Daily Archives

January 5, 2023

ପ୍ରକାଶ ହେଲା ଇଲେକ୍ଟୋରାଲ୍ ରୋଲ-୨୦୨୩: ମାଲକାନଗିରିରେ ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ମହିଳା

ମାଲକାନଗିରି: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଭୋଟର ତାଲିକା-୨୦୨୩କୁ ପ୍ରକାଶନ କରାଯାଇଛି।ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂହଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ତାଲିକା ପ୍ରଦାନ କରାଯାଇଛି। ଉତ୍ତମ ଭାବରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଏଭଳି କହିବାରୁ ମତେ ହତ୍ୟା କରାଯାଇପାରେ: କରଣ ଜୋହର

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୋହର ଫିଲ୍ମ ବ୍ୟବସାୟକୁ ବହୁତ ଭଲ ଭାବରେ ବୁଝନ୍ତି | ସେ ପ୍ରାୟତଃ ତାରକାମାନଙ୍କର ବର୍ଦ୍ଧିତ ଫି ବିଷୟରେ ସବୁବେଳେ ଆଲୋଚନା କରନ୍ତି | କିନ୍ତୁ ଏଥର ସେ ଏପରି କିଛି ତାରକାଙ୍କ ଉପରେ ବର୍ଷିଛନ୍ତି | ସେ କହିଛନ୍ତି ଏଭଳି କିଛି ତାରକା ଅଛନ୍ତି ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ନୋରାଙ୍କୁ ଡେଟ୍ କରୁଛନ୍ତି କି ଆର୍ଯ୍ୟନ୍ !

ମୁମ୍ବାଇ: ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଯୋଡ଼ିଙ୍କ ମଧ୍ୟରେ ‌ବ୍ରେକଅପ ହୋଇଯାଇଥିବା ବେଳେ ଆଉ କିଛି ନୂଆଯୋଡ଼ି ତିଆରି ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଚର୍ଚ୍ଚାରେ ରହିଥିବା ଖବରଟି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ନେଇ ରହିଛି। ଆର୍ଯ୍ୟନ୍ ବଲିଉଡ ଅଭିନେତ୍ରୀ ତଥା…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ଅସାବଧାନ ହୋଇଥିଲେ ସିଂହୀ ଆକ୍ରମଣର ଶିକାର ହୋଇଥାଆନ୍ତେ ପର୍ଯ୍ୟଟକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥାଏ। ବେଳେବେଳେ ‌ଲୋକମାନେ ଆଗପଛ କିଛି ଚିନ୍ତା ନକରି ବନ୍ୟଜନ୍ତୁମାନଙ୍କ ଭିଡିଓ ରେକର୍ଡିଂ କରିବା ଆରମ୍ଭ କରି ଦେଇଥାଆନ୍ତି। ଏହା ସମୟସମୟରେ ତାଙ୍କୁ ଅସୁବିଧାର ବି ପକାଇ ଦେଇଥାଏ। ନିକଟରେ ସିଂହୀକୁ ନେଇ ଏକ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ଟି-୨୦ରେ ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା; ୧-୧ରେ ଶୃଙ୍ଖଳା, ଜାନୁଆରି ୭ରେ ନିର୍ଣ୍ଣାୟକ…

ପୁନେ: ଦ୍ବିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ରେ ଗୁରୁବାର ଭାରତକୁ ଶ୍ରୀଲଙ୍କା ୧୬ ରନ୍‌ରେ ପରାସ୍ତ କରିଛି। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସ‌ୋସିଏସନ୍‌ ଷ୍ଟାଡିୟମ୍‌ରେ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳିରେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ…
ଅଧିକ ଖବର ଦେଖନ୍ତୁ...

ଦୁଇଦିନ ପାଇଁ ଯୁଦ୍ଧବିରତି ରଖିବାକୁ ଘୋଷଣା କଲେ ଋଷ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନ ପାଇଁ ସିଜଫାୟାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ଆଜି ଏବଂ ଶୁକ୍ରବାର (ଜାନୁଆରୀ ୭) ଦିନ ଯୁଦ୍ଧ ବନ୍ଦ ରହିବ | ନ୍ୟୁଜ୍ ଏଜେନ୍ସି…
ଅଧିକ ଖବର ଦେଖନ୍ତୁ...

ଅଞ୍ଜଳି ମୃତ୍ୟୁ ମାମଲା: ୫ଅଭିଯୁକ୍ତଙ୍କୁ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ୫ଅଭିଯୁକ୍ତଙ୍କୁ ୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଲେ ଦିଲ୍ଲୀ କୋର୍ଟ। ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

କେମିତି ଚାଲିଛି ସୁବର୍ଣ୍ଣପୁର ପୁଲିସ ବିଟ୍‌ ହାଉସ୍‌? ଡାକ୍ତରଖାନା କ୍ବାର୍ଟର୍ସରେ କାର୍ଯ୍ୟାଳୟ; ଭଙ୍ଗା ଦଦରା ଗାଡ଼ିରେ…

ଡମପଡ଼ା: ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପୁଲିସ ବିଟ୍‌ ହାଉସ୍‌ ସମ୍ପ୍ରତି ନାନା ସମସ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି। ବହୁବର୍ଷ ହେଲା ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ୍‌ କ୍ବାର୍ଟର୍ସରେ ଚାଲିଥିବା ପୁଲିସ ବିଟ୍‌ ହାଉସ୍‌ର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଶ୍ରୀମନ୍ଦିର ମାମଲା: ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନ‌ାଟ ମଣ୍ଡପ ମରାମତି ପ୍ରସଙ୍ଗରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ନାଟମଣ୍ଡପର ଦୁର୍ବଳ ତଥା ଫଟା ବିମ୍‌ର ସ୍ଥିତି ନଭେମ୍ବର ୨୭ରେ ଅନୁଧ୍ୟାନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ସଙ୍ଗଠନକୁ ମଜବୁତ କରିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା

କଟକ: କଟକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସଙ୍ଗଠନକୁ ମଜବୁତ କରିବା ପାଇଁ କର୍ମୀ ଓ ବରିଷ୍ଠ ନେତା ମାନଙ୍କ ସହ କଲେ ଆଲୋଚନା। ଆଗମୀ ୨୦୨୪ ନିର୍ବାଚନ ପୂର୍ବରୁ ଦଳ ଯେପରି ତୃଣମୂଳ ସ୍ଥରରେ ମଜବୁତ ହେବ ସେନେଇ କର୍ମୀଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କିଛନ୍ତି କେନ୍ଦ୍ରମନ୍ତ୍ରୀ।…
ଅଧିକ ଖବର ଦେଖନ୍ତୁ...