Daily Archives

December 9, 2022

କେନ୍ଦୁପତ୍ରରୁ ୧୮% ଜିଏସଟି ପ୍ରତ୍ୟାହାର ନେଇ ସଂସଦରେ ଦାବି କଲେ ରାଜ୍ୟସଭା ସାଂସଦ

ପାଟଣାଗଡ଼: ନିକଟରେ ପଦ୍ମପୁର ଉପନିର୍ବାଚନ ରେ କେନ୍ଦୁପତ୍ରରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ଲଗାଇଥିବା ନେଇ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ବହୁ ନେତା କହିଥିଲେ। ତେବେ ଏହାକୁ ପ୍ରତ୍ୟାହାର କରିବା ନେଇ ଶୁକ୍ରବାର ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ଦାବି…
ଅଧିକ ଖବର ଦେଖନ୍ତୁ...

ଆନନ୍ଦ ଟପୋ ମୃତ୍ୟୁ ଘଟଣା : ତଦନ୍ତ କରୁଥିବା ଆଇଆଇସିଙ୍କୁ ବର୍ଷେ ଯାଏଁ ଫିଲ୍ଡ ପୋଷ୍ଟିଂ ମନା

କଟକ: ଆନନ୍ଦ ଟପୋ ମୃତ୍ୟୁ ଘଟଣା ଶୁକ୍ରବାର ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲେ ବି ତଦନ୍ତରେ ଅନିୟମିତତା କରାଯାଇଥିବା ଜଣାପଡ଼ିଛି। ଉକ୍ତ ଘଟଣାର ତଦନ୍ତ ଦାୟିତ୍ବ ଭୁବନେଶ୍ବର ଇନଫୋସିଟି ଥାନାଧିକାରୀ ସମିତା ମିଶ୍ର…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକିସ୍ତାନ କ୍ରିକେଟ୍ ସଂପର୍କକୁ ନେଇ କଣ କହିଲେ ଜୟଶଙ୍କର ?

ନୂଆଦିଲ୍ଲୀ : ଯଦି ପଡ଼ୋଶୀ ଆପଣଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇଛନ୍ତି, ତେବେ ଆପଣ କଣ ଆପଣଙ୍କ ପଡ଼ୋଶୀଙ୍କ ସହ କଥା ହେବେ କି ? ପାକିସ୍ତାନ ସହିତ ଆଲୋଚନା କରିବା ଓ କ୍ରିକେଟ ସଂପର୍କ ବାବଦରେ ପଚରାଯାଇଥିବା ଏକ ପ୍ରଶ୍ନର ଏପରି ଉତ୍ତର ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।…
ଅଧିକ ଖବର ଦେଖନ୍ତୁ...

ଇନ୍ଦିରା ଗାନ୍ଧୀଙ୍କଠାରୁ ଭଲ ରହିଛି ମୋଦୀଙ୍କ ଜିତିବା ହାର

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ଗୁରୁବାର ଅର୍ଥାତ୍ ୮ ଡିସେମ୍ବରରେ ଆସିଛି | ଗୁଜୁରାଟରେ ବିଜେପି ବଡ ବିଜୟ ହାସଲ କରିଥିବାବେଳେ ହିମାଚଳ ପ୍ରଦେଶରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି | କିନ୍ତୁ ଏହି ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ପ୍ରଥମ ଥର ଗୋରା ବ୍ୟକ୍ତିଙ୍କୁ ଦେଖି ଆଦିବାସୀଙ୍କର ଥିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ୧୯୯୩ ମସିହାର ବୋଲି କୁହାଯାଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଆଦିବାସୀ …
ଅଧିକ ଖବର ଦେଖନ୍ତୁ...

କୋହଲା ପାଗ ସହ ବର୍ଷା ଭୟ, ଚାଷୀ ମନରେ ଛନକା, ଜିଲ୍ଲାରେ ୩୫% ଜମିରେ ପଡିଛି ଧାନ 

କୋରାପୁଟ: ବାତ୍ୟା ରୂପ ନେଉଥିବା ‘ମଣ୍ଡାସ’ ପାଇଁ ହଠାତ  ପାଗ କୋହଲା  କରିବାରୁ କୋରାପୁଟ ଜିଲ୍ଲା ଛାଷୀଙ୍କ ମନରେ ପଶିଛି ଛନକା। କାଳେ ଅଦିନିଆ ବର୍ଷା ପେଟକୁ ଲାତ ମାରିବ ତାହାକୁ ନେଇ ଦେଖିବାକୁ ମିଳିଥିଲା ଚଳଚଞ୍ଚଳ। ଖରିଫ ଋତୁ ପାଇଁ ଧାନ କିଣା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ରହି…
ଅଧିକ ଖବର ଦେଖନ୍ତୁ...

୨୦୦୦ଥର ଥାନାକୁ କଲ୍ କରି ପୁଲିସକର୍ମୀଙ୍କୁ ଗାଳି ଦେଲେ ବୃଦ୍ଧ, ପରେ…

ନୂଆଦିଲ୍ଲୀ: ୨୦୦୦ଥର ଥାନାକୁ କଲ୍ କରି ପୁଲିସକର୍ମୀଙ୍କୁ ଗାଳି ଦେଲେ ବୃଦ୍ଧ। ଜଣେ ବୃଦ୍ଧ ବ୍ୟକ୍ତି ୯ଦିନରେ ୨୦୦୦ରୁ ଅଧିକ ଥର ପୁଲିସକୁ ଫୋନ କରିଥିଲେ। ସେ ପୁଲିସ ଷ୍ଟେସନକୁ ଫୋନ କରି ପୁଲିସକୁ ଦୁର୍ବ୍ୟବହାର କରିବା ସହ ଗାଳି ଦେଇଥିଲେ। ଏନେଇ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଜଣାପଡ଼ିଛି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ହାଇକମାଣ୍ଡ୍ ବାଛିବେ ହିମାଚଳ ମୁଖ୍ୟମନ୍ତ୍ରୀ

ସିମଲା : ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକ ଦଳ ବୈଠକ ଶୁକ୍ରବାରଦିନ ବସିଥିଲା । ଏହି ବୈଠକରେ ଏକ ଧାଡ଼ିକିଆ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ହାଇକମାଣ୍ଡଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ବାଛିବାର ଅଧିକାର ଦିଆଯାଇଛି । ଏହି ପାହାଡି ରାଜ୍ୟରେ ବିଜୟ ପରେ କଂଗ୍ରେସ ଏବେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପରୀ ହତ୍ୟା ମାମଲାରେ ନାବାଳକ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ

କଟକ: ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାର ଅଭିଯୁକ୍ତକୁ ହାଇକୋର୍ଟ ୧୦ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ୨୦୨୦, ଡିସେମ୍ବର ୨୧ରେ ଗିରଫ ହୋଇଥିବା ନାବାଳକ ଅଭିଯୁକ୍ତକୁ ୧୦ ଦିନ ପାଇଁ ଜାମିନରେ ଛାଡିବାକୁ ନୟାଗଡ଼ ଜିଲ୍ଲା ଓ ଦୌରା ଜଜ୍ ତଥା ଚିଲଡ୍ରେନ୍ସ କୋର୍ଟଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି ଛକରେ ଝିଅଙ୍କୁ ହଇରାଣ କଲେ ଆର ଛକରେ ଗୁଳି ଖାଇବ: ଯୋଗୀ

ଲଖନଉ: ରୋଡ଼ ରୋମିଓଙ୍କ ସହ ଅପରାଧୀଙ୍କୁ ଖୁଲମଖୁଲା ଚେତାବନୀ ଦେଲେ ଯୋଗୀ | ଗୋଟିଏ ଛକରେ ବଦମାସୀ କଲେ ଆର ଛକରେ ଗୁଳି ଖାଇବ | କିଛି ଏଭଳି ଢଙ୍ଗରେ ଯୋଗୀ ଅପରାଧୀଙ୍କୁ ଚେତାବନୀ ଦେଇଛନ୍ତି | ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ କାନପୁରରେ ଏକ ସଭାରେ ଅପରାଧୀଙ୍କୁ…
ଅଧିକ ଖବର ଦେଖନ୍ତୁ...