Daily Archives

January 3, 2023

୧୬ରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ : ବଢିପାରେ ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ଜାନୁଆରୀ ୧୬-୧୭ ରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏଥିରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରାଯିବାର ସମ୍ଭାବନା ରହିଛି । ଦଳୀୟ ସୁତ୍ରରୁ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ନେପାଳରୁ ଧରାପଡିଲା ଭାରତୀୟ ନାଗରିକ

କାଠମାଣ୍ଡୁ: ଆଜି ନେପାଳର ଅରଗଖାଞ୍ଚି ଜିଲ୍ଲାରୁ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯୋଗ ମୁତାବକ ଏହି ଭାରତୀୟ ନାଗରିକ ଜଣକ ଜଣେ ମହିଳାଙ୍କୁ ହତ୍ୟା କରିଥିବାର ଜଣାପଡିଛି | ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଯୁବକଙ୍କ ନାମ ହେଉଛି ସୁଶାନ୍ତ ସିଂ ଏବଂ ସେ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟା‌ଲରେ ଥିବା ପନ୍ତଙ୍କ ପାଇଁ ସ୍ବତନ୍ତ୍ର ଭିଡିଓ ମେସେଜ ପଠାଇଲା ଭାରତୀୟ ଟିମ

ନୂଆଦିଲ୍ଲୀ: ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ। ଏବେ ତାଙ୍କୁ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ବିସିସିଆଇ ପନ୍ତଙ୍କ ପାଇଁ ଏକ ସ୍ବତନ୍ତ୍ର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଚିହ୍ନନ୍ତୁ ଏହି ବାଳକଙ୍କୁ, ଯିଏ ନିଜ ଅଭିନୟରେ ତିନିଜଣ ଖାନଙ୍କୁ ପଛରେ ପକାଇଛନ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବାଳକ ତାଜମହଲ ସମ୍ମୁଖରେ ବସିଥିବାର ନଜର ଆସୁଛନ୍ତି। ତେବେ ବାଳକ ଜଣକ ବସିଥିବା ଏହି କଳା ଏବଂ ଧଳା ଫଟୋକୁ ଏକ ଷ୍ଟୁଡିଓରେ ଉଠା ଯାଇଥିବା ବେଳେ ଯାହାର ପଛପାର୍ଶ୍ବରେ ଏକ ତାଜମହଲର ପୋଷ୍ଟର ଥିବା…
ଅଧିକ ଖବର ଦେଖନ୍ତୁ...

ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସାମ୍ବାଦିକ ଦମ୍ପତି

ମାଲକାନଗିରି: ନୂତନ ବର୍ଷ ଆରମ୍ଭ ରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଜଣେ ଗରିବ ବୃଦ୍ଧ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସାମ୍ବାଦିକ ଦମ୍ପତି। ମାଲକାନଗିରି ପୌର ପରିଷଦ ଅଧିନସ୍ଥ କୁମ୍ଭାର ସାହିର ଗରିବ ବୃଦ୍ଧ ଯକ୍ଷ୍ମା ରୋଗୀ ଧନପତି ଖରାଙ୍କୁ ଜିଲ୍ଲାର ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ହନୁମାନ ମୁଦ୍ରା କାରବାର କରୁଥିବା ରାକେଟର ପର୍ଦ୍ଦାଫାସ୍‌: ୩୦ଲକ୍ଷରୁ ଊର୍ଦ୍ଧ୍ବ ଠକି ଥିବା ତିନି ଜଣିଆ ଗ୍ୟାଙ୍ଗକୁ…

ରାଇରଙ୍ଗପୁର: ହନୁମାନ ମୁଦ୍ରାର ଲୋଭ ଦେଖାଇ ଓ ଦୁଇ ତିନି ବର୍ଷରେ ଟଙ୍କା ଦ୍ଵିଗୁଣିତ ହେବା କହି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ଥିବା ଅଭିଯୋଗରେ ତିନିଜଣ ଠକକୁ ଗିରଫ କରିଛି ପୁଲିସ। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରୁ। ସୂଚନା ଅନୁଯାୟୀ, ତିରିଂ ଥାନା…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍ ଚଳାଚଳ ବ୍ୟାହତ: ଅଟକିଲା ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍‌

କୋରାପୁଟ: ବିଦ୍ୟୁତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କୋରାପୁଟ ରେଳଷ୍ଟେସନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ତିନି ଘଣ୍ଟା ଧରି ବାଟରେ ଅଟକି ଥିବା ହୀରାଖଣ୍ଡ ଏକ୍ସପ୍ରେସକୁ ଡିଜେଲ୍ ଇଞ୍ଜିନ ସହାୟତାରେ କୋରାପୁଟ ଷ୍ଟେସନକୁ ଅଣାଯାଇଛି ‌। ଅନ୍ୟପଟେ ଡୁମୁରିପୁଟ ଷ୍ଟେସନରେ ଅଟକିଛି ସମଲେଶ୍ଵରୀ…
ଅଧିକ ଖବର ଦେଖନ୍ତୁ...

ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କାକୁ ୨ ରନରେ ହରାଇଲା ଭାରତ

ମୁମ୍ବାଇ : ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୨ ରନରେ ହରାଇଦେଇଛି ଭାରତ । ଭାରତ ଦ୍ବାରା ରଖାଯାଇଥିବା ୧୬୩ ରନ ଜବାବରେ ଶ୍ରୀଲଙ୍କା ୧୬୦ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦାସୁନ ସନକା ୪୫ ରନ, କୁଶଲ ମେଣ୍ଡିସ ୨୮ରନ ଓ ଚମିକା…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ବାଘଛାଲ ଜବତ, ଜଙ୍ଗଲରେ ଚାଲିଥିଲା ଡିଲ୍‌

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଜି ବୌଦ୍ଧ ଜିଲ୍ଲାର ଏକ ନିଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରି ଗୋଟିଏ ମହାବଳ ବାଘଛାଲ ଏବଂ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି । ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏନେଇ…
ଅଧିକ ଖବର ଦେଖନ୍ତୁ...

କାନ୍ତାରାରେ ବନ ଅଧିକାରୀ ଭୂମିକାରେ ଅଭିନୟ କରିଥିବା କିଶୋର କୁମାରଙ୍କ ଆକାଉଣ୍ଟକୁ ସ୍ଥଗିତ କଲା ଟ୍ୱିଟର

ମୁମ୍ବାଇ: ୱେବ ସିରିଜ୍ 'ସି', 'ଦି ଫ୍ୟାମିଲି ମ୍ୟାନ୍' ଏବଂ ୨୦୨୨ ବର୍ଷର ହିଟ ଚଳଚ୍ଚିତ୍ର ‘କାନ୍ତାରା’ରେ ପୁଲିସ ଅଫିସର ଭୂମିକାରେ ଅଭିନୟ କରିଥିବା କିଶୋର କୁମାରଙ୍କ ଟ୍ୱିଟର ଆକାଉଣ୍ଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପ୍ରକୃତରେ ଟ୍ୱିଟର ସେହି ଆକାଉଣ୍ଟଗୁଡ଼ିକୁ ସାମୟିକ ଭାବେ ସ୍ଥଗିତ…
ଅଧିକ ଖବର ଦେଖନ୍ତୁ...