Daily Archives

January 6, 2023

ବରଗଡ ଧନୁଯାତ୍ରା ସରିଲା, ମଞ୍ଚରୁ ପଡ଼ି କଂସ ନିଧନ

ବରଗଡ: ଦୀର୍ଘ ଦିନ ଧରି ବରଗଡ ଜିଲ୍ଲାରେ ଚାଲିଥିବା ବଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି। କୃଷ୍ଣ ଜନ୍ମରୁ ଆରମ୍ଭ ହୋଇଥିବା ଶୁକ୍ରବାର ମଞ୍ଚ ଉପରେ ନିଜ ମାମୁଁ କଂସାସୁର ସହିତ ଯୁଦ୍ଧ କରି କୃଷ୍ଣ ତାଙ୍କୁ ନିଧନ କରିବା ପରେ ଏହି ଯାତ୍ରା ଶେଷ ହୋଇଛି। କିନ୍ତୁ ଅନ୍ତିମ ଦିବସରେ କୃଷ୍ଣଙ୍କୁ…
ଅଧିକ ଖବର ଦେଖନ୍ତୁ...

କେଉଁ ଫିଲ୍ମ ରିଲିଜ ହେବ, କେଉଁଟି ହେବନି ତାହା କ’ଣ ବର୍ଜନକାରୀ ନିଷ୍ପତ୍ତି ନେବେ ? ଜାଭେଦ ଅଖତର

ନୂଆଦିଲ୍ଲୀ :  ପ୍ରସିଦ୍ଧ ଗୀତିକାର, କବି ଏବଂ ସଂଳାପ ଲେଖକ ଜାଭେଦ ଅଖତର କହିଛନ୍ତି ଯେ ଦେଶରେ ଏବେ ଚଳଚ୍ଚିତ୍ର ବର୍ଜନ କରିବା ଏକ ଧାରାରେ ପରିଣତ ହୋଇଗଲାଣି । କେଉଁ ଫିଲ୍ମ ରିଲିଜ ହେବ ତାହା ସେନସର ବୋର୍ଡ ସ୍ଥିର କରିବ ନାଁ ବର୍ଜନ କରୁଥିବା ଲୋକେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ…
ଅଧିକ ଖବର ଦେଖନ୍ତୁ...

ତ୍ରିପୁରାରେ ବିଜେପିର ବିଜୟ ରଥ ରୋକିବାକୁ ଏକାଠି ହେବେ କି ଦୁଇ ପାରମ୍ପରିକ ବିରୋଧୀ!

ଅଗରତାଲା: ଚଳିତବର୍ଷ ମେଘାଳୟ ଏବଂ ନାଗାଲାଣ୍ଡ ସହିତ ତ୍ରିପୁରାରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି | ଏଥିମଧ୍ୟରୁ ତ୍ରିପୁରା ଲଢେଇ ଉପରେ ପ୍ରାୟ ସମସ୍ତ ଦଳଙ୍କର ନଜର ରହିଛି | ଏଠାରେ ବିଜେପି କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଅର୍ଥାତ୍ ସିପିଆଇ…
ଅଧିକ ଖବର ଦେଖନ୍ତୁ...

ଗୋଇଠା ମାରିବା ପରେ ଉପର ସିଟରୁ ତଳକୁ ଘୋଷାରି ଆଣି ଯାତ୍ରୀଙ୍କୁ ପିଟିବା ଟିଟିଇଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପବନ ଏକ୍ସପ୍ରେସର ଟ୍ରେନରେ ଜଣେ ଯାତ୍ରୀ ଓ ଟିଟିଇଙ୍କ ମଧ୍ୟରେ ମାଡପିଟାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣାରେ ସମସ୍ତିପୁର ରେଳମଣ୍ଡଳ ମାଡପିଟା କରୁଥିବା ଦୁଇଜଣ ଟିଟିଇଙ୍କୁ ନିଲମ୍ବନ କରି ଦେଇଛି ବୋଲି ଡିଆରଏମର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ସୂଚନା ଦିଆଯାଇଛି। ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଯୋଶୀମଠ : ହିମାଳୟରେ ଲୀନ ହୋଇଯିବ କି ପ୍ରଭୁ ବଦ୍ରିନାଥଙ୍କ ଶୀତକାଳୀନ ଆଶ୍ରୟସ୍ଥଳୀ ?

ଡେରାଡୁନ : ଉତ୍ତରାଖଣ୍ଡର ଯୋଶୀମଠରେ ଅନେକ ଘର ଏବଂ କୋଠାରେ ଭୂସ୍ଖଳନ ଏବଂ ଫାଟ ହେବା ପରେ ଏହି ଗୁରୁତ୍ବପୂର୍ଣ୍ଣ ଟାଉନରେ ଆତଙ୍କ ଖେଳିଯାଇଛି । ପ୍ରାୟ ୫ ଶହରୁ ଅଧିକ ଘର, ରାସ୍ତାଘାଟରେ ଫାଟ ଦେଖାଯିବା ପରେ ଲୋକମାନଙ୍କୁ ରାତ୍ରକାଳୀନ ଆଶ୍ରୟ ସ୍ଥଳୀକୁ ନିଆଯାଇଛି । ଯୋଶୀମଠ ହେଉଛି ପ୍ରଭୁ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଷ୍ଟେସନରେ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ଡିଆର୍‌ଏମ୍‌

ରାଊରକେଲା: ହକି ବିଶ୍ବକପ୍‌ ପାଇଁ ରାଉରକେଲା ‌ଷ୍ଟେସନ ରୁପରେଖ ବଦଳୁଛି। ଆଜି ଷ୍ଟେସନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳର ଡିଆର୍‌ଏମ୍‌ ଅରୁଣ ଜେ ରାଠୋଡ। ସେ ବିଭାଗୀୟ ଅଧିକାରୀଙ୍କ ସହ ରାଉରକେଲାର ଷ୍ଟେସନର ପ୍ରତ୍ୟେକ…
ଅଧିକ ଖବର ଦେଖନ୍ତୁ...

ରୋନାଲଡୋଙ୍କ ପାଇଁ ଆଖି ବନ୍ଦ କରିଦେବ କି ସାଉଦିଆରବ?

ଆବୁଧାବି: ଫୁଟବଲ୍‌ ତାରକା କ୍ରି‌ଷ୍ଟିଆନୋ ରୋନାଲ୍ଡୋ ସାଉଦି ଆରବର ଅଲ୍‌ ନାସର କ୍ଲବ୍‌ରେ ପାଦ ଥାପିଛନ୍ତି। ଏଥିପାଇଁ ଗତ ମଙ୍ଗଳବାର କ୍ଲବ୍‌ ଷ୍ଟାଡିୟମ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ରୋ‌ନାଲ୍ଡୋଙ୍କୁ ସଦସ୍ୟମାନଙ୍କ ସହିତ ପରିଚିତ କରାଯାଇଥିଲା। ରୋନାଲଡୋ ୟୁରୋପର…
ଅଧିକ ଖବର ଦେଖନ୍ତୁ...

ମଝି ଆକାଶରେ ଜଣେ ଯାତ୍ରୀଙ୍କର ଦୁଇଥର ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ: ଭାରତୀୟ ମୂଳ ବାସିନ୍ଦା ଜଣେ ଡାକ୍ତର ତାଙ୍କ ସହିତ ଘଟିଥିବା ଏକ ଅଭୁଲା ଅନୁଭୂତିକୁ ବଖାଣିଛନ୍ତି। ସେ ଭାରତ ଯାତ୍ରା କରୁଥିବା ସମୟରେ ତାଙ୍କ ସହିତ ଏହି ଘଟଣା ଘଟିଥିଲା। ବିମାନ ମଝି ଆକାଶରେ ଥିବା ବେଳେ ଜଣେ ଯାତ୍ରୀଙ୍କ ଦୁଇଥର ହୃଦଘାତ ହୋଇଥିଲା, ଆଉ ସେ ଚିକିତ୍ସା କରି ଉକ୍ତ…
ଅଧିକ ଖବର ଦେଖନ୍ତୁ...

ହିମାଳୟରେ ଯବାନଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବ ଡିଆରଡିଓ ଡ୍ରୋନ

ନୂଆଦିଲ୍ଲୀ : ହିମାଳୟର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତର ବୀର ଯବାନଙ୍କ ନିକଟକୁ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସେନାକୁ ବେଶ କଷ୍ଟ କରିବାକୁ ପଡ଼ିଥାଏ । ପୁଣି ପାଗ ଖରାପ ହେଲେ କିମ୍ବା ଭୂସ୍ଖଳନ ହେଲେ ଜରୁରୀ ସାମଗ୍ରୀ ଯୋଗାଣ କରିବା ଆହୁରି କଷ୍ଟକର ହୋଇଯାଏ । ଏହାର ଏକ ସମାଧାନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ଲୋକେ ଅଭିନନ୍ଦନ ଜଣାଇବେ। ରାଜନୀତି କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟର ଉନ୍ନତି ପାଇଁ ନୂଆ ପଥ ଖୋଲିବ। ବୃଷ: ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ଅଫିସ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ।…
ଅଧିକ ଖବର ଦେଖନ୍ତୁ...