Daily Archives

December 10, 2022

ଏହି ୪ଟି କାରଣରୁ ମୁଖ୍ୟମନ୍ତ୍ରୀ ଦୌଡରୁ ବାଦ ପଡିଲେ ପ୍ରତିଭା

ଶିମଲା: ହିମାଚଳ ପ୍ରଦେଶରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୪୮ ଘଣ୍ଟା ପରେ କଂଗ୍ରେସ ହାଇକମାଣ୍ଡ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ବରିଷ୍ଠ ନେତା ସୁଖବିନ୍ଦର ସିଂ ସୁଖୁ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ହେବେ। ତେବେ ସୁଖୁଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୋୖଡରେ ପ୍ରତିଭା ସିଂ…
ଅଧିକ ଖବର ଦେଖନ୍ତୁ...

ଜିମେଲ୍ ଅଚଳ ! ସାରା ବିଶ୍ବର ୟୁଜର ପ୍ରଭାବିତ

ନୂଆଦିଲ୍ଲୀ : ଗୁଗୁଲର ଲୋକପ୍ରିୟ ଇ-ମେଲ ସର୍ଭିସ୍ ଜିମେଲ୍ ଶନିବାରଦିନ କିଛି ଘଣ୍ଟା ପାଇଁ ଡାଉନ ହୋଇଯାଇଥିବା ଜଣାପଡ଼ିଛି । ବିଭିନ୍ନ ଓ୍ବେବସାଇଟ୍ ଓ ଆପର କାର୍ଯ୍ୟକାରୀତା ସଂପର୍କରେ ତଥ୍ୟ  ରଖୁଥିବା ସାଇଟ୍ ଡାଉନଡିଟେକ୍ଟର ଡଟକମର ସୂଚନା ଅନୁସାରେ ସଂଧ୍ୟା ୭ଟା ପରଠାରୁ କେତେକ ୟୁଜରଙ୍କ…
ଅଧିକ ଖବର ଦେଖନ୍ତୁ...

ମାଛ ଧରିବା ପାଇଁ ଲଢ଼େଇ: ଗୋଷ୍ଠୀ ସଂଘର୍ଷରେ ୭ ଆହତ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ମାର୍ଥାପୁର ମଲ୍ଲିକ ସାହିରେ କେନାଲରୁ ମାଛ ଧରାକୁ କେନ୍ଦ୍ରକରି ତୁମୁଳ କାଣ୍ଡ ଘଟିଛି। ୨ ପରିବାର ଭିତରେ ଗଣ୍ଡଗୋଳ ଲାଗି ଉଭୟ ପକ୍ଷରୁ ୭ ଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ କୈଳାଶ ଚନ୍ଦ୍ର ମଲ୍ଲିକ (୬୨), ପୀତବାସ…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରଲୋଭନ ଦେଖାଇ ସୋରରୁ ନାବାଳିକାକୁ ଅପହରଣ କରିଥିଲା ଯୁବକ, ଭୁବନେଶ୍ବରରୁ ଗିରଫ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଆକୁଳି ଗ୍ରାମର ଜଣେ ନାବାଳିକାକୁ ଇନଷ୍ଟାଗ୍ରାମରେ ପ୍ରେମକରି ଅପହରଣ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଆୟତପୁର ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆୟତପୁର ଗ୍ରାମର ସୁନିଲ ନାୟକଙ୍କ ପୁଅ ପ୍ରଶାନ୍ତ ନାୟକ…
ଅଧିକ ଖବର ଦେଖନ୍ତୁ...

ନିଜ ଠାରୁ ୩୦ ବର୍ଷ ସାନ ଛାତ୍ରୀଙ୍କୁ ପ୍ରେମ କରି ମନ୍ଦିରରେ ବିବାହ କଲେ ୫୦ ବର୍ଷୀୟ ଶିକ୍ଷକ

ପାଟ୍‌ନା: ବିବାହର ସମସ୍ତିପୁରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୫୦ ବର୍ଷୀୟ ଜଣେ ଶିକ୍ଷକ ପ୍ରେମ କରି ତାଙ୍କର ୨୦ ବର୍ଷୀୟା ଜଣେ ଛାତ୍ରୀଙ୍କୁ ବିବ‌ାହ କରିବା କଥା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଘଟିବା ପରେ ଲୋକଙ୍କୁ ଜୁଲି ଓ ମଟୁକନାଥଙ୍କ ପ୍ରେମ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୧ରେ ବାରବାଟୀରେ ହକି ବିଶ୍ୱକପ ଉତ୍ସବ ଆୟୋଜନ: ସମୀକ୍ଷା କଲେ କ୍ରୀଡ଼ା ଅଧିକାରୀ

କଟକ: ପୁରୁଷ ହକି ବିଶ୍ୱକପ୍ ଉତ୍ସବ ପାଇଁ ସିଲଭର ସିଟି କଟକ ପ୍ରସ୍ତୁତ ହୋଇଯାଇଛି। ଏହାର ସଫଳ ଆୟୋଜନ ପାଇଁ ବାରବାଟୀ ଷ୍ଟାଡିୟମରେ ଆଜି  ପ୍ରସ୍ତୁତି ବୈଠକ ହୋଇଛି। ୨୦୨୨ ଜାନୁଆରି ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ହକି ବିଶ୍ୱକପ ଉତ୍ସବ ଆୟୋଜନ ହେବ। ଏହାକୁ ନେଇ ଘନ ଘନ ବୈଠକ…
ଅଧିକ ଖବର ଦେଖନ୍ତୁ...

ଘାଟିରେ ବାଜିଲା ସାହାନାଇ, ମୁମ୍ବାଇରୁ ଯାଇ କଶ୍ମୀରରେ ବିବାହ କଲେ ଦମ୍ପତ୍ତି

ଶ୍ରୀନଗର: ଆପଣ ନିଶ୍ଚିତ ଭାବରେ କଶ୍ମୀରର ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କୁ ଦେଖିଥିବେ ଏବଂ କଶ୍ମୀରର ସୌନ୍ଦର୍ଯ୍ୟର ଫଟୋ ବି ଆପଣଙ୍କ ମନ ମୋହିଥିବ | କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବିବାହ ଖବର କହିବାକୁ ଯାଉଛୁ | କଶ୍ମୀରର ପହଲଗାମରେ ମୁମ୍ବାଇରୁ ଆସିଥିବା ଏକ ଦମ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନିୟର ସ୍ୱାମୀଙ୍କ କଳାକାରନାମା : ସାଙ୍ଗମାନଙ୍କ ସହିତ ସମ୍ଭୋଗ ପାଇଁ ପତ୍ନୀଙ୍କୁ ବାଧ୍ୟ କରୁଥିଲେ; ସୁଟିଂ…

ବେଙ୍ଗାଲୁରୁ: ଜନୈକ ସଫ୍‌ଟେଓ୍ଵର୍‌ ଇଞ୍ଜିନିୟର ସ୍ୱାମୀଙ୍କ କଳାକାରନାମାକୁ ସାମନାକୁ ଆଣିଛନ୍ତି ତାଙ୍କର ପତ୍ନୀ। ତାଙ୍କୁ ନିଜ ସାଙ୍ଗମାନଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ  ସେସମୟର ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକମେଲ୍‌ କରୁଥିବା ପୁଲିସ ଅଭିଯୋଗ ନିକଟରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଆପାର୍ଟମେଣ୍ଟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ, କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ନେଲେ ପ୍ରଶିକ୍ଷଣ

ଭୁବନେଶ୍ଵର ନନ୍ଦନକାନନ ରୋଡରେ ଥିବା ଜେଡ୍‌୧ ଆପାର୍ଟମେଣ୍ଟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କରାଯାଇଛି। ଯଦି ବଡ଼ ଆପାର୍ଟମେଣ୍ଟରରେ ଅଗ୍ନିକାଣ୍ଡ ହୁଏ ତେବେ ଲାଗିଥିବା ନିଆଁକୁ କିପରି ଲିଭା ହୋଇପାରିବ ସେ ନେଇ ମକ ଡ୍ରିଲ କରାଯାଇଛି। ନିଆଁ ଲାଗିବା ପରେ ସେଠାକାର କର୍ମଚାରୀ ଓ…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆ ବିମାନରେ ସାପ ! ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ଦୁବାଇ : କେରଳର କାଲିକଟରୁ ଦୁବାଇ ଯାଇଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏକ ସାପ ମିଳିଛି । ବିମାନଟି ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ତାହାର କାର୍ଗୋ ହୋଲଡ୍ ( ଜିନିଷପତ୍ର ରଖାଯାଉଥିବା ସ୍ଥାନ)ରେ ସାପଟିକୁ ଦେଖିବାକୁ ମିଳିଥିଲା । ସାପ ଦେଖାଯିବା ପରେ ବିମାନ…
ଅଧିକ ଖବର ଦେଖନ୍ତୁ...