Daily Archives

January 4, 2023

ଗୋପାଳପୁର ମହୋତ୍ସବ ପରେ ସଫେଇକୁ ଭୁଲିଗଲେ

ଗୋପାଳପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ଡିସେମ୍ବର ୨୪ରୁ ୫ଦିନ ଧରି ଗୋପାଳପୁର ବେଳାଭୂମି ମହୋତ୍ସବର ଆୟୋଜନ କରି ପ୍ରଶଂସା ସାଉଁଟିଲା। ନାମୀ କଳାକାର, କଣ୍ଠଶିଳ୍ପୀଙ୍କୁ ଆଣି ଲୋକଙ୍କୁ ମନୋରଂଜନ କରାଇଲା। ହଜାର ହଜାର ସଂଖ୍ୟାରେ ଦର୍ଶକ ଏଥିରେ ଅଂଶଗ୍ରହଣ କରି ମହୋତ୍ସବର ମଜା ଉଠାଇଲେ।…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ବୋମାଇ ମୋଦୀଙ୍କ କୁକୁର ଛୁଆ : ସିଦ୍ଧରାମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ବିରୋଧୀଦଳ ନେତା ସିଦ୍ଧରାମୈୟା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପପି (କୁକୁର ଛୁଆ) ବୋଲି କହିବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି  । ଏହାର ଜବାବ ଦେଇ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭେଟେରାନ କଂଗ୍ରେସ ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ରାଉରକେଲା ଗସ୍ତରେ ମୁତୟନ ହେବେ ୩୬ ପ୍ଳାଟୁନ୍‌ ପୁଲିସ ଫୋର୍ସ

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ରାଉରକେଲା ଗସ୍ତକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବାସନ୍ତୀ କଲୋନି ଡିଏଭି ପୋଖରୀ, ରାଉରକେଲା ବିମାନ ବନ୍ଦର ସମେତ ଅନ୍ୟାନ୍ୟ ସ୍ଥାନରେ ମୋଟ ୩୬ ପ୍ଲାଟୁନ୍‌ ପୁଲିସ…
ଅଧିକ ଖବର ଦେଖନ୍ତୁ...

ବିଜୁଳି ଚାଲିଯିବାରୁ ଚା’ପତି ବଦଳରେ କ୍ଷୀରରେ ମୂଷା ମରା ଔଷଧ ପକାଇଦେଲେ ଯୁବତୀ, ତା’ପରେ…

ଚନ୍ଦୌଲି: ବିଜୁଳି ଚାଲିଯିବାରୁ ଚା’ପତି ବଦଳରେ କ୍ଷୀରରେ ମୂଷା ମରା ଔଷଧ ପକାଇଦେଲେ ଯୁବତୀ। ଏହି ଚା’ ପିଇ ଯୁବତୀଙ୍କ ପରିବାରର କିଛି ସଦସ୍ୟ ଏବେ ଡାକ୍ତରଖାନାରେ ଭର୍ତ୍ତି ଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶର ଚନ୍ଦୌଲିରେ ଘଟିଛି ଏଭଳି ଘଟଣା। ଚା’ ତିଆରି କରୁଥିବାବେଳେ ଜଣେ ଯୁବତୀ ଚା’ ପତି…
ଅଧିକ ଖବର ଦେଖନ୍ତୁ...

ଶୋଇଥିବା ଅବସ୍ଥାରେ ଘରୁ ନବଜାତକୁ ଉଠାଇ ନେଇ ଏଭଳି ଅବସ୍ଥା କଲା ମାଙ୍କଡ଼

ଲକ୍ଷ୍ମୌ: ଉତ୍ତରପ୍ରଦେଶରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୨ମାସର ନବଜାତ ଘରେ ଶୋଇଥିବା ବେଳେ ମାଙ୍କଡ଼ ଉଠାଇ ନେଇ ତଳେ କଚାଡ଼ି ମାରି ଦେଇଛି। ଏଭଳି ଘଟଣା ପରେ ଗ୍ରାମରେ ଶୋକକୂଳ ପରିବେଶ ଦେଖା ଦେଇଥିବା ବେଳେ ନବଜାତ ଶିଶୁର ମା’ ନିଜ ପିଲାକୁ ହରାଇ ପାଗଳପ୍ରାୟ ହୋଇପଡ଼ିଛନ୍ତି। ଏଭଳି…
ଅଧିକ ଖବର ଦେଖନ୍ତୁ...

ଆହତ ହେବା ଯୋଗୁଁ  ୨ୟ ଟି-୨୦ରୁ ବାଦ ପଡ଼ିପାରନ୍ତି ସଂଜୁ ସାମସନ

ମୁମ୍ବାଇ : ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଶ୍ରୀଲଙ୍କା ବିରୁଦ୍ଧ ୨ୟ ଟି-୨୦ ନ ଖେଳିବାର ଆଶଙ୍କା ରହିଛି । ପ୍ରଥମ ଟି-୨୦ରେ ସେ ଆହତ ହେବା ପରେ ସେ ଟିମ ସହିତ ପୁଣେ ଯାତ୍ରା କରିନାହାନ୍ତି । ଚିକିତ୍ସା ପାଇଁ ସେ ମୁମ୍ବାଇରେ ଅଛନ୍ତି । ପ୍ରଥମ ଟି-୨୦ରେ ଫିଲଡିଂ କଲାବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜବରଦଖଲରେ ବିଧବା ମହିଳାଙ୍କ ଜମି; କୋର୍ଟ ଆଦେଶ ସତ୍ତ୍ବେ ଦଖଲ ମିଳିନି, ଏତଲା ଗ୍ରହଣ କରୁନି ପୁଲିସ

ସୁନ୍ଦରଗଡ଼: ଜବରଦଖଲରେ ବିଧବାଙ୍କ ଘରଡିହ। ପୁଲିସ ବିଭାଗରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ ତାକୁ କବଜା କରି ଘର ତିଆରି କରୁଛନ୍ତି। ଏହି କାରଣରୁ ବିଧବା ଦେଉଥିବା ଏତଲାକୁ ପୁଲିସ ଗ୍ରହଣ କରୁ ନାଧହିଁ। ଏପରିକି ଜମିର ଦଖଲ ଦେବାକୁ କୋର୍ଟ ଆଦେଶ କରିଥିଲେ ମଧ୍ୟ ପ୍ରଶାସନ ତାକୁ କାର୍ଯ୍ୟକାରୀ କାରି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ ରାଉରକେଲାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ 

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଗୁରୁବାର) ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟା ୨୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ବାହାରିବେ। ସାଢ଼େ ୧୧ଟାରେ ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

୧୧ ହଜାର ପିଏଫ୍‌ ପାଇଁ ୪୬ ବର୍ଷର ସଂଘର୍ଷ

ରାଉରକେଲା: ମାତ୍ର ୧୧ ହଜାର ଟଙ୍କା ପିଏଫ୍‌ ପାଇଁ ୪୬ ବର୍ଷ ଧରି ସଂଘର୍ଷ ଜାରି ରଖିଛନ୍ତି ରାଉରକେଲାର ପିସି ଜୈନ। ସେ ଆର୍‌ଏସ୍‌ପି ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଚାକିରି କରୁଥିଲେ। ତାଙ୍କ କହିବାନୁଯାୟୀ ହାଇକୋର୍ଟ ଓ ପିଏଫ୍‌ କମିସନର ତାଙ୍କ ପକ୍ଷରେ ରାୟ ଦେଇଛନ୍ତି। ତଥାପି ତାଙ୍କୁ ବକେୟା…
ଅଧିକ ଖବର ଦେଖନ୍ତୁ...

୧୯ ଟଙ୍କାରେ ତିନି ମାସର ଭାଲିଡିଟି: ବିଏସଏନଏଲର ଏହି ପ୍ୟାକ କରିଦେବ ସମସ୍ତଙ୍କର ଛୁଟି

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍ ଅର୍ଥାତ୍ ବିଏସଏନଏଲ ଦେଶର ଅନ୍ୟତମ ବଡ ଟେଲିକମ୍ ଅପରେଟର ହୋଇଥିବାବେଳେ ଏହା ରିଲାଏନ୍ସ ଜିଓ, ​​ଏୟାରଟେଲ ଏବଂ ଭି ସହ ପ୍ରତିଯୋଗିତା କରିଥାଏ | କିନ୍ତୁ ଏଥର ବିଏସଏନଏଲ ଏମିତି ଏକ ରିଚାର୍ଜ ପ୍ୟାକ ଆଣିଛି ଯାହା ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...