Daily Archives

December 9, 2022

୫ ବର୍ଷ ହେବ କୋମାରେ ପଡ଼ିଥିବା କନଷ୍ଟେବଳଙ୍କୁ ସାହାଯ୍ୟ କରିବା ବଦଳରେ ପୁଲିସ ବିଭାଗ କରିଛି ନିଲମ୍ବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ କନଷ୍ଟେବଳ ସାଗର ସିଂହ ୫ବର୍ଷ ହେବ ଅସୁସ୍ଥ ହୋଇ କୋମାରେ ପଡ଼ିଛନ୍ତି। ନୋଏଡାରେ ଡିୟୁଟି ସମୟରେ ସେ ଗୁରୁତର ଆହତ ହୋଇଥିଲେ। ସେହି ଦୁର୍ଘଟଣା ପରଠାରୁ ଆଜି ଯାଏଁ ସେ କୋମାରେ ଅଛନ୍ତି। ଉକ୍ତ କନଷ୍ଟେବଳଙ୍କ ନାମ ସାଗର। ସାଗରଙ୍କ ପୂରା ଦାୟିତ୍ବ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟୀ କୌଣସି ବଡ଼ ନିଷ୍ପତ୍ତି ନେବେ। ବୈବାହିକ ଜୀବନ ଖୁସି ଭରା ରହିବ। ବୃଷ: ପାରିବାରିକ ଜୀବନ ଆହ୍ଲାଦିତ ହେବ। କୌଣସି ନୂଆ କାମ ଶିଖିବାର ସୁଯୋଗ ପାଇବେ। ଅନ୍ୟମାନଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ମୋଟାପଣ ପାଇଁ ବସି ବସି ଶୋଉଥିଲେ ଅଦନାନ, ମାତ୍ର ୬ମାସ ବଞ୍ଚିବେ ବୋଲି କହିସାରିଥିଲେ ଡାକ୍ତର

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଅଦନାନ୍ ସାମି ତାଙ୍କର ସୁମଧୁର ସ୍ୱର ପାଇଁ ଜଣାଶୁଣା। ଯେତେବେଳେ ଅଦନାନ୍ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, ସେତେବେଳେ ସେ ବହୁତ ମୋଟା ଥିଲେ। ତାଙ୍କର ଓଜନ ୨୦୦କିଲୋରୁ ଅଧିକ ଥିଲା ଏବଂ ଏହି କାରଣରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି ଛତୁଆରେ ପୋକ: ଗଣମାଧ୍ୟମଙ୍କ ଉପରେ ଚିହିଁକି ଉଠିଲେ ମିଶନ ଶକ୍ତି ସମ୍ପାଦିକା

କଟକ: ଅଙ୍ଗନବାଡ଼ି ଛତୁଆରେ ପୋକ। ଖାଇଲା ବେଳକୁ ଲାଗୁଛି ଗମରା। ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ମହାନଗର ନିଗମ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ଛତୁଆରୁ। ଛତୁଆ କ୍ବାଲିଟିକୁ ନେଇ ପ୍ରଶ୍ନବାଚୀ ଉଠିଥିବା ବେଳେ ସରକାର ଯେତିକି ଟଙ୍କା ଦେଉଛନ୍ତି ସେଥିରେ ଭଲ ଛତୁଆ ତିଆରି ହେବ…
ଅଧିକ ଖବର ଦେଖନ୍ତୁ...

ପୁଟିନଙ୍କୁ ଭେଟିବାକୁ ଯିବେ ନାହିଁ ମୋଦୀ

ନୂଆଦିଲ୍ଲୀ : ଭାରତ ଓ ରୁଷ ମଧ୍ୟରେ ହେଉଥିବା ଦ୍ବିପାକ୍ଷିକ ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋ ଗସ୍ତରେ ଯିବେ ନାହିଁ । ୟୁକ୍ରେନ ଯୁଦ୍ଧ କାରଣରୁ ଏହି ଗସ୍ତକୁ ସ୍ଥଗିତ ରଖାଯିବାର ସମ୍ଭାବନା ରହିଛି । ଭାରତ ଓ ରୁଷ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

୩୮ ବିଧାୟକଙ୍କ ଟିକେଟ କାଟିବା ସତ୍ତ୍ୱେ ଏସବୁ ରଣନୀତି ପାଇଁ ଗୁଜୁରାଟରେ ରେକର୍ଡ କଲା ବିଜେପି

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ବିଜେପି ୧୫୦ ରୁ ଅଧିକ ସିଟ୍ ଜିତି ୧୯୮୫ ମସିହାର ରେକର୍ଡ ଭାଙ୍ଗିଛି। ୧୯୮୫ରେ, ମାଧବ ସିଂ ସୋଲାଙ୍କିଙ୍କ ନେତୃତ୍ୱରେ କଂଗ୍ରେସ ୧୪୯ଟି ଆସନ ଜିତିଥିଲା। ବିଜେପିର ଏହି ଐତିହାସିକ ବିଜୟ ପଛରେ ବ୍ରାଣ୍ଡ ମୋଦୀ ଏବଂ ଶାହା-ପାଟିଲଙ୍କ ରଣନୀତି…
ଅଧିକ ଖବର ଦେଖନ୍ତୁ...

ଅନ୍ତସତ୍ତ୍ବା ମହିଳାଙ୍କ ପେଟରୁ ବାହାରିଲା ୯ଟି ଆଇଫୋନ

ବେଜିଂ: ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସନ୍ଦେହଜନକ ଭାବେ ଜଣେ ଅନ୍ତସତ୍ତ୍ବା ମହିଳାଙ୍କୁ ଅଧିକାରୀମାନେ ଧରିଥିଲେ। ଧରା ପଡ଼ିବା ପରେ ମହିଳାଙ୍କ ପେଟରୁ ୯ଟି ଆଇଫୋନ ବାହାରିଥିବା ଖବର ସାମ୍ନାକୁ ଆସିଛ। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣକ ମାକାଉରୁ ଚାଇନା  ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...

ଅଧିକ ରାଗ ଖାଇବା ପରେ ଜୋରରେ କାଶ ହେବାରୁ ଭାଙ୍ଗିଗଲା ମହିଳାଙ୍କ ୪ଟି ପଞ୍ଜରା ହାଡ

ନୂଆଦିଲ୍ଲୀ: ଅଧିକ ରାଗ ଖାଇବା ପରେ ମହିଳାଙ୍କ ଜୋରରେ କାଶ ହେବାରୁ ଭାଙ୍ଗିଗଲା ୪ଟି ପଞ୍ଜରା ହାଡ। ଚୀନରେ ଘଟିଛି ଏଭଳି ଘଟଣା। ରାଗ ଓ ମସଲାଯୁକ୍ତ ଖାଦ୍ୟ ଅଧିକ ଖାଇବା ପରେ ମହିଳ‌ାଙ୍କ କାଶ ଆରମ୍ଭ ହୋଇଥିଲା। ଜୋରରେ କାଶିବାରୁ ତାଙ୍କର ୪ଟି ପଞ୍ଜରା ହାଡ ଭାଙ୍ଗିଯାଇଥିଲା। ଏକଥା ସେ କିଛି…
ଅଧିକ ଖବର ଦେଖନ୍ତୁ...

ସମାନ ନାଗରିକ ସଂହିତା ବିଲକୁ ନେଇ ରାଜ୍ୟସଭାରେ ହଙ୍ଗାମା

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ସମାନ ନାଗରିକ ସଂହିତା ନାମକ ଏକ ବ୍ୟକ୍ତିଗତ ବିଧେୟକ ବା ବିଲ୍ ଆଗତ ହୋଇଛି । ବିରୋଧୀଦଳଙ୍କ ପ୍ରବଳ ବିରୋଧ ସତ୍ତ୍ବେ ବିଜେପି ସାଂସଦ କିରୋଡ଼ିଲାଲ ମୀନାଙ୍କ ଦ୍ବାରା ଏହି ବିଧେୟକକୁ ଆଗତ କରାଯାଇଛି । ବିରୋଧୀ ମାନେ ଏହାକୁ ଅଟକାଇବାକୁ ଦାବି କରିବା ପରେ…
ଅଧିକ ଖବର ଦେଖନ୍ତୁ...

ସହଜ ହେବ ‘ଲିଜ୍ ହୋଲ୍ଡ’ରୁ ପ୍ରି ହୋଲ୍ଡ୍ ପରିବର୍ତ୍ତନ, କ୍ଷମତା ବିକେନ୍ଦ୍ରୀକରଣ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ଭୂସଂପତି ଖଣ୍ଡିଏର ଚିରଦିନ ମାଲିକାନା ପାଇବା ବହୁଲୋକଙ୍କ ସ୍ୱପ୍ନ । ଏହାକୁ ସାକାର କରିବା ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ଭାବେ ସରକାରଙ୍କ ଠାରୁ ମିଳିଥିବା ଲିଜ୍-ହୋଲ୍ଡ୍ ଜମିର ଫ୍ରି-ହୋଲ୍ଡ୍ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ନିମନ୍ତେ ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...