥାନାରେ ଏତଲା ଦେବା ପରେ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଗଣମାଧ୍ୟମରେ ଯୁବକଙ୍କ ଆପତ୍ତିଜନକ ପୋଷ୍ଟଙ୍କୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା 

ଭଦ୍ରକ: ଗତ ନଭେମ୍ବର ୨୮ ତାରିଖରେ ଭଦ୍ରକର ବହୁଦରଡ଼ା ଅଞ୍ଚଳର ଜଣେ ରୋଗୀ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସି ଆଡ଼ମିସନ ହୋଇଥିଲେ। ମାତ୍ର ସଂପୃକ୍ତ ରୋଗୀଙ୍କୁ ସେଠାରେ ବେଡ ମିଳି ନଥିଲା। ଏହି କଥାକୁ ନେଇ ରୋଗୀଙ୍କର ଜଣେ ସମ୍ପର୍କୀୟ ଯୁବକ ରୋଗୀ ସେବା ଦାୟିତ୍ଵରେ ଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ପ୍ରସବ ଯନ୍ତ୍ରଣା ହେଉଛି କେହି ବିମାନକୁ ଜରୁରୀ ଅବତରଣ କରିଥିଲେ ମହିଳା

ନୂଆଦିଲ୍ଲୀ: ବୁଧବାର ସ୍ପେନର ବର୍ସିଲୋନା ବିମାନବନ୍ଦରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ମୋର‌କ୍କୋରୁ ତୁର୍କି ଯାଉଥିବା ବିମାନରେ ଜଣେ ଗର୍ଭବତୀ ମହିଳା କହିଥିଲେ କି ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଛି। ତେଣୁ ଜରୁରୀକାଳିନ ଭାବେ ବିମାନକୁ ଅବତରଣ କରାଯାଉ। ତେବେ ଯାଞ୍ଚରୁ…
ଅଧିକ ଖବର ଦେଖନ୍ତୁ...

ତୋଫାନରେ ଜଙ୍ଗଲ ଭିତରେ ହଜି ଯାଇଥିବା କୁନି ପିଲା ୬ ଦିନ ପରେ ହେଲା ଉଦ୍ଧାର

 ନୂଆଦିଲ୍ଲୀ: ଥରେ ଭାବନ୍ତୁ ତ ଜଙ୍ଗଲ ଭିତରେ ଆପଣ ଯଦି ଜଙ୍ଗଲୀ ପଶୁଙ୍କ ସହ ଥରେ ରହିଯାଆନ୍ତି ଓ ଫେରିବାକୁ ବାଟ ନପାଆନ୍ତି ତ ଆପଣ କ’ଣ କରିବେ? ଏକ କୁନି ପିଲା ସହ ଏପରି ହୋଇସାରିଛି। କୁନି ପିଲାଟି ଜଙ୍ଗଲ ଭିତରେ ହଜିଯିବାର ୬ ଦିନ ପରେ ମିଳିଛି। ୪ ବର୍ଷର ଏକ କୁନି ପିଲା ଜଙ୍ଗଲକୁ…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶ : ଭୋଟ ଗଣତି ଶେଷ, ୪୦ଟି ଆସନ ସହ ସରକାର ଗଢିବ କଂଗ୍ରେସ, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ

ସିମଲା : ହିମାଚଳ ପ୍ରଦେଶରେ ଭୋଟ ଗଣତି ଶେଷ ହୋଇଛି । କଂଗ୍ରେସ ୪୦ଟି ଆସନରେ ବିଜୟ ସହ ପରବର୍ତ୍ତୀ ସରକାର ଗଢିବା ନିଶ୍ଚିତ କରିଛି । ବିଜେପି ୨୫ଟି ଆସନରେ ବିଜୟ ହାସଲ କରି ବିରୋଧୀ ଦଳରେ ରହିବ । ଅନ୍ଯପକ୍ଷରେ ଆମ ଆଦମି ପାର୍ଟି ଏହି ରାଜ୍ୟରେ ଖାତା ଖୋଲିପାରିନାହିଁ । ବିଜେପି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବିବାହ କରିବାକୁ ଡାକି ପ୍ରେମିକାକୁ ହତ୍ୟା: ପ୍ରଥମେ କେନାଲରେ ଫିଙ୍ଗିଲା, ପରେ କେନାଲରୁ ଆଣି ପୋତିଦେଲା

ଚଣ୍ଡୀଗଡ଼: ବିବାହ କରିବାକୁ ଡାକି ପ୍ରେମିକାକୁ ହତ୍ୟା। ପ୍ରଥମେ ମୃତଦେହକୁ କେନାଲରେ ଫିଙ୍ଗିଲା ଏବଂ ପରେ କେନାଲରୁ ଆଣି ପୋତିଦେଲା ପ୍ରେମିକ। ପଞ୍ଜାବରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପ୍ରେମିକ ବିବାହ କରିବାକୁ ଡାକି ପ୍ରେମିକାକୁ ନିଜ ସାଙ୍ଗମାନଙ୍କ ସହ ମିଶି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ଅସ୍ତ୍ରୋପଚାର କରୁଥିବା ବେଳେ ରୋଗୀ ଫୁଟବଲ ଖେଳର ମଜା ନେଉଛନ୍ତି

ନୂଆଦିଲ୍ଲୀ: ବିଶ୍ବରେ ଫିଫା ଫୁଟବଲ ବିଶ୍ବକପର କ୍ରେଜ ଚାଲିଛି। ଫୁଟବଲର ପ୍ରତ୍ୟେକ ମ୍ୟାଚର ୯୦ମିନିଟକୁ କେହି ବି ହରାଇବାକୁ ଚାହୁଁ ନାହାନ୍ତି। କେହିକେହି ଫୁଟବଲ ପ୍ରେମୀ ଷ୍ଟାଡିୟମ ଯାଇ ଖେଳ ଦେଖିବାକୁ ପସନ୍ଦ କରୁଥିବା ବେଳେ କିଛି ଯୁବକ ଷ୍ଟାଡିୟମ ନିକଟରେ ଏକ ଘରଭଡ଼ା ନେଇଛନ୍ତି। ଯାହାଫଳରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍‌ ବିରୋଧରେ ଅଭିଯୋଗ ନେଇ ପୁଲିସ୍‌ ନିକଟ‌ରେ ପହଞ୍ଚିଲା କୁନି ଝିଅ

ମିରପେଟ୍‌: ଖରାପମାନର ମଧ୍ୟାହ୍ନ ଭୋଜନ ବା ମିଡ୍‌-ଡେ ମିଲ୍‌ ବିରୋଧରେ ଆପଣ ଅନେକ ଅଭିଯୋଗ ଶୁଣିଥିବେ। କେଉଁଠି ପିଲାଙ୍କ ବାପାମାଆ ଅଭିଯୋଗ କଲେଣି ତ ପୁଣି କେଉଁଠି ସ୍ଥାନୀୟ ଲୋକେ। ମାତ୍ର ନିକଟରେ ଏପରି ଏକ ଅଭିଯୋଗ ଆଣି ଚର୍ଚ୍ଚାର ପରିସରକୁ ଆସିଛି ଜଣେ ୪ର୍ଥ ଶ୍ରେଣୀରେ ପଢୁଥିବା କୁନି…
ଅଧିକ ଖବର ଦେଖନ୍ତୁ...

ରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ

ଭୁବନେଶ୍ବର: ରାଜନୀତିରେ ହାରିବା ଓ ଜିତିବା, ନିର୍ବାଚନରେ ଲଢ଼ିବା ଅଲଗା କଥା। କିନ୍ତୁ ଜଣେ ମହିଳାଙ୍କୁ ଅସମ୍ମାନ କରିବା ଅତି ନିନ୍ଦନୀୟ। ବର୍ଷା ସିଂ ବରିହାଙ୍କୁ ଅସମ୍ମାନ କରାଯିବା ପରେ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି- ଜଣେ ବାପା ଭଳି, ଜଣେ ଭାଇ ଭଳି,…
ଅଧିକ ଖବର ଦେଖନ୍ତୁ...