Daily Archives

January 1, 2023

ମାଟିରେ ମିଶି ଇତିହାସ ପୃଷ୍ଟାରେ ସ୍ଥାନ ପାଇଲା ଶ୍ରୀକ୍ରୀଷ୍ଣା ଟକିଜ୍

ଜୟପୁର: ଦିନ ଥିଲା ଜୟପୁର ସହରରେ ପ୍ରମୁଖ ସିନେମା ହଲ ମଧ୍ୟରେ ପରିଗଣିତ ହେଉଥିବା ଶ୍ରୀକ୍ରୀଷ୍ଣା ଟକିଜକୁ ସଂପୂର୍ଣ୍ଣ ରୁପେ ଭାଙ୍ଗିଦିଆଯାଇଛି। ଗୋଟିଏ ଇତିହାସର ଅବସାନ ଘଟିବା ସହ ହଲ ସଂପୁର୍ଣ୍ଣ ମାଟିରେ ମିଶି ଯାଇଛି। ନୂଆ ପିଢ଼ୀ କେବଳ ଜନଶ୍ରୁତିରେ ହିଁ ଜାଣିପାରିବେ ଯେ ସେ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ଗଧିଆ ଭଳି ଦିଶିବାକୁ ଖର୍ଚ୍ଚ କଲେ ୧୮ ଲକ୍ଷ ଟଙ୍କା, ପିଲାଦିନରୁ ସ୍ୱପ୍ନ ଥିଲା ବୋଲି କହିଲେ ଯୁବକ

ନୂଆଦିଲ୍ଲୀ: ଦୁନିଆରେ କିଛି ଲୋକ ଏଭଳି କିଛି କାର୍ଯ୍ୟ କରନ୍ତି, ଯେଉଁଥିପାଇଁ ସେମାନେ ଚର୍ଚ୍ଚାର ପରିସରକୁ ଆସିଯାଇଥାନ୍ତି | ଜାପାନରେ ରହୁଥିବା ଜଣେ ଯୁବକ ଏପରି କିଛି କାର୍ଯ୍ୟ କରିଛନ୍ତି। ବାସ୍ତବରେ ଯୁବକ ଜଣକ ଏକ ଜନ୍ତୁ ଭଳି ଦେଖାଯିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ସମସ୍ତେ…
ଅଧିକ ଖବର ଦେଖନ୍ତୁ...

ଜିରୋନାଇଟ୍ ସେଲିବ୍ରେସନ୍ ଧୁମ; ନୂଆବର୍ଷରେ ଶାମ୍ବ ଦଶମୀକୁ ବି ମାନିଲେନି, ଅମିଷ ବଜାରରେ ୧୦ଲକ୍ଷର ବେପାର

ଜୟପୁର: ଗତ ଦୁଇବର୍ଷ ଧରି କରୋନା କଟକଣା ପାଇଁ ଲୋକେ ଠିକ ଭାବେ ଜିରୋନାଇଟ୍ ସେଲିବ୍ରେସନ୍ ଓ ନୂଆବର୍ଷକୁ ହର୍ଷଉଲ୍ଲାସର ସହ ପାର୍ଟି ଆୟୋଜନ କରି ପାଳନ କରି ପାରିନଥିଲେ। ପୁଣି ବିଏଫ-୭ଭେରିଆଣ୍ଟ ଆସୁଥିବା ଏବଂ ନୂଆବର୍ଷରେ କିଛି କଟକଣା ସରକାର ଜାରୀ କରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଗତ…
ଅଧିକ ଖବର ଦେଖନ୍ତୁ...

ଭଲରେ କଟିଲା ପ୍ରଥମ ଦିନ, ଧୁମଧାମରେ ପାଳିଲେ ନୂତନ ବର୍ଷ

ଭଞ୍ଜନଗର: ନାଚଗୀତ ଓ ଭୋଜିଭାତର ଆସର, ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଭିତରେ ଇ˚ରାଜୀ ନବବର୍ଷ ୨୦୨୩କୁ ସମସ୍ତେ ସ୍ବାଗତ ଜଣାଇଛନ୍ତି। ନୂଆବର୍ଷର ପ୍ରଥମ ଦିନକୁ ନିଆରା ଭାବେ ପାଳନ କରିବାର ମଉକାକୁ ହାତଛଡା କରି ନାହାନ୍ତି ଲୋମାନେ। ଗତକାଲି ବିଳମ୍ବିତ ରାତିରେ କେକ୍ କାଟିବା ସହ ବାଣ ଫୁଟାଇ…
ଅଧିକ ଖବର ଦେଖନ୍ତୁ...

ବାଇକକୁ ଧକ୍କା ଦେଇ ଟ୍ରକକୁ ପିଟିଲା ଟ୍ରକ: ୯ ମୃତ

ଶିକାର: ଏକ ମୋଟରସାଇକେଲକୁ ଧକ୍କା ଦେଇ ଟ୍ରକ ଦେହରେ ଗୋଟିଏ ଟ୍ରକ ପିଟି ହୋଇ ୯ଜଣଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନର ଶିକାର ଅଞ୍ଚଳର ପାଲସାନା ରୋଡରେ ରବିବାର ଅପରାହ୍ନରେ ଏହି ଘଟଣା ଘଟିଛି। ଶିକାର ଜିଲ୍ଲା ଏଏସପି ରତନ ଲାଲ ଭରଗାଭା କହିଛନ୍ତି ଯେ, ଏକ ପିକଅପ ଟ୍ରକ ୧୪ ଜଣ ଯାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ଆଲିଆ ପିନ୍ଧିଲେ ୭୦ ହଜାର ଟଙ୍କାର ଡ୍ରେସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ସକାଳେ ନୂଆବର୍ଷ ୨୦୨୩ ସେଲିବ୍ରେସନର ଫଟୋ ସେୟାର କରିଛନ୍ତି | ଏହି ସମୟରେ ଆଲିଆ ଭଟ୍ଟଙ୍କୁ ଏକ ନାଇଟ୍ ଶୁଟ୍ ପ୍ରକାରର ପୋଷାକରେ ଦେଖିବାକୁ ମିଳିଛି | କିନ୍ତୁ ଆଲିଆ ପିନ୍ଧିଥିବା ଏହି ପୋଷାକର ଦାମ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ |…
ଅଧିକ ଖବର ଦେଖନ୍ତୁ...

ଏହିବର୍ଷ ୯ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ, ଜାଣନ୍ତୁ କେଉଁ ସବୁ ରାଜ୍ୟରେ ହେବ ସେମିଫାଇନାଲ

ନୁଆଦିଲ୍ଲୀ: ଚଳିତବର୍ଷ(୨୦୨୩)ରେ ଦେଶରେ ରାଜନୈତିକ ତାତି ଲାଗିରହିବ | ବାସ୍ତବରେ ଚଳିତ ବର୍ଷ ୯ଟି ରାଜ୍ୟରେ ଗୋଟିଏ ପରେ ଗୋଟିଏ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୨୪ ମସିହାରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ | ଏଭଳି ପରିସ୍ଥିତିରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଦିଲୀପଙ୍କ ହାତରେ ହକି ଷ୍ଟିକ୍‌; ହକି ଭିତ୍ତିଭୂମି ପରଖିଲେ, କୁନି ପିଲାଙ୍କୁ ଗୁରୁମନ୍ତ୍ର ଫୁଙ୍କିଲେ

ରାଉରକେଲା: ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲୀପ ତିର୍କୀ ବର୍ଷର ଶେଷ ଦିନରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଭିତ୍ତିଭୂମିର ସ୍ଥିତି ପରଖିଛନ୍ତି। ଶ୍ରୀ ତିର୍କୀ ରାଜଗାଙ୍ଗପୁର କୁକୁଡ଼ା ପଞ୍ଚାୟତ ଓ କୁଆରମୁଣ୍ଡା ବ୍ଲକ କୁନମୁର ପଞ୍ଚାୟତରେ ନବନିର୍ମିତ ଆଷ୍ଟ୍ରୋଟର୍ଫ‌୍ ହକି ପଡ଼ିଆର ସ୍ଥିତି ଅନୁଧ୍ୟାନ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଫାଶରେ ପୁଣି ପଡିଲା ବାଘ; ଅନୁଗୁଳ ବନଖଣ୍ଡରୁ ହେଲା ଉଦ୍ଧାର, ପେଟରେ ହୋଇଛି ଘା

ଅନୁଗୁଳ: ଫାଶରେ ପୁଣି ପଡିଲା ବାଘ। ଦୀର୍ଘ ଘଣ୍ଟା କାଳ ମୃତ୍ୟୁ ସହ ସଂଗ୍ରାମ ପରେ ହେଲା ଉଦ୍ଧାର। ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ବଲଙ୍ଗ ପଂଚାୟତ ଅଞ୍ଚଳରେ ଆଜି ଏମିତି ଏକ ଘଟଣା ଘଟିଛି। ବାଘର ପେଟରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାକୁ ସାତକୋଶିଆ ଅଭୟାରଣ୍ୟ ରାଇଗୁଡା ସ୍ଥିତ ଏନକ୍ଲୋଜର…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ଘର ସମ୍ମୁଖରେ ପ୍ରେମିକଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଦୁଆନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କ ଘର ସମ୍ମୁଖରେ ପ୍ରେମିକଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ କୁମପଥର ଗାଁର ବୋଲି ଜଣାପଡ଼ିଛି। ଯୁବକଙ୍କ ପେଟରେ ଗଭୀର ଆଘାତ ଲାଗିଛି। ଯୁବକ ଜଣକ ନିଜ ପେଟରେ ଛୁରି ଭୁସି ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...