Daily Archives

January 7, 2023

ପୁରୁଷ ହକି ବିଶ୍ୱକପକୁ ବାମନଘାଟୀରେ ସ୍ୱାଗତ

ରାଇରଙ୍ଗପୁର: ଚଳିତ ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚଳିତ ମାସ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏନେଇ ଗତ ୨୫ ଡିସେମ୍ବର ଠାରୁ ବିଶ୍ୱକପ୍ ହକି ଟ୍ରଫିକୁ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରାଯାଉଛି । ଆଜି…
ଅଧିକ ଖବର ଦେଖନ୍ତୁ...

ଶୃଙ୍ଖଳାରେ ଶେଷ ହେଲା ମାଳି ପର୍ବତ ଖଣି ଜନ ଶୁଣାଣି

କୋରାପୁଟ/ସେମିଳିଗୁଡା: ଶାନ୍ତିଶୃଙ୍ଖଳା ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି। କୋରାପୁଟ ସେମିଳିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବସ୍ଥିତ ମାଳି ପର୍ବତ ବକ୍ସାଇଟ ପ୍ରକଳ୍ପ ପାଇଁ ଜନଶୁଣାଣି। କୋରାପୁଟ ଜିଲ୍ଲା ଜଜ୍ ସତ୍ୟନାରାୟଣ ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ (ଡାଲସା)ର…
ଅଧିକ ଖବର ଦେଖନ୍ତୁ...

ଆମେରିକା : ବନ୍ଧୁକ ଧରି ସ୍କୁଲ ଯାଉଛନ୍ତି ପିଲା

ଭର୍ଜିନିଆ : ଆମେରିକାର ଭର୍ଜିନିଆ ରାଜ୍ୟର ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡ ପୁଣି ଥରେ ଆମେରିକାର ବନ୍ଧୁକ ସଂସ୍କୃତିକୁ ଚର୍ଚ୍ଚାକୁ ଆଣିଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ସ୍କୁଲରେ ବାରମ୍ବାର ହେଉଥିବା ଗୁଳିକାଣ୍ଡ ଘଟଣା । ଏସବୁ ଗୁଳିକାଣ୍ଡ ଯୋଗୁଁ ପ୍ରତିବର୍ଷ ଅନେକ କୋମଳମତି…
ଅଧିକ ଖବର ଦେଖନ୍ତୁ...

କିଏ ମଡେଲ ତ କିଏ ପୁଣି ବ୍ୟବସାୟୀଙ୍କୁ କରିଛନ୍ତି ବିବାହ: ରାମାୟଣରେ ଅଭିନୟ କରିଥିବା ଚରିତ୍ରଙ୍କ ପରିବାର ବାବଦରେ…

ମୁମ୍ବାଇ: ଆପଣ ଅନେକ ସମୟରେ ଟିଭିରେ ପ୍ରସାରିତ ହେଉଥିବା ରାମାନନ୍ଦ ସାଗରଙ୍କ 'ରାମାୟଣ' ଦେଖିଥିବେ | ଏଥିରେ ଅଭିନୟ କରିଥିବା ଅଭିନେତା-ଅଭିନେତ୍ରୀଙ୍କ ବାବଦରେ ତ ଆପଣ ଅଳ୍ପବହୁତେ ଜାଣିଥିବେ | କିନ୍ତୁ ଆପଣ ଏହି ତାରକାମାନଙ୍କର ପ୍ରକୃତ ଜୀବନସାଥୀଙ୍କ ବିଷୟରେ ଜାଣିଛନ୍ତି କି? ଯଦି ନା' ତେବେ…
ଅଧିକ ଖବର ଦେଖନ୍ତୁ...

ଅସ୍ତ୍ରୋପଚାର ବେଳେ ଚେତା ହରାଇଥିବା ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗକୁ ସ୍ପର୍ଶ କଲେ ଡାକ୍ତର

କୋଲକାତା: ଅସ୍ତ୍ରୋପଚାର ବେଳେ ମହିଳାଙ୍କ ସହ ଅସଦାଚରଣ କଲେ ଡାକ୍ତର। କୋଲକାତାର ଏକ ଜଣାଶୁଣା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଅସ୍ତ୍ରୋପଚାର ସମୟରେ ଜଣେ ମହିଳା ରୋଗୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଡାକ୍ତରଖାନାର ମେଡିକାଲ କର୍ମଚାରୀଙ୍କ ବିରୋଧରେ ପୀଡିତା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ମା’ ଛେଉଣ୍ଡ ୩ ମାସର ଶିଶୁକନ୍ୟାକୁ ଆପଣେଇଲେ ଶିଶୁ ମଙ୍ଗଳ ସମିତି

ବୈପାରିଗୁଡା: ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ମା’ ଛେଉଣ୍ଡ ୩ ମାସର ଶିଶୁକନ୍ୟାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆପଣେଇଥିବା ଜଣାପଡ଼ିଛି। ସ୍ମରଣଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି. ମାଝୀଗୁଡା ପଞ୍ଚାୟତର ଖେମାବେଡା ଗ୍ରାମର ହରିବନ୍ଧୁ କରଲିଆ ନିଜର ୩ ମାସର…
ଅଧିକ ଖବର ଦେଖନ୍ତୁ...

ମାଞ୍ଜାସୂତା ଗୋଦାମ ଉପରେ ପୁଲିସର ଚଢ଼ଉ

କଟକ: ମାଞ୍ଜାସୂତା ଗୋଦାମ ଉପରେ ପୁଲିସର ଚଢ଼ଉ। କଟକ ଚୌଧୁରୀବଜାର ଅଞ୍ଚଳରେ ପୁରୀଘାଟ ପୁଲିସର ଚଢ଼ଉ ହୋଇଛି। ଚଢ଼ଉ ସମୟରେ ବିପୁଳ ପରିମାଣର ମାଞ୍ଜାସୂତା ଜବତ ହୋଇଛି। ଏହା ପୂର୍ବରୁ ହାଇକୋର୍ଟରେ ମାଞ୍ଜାସୂତା ବ୍ୟବହାର ଉପରେ କଟକଣା ନେଇ ଜନସ୍ବାର୍ଥ ମାମଲା ହୋଇଛି। ଏଥିରେ କଟକ…
ଅଧିକ ଖବର ଦେଖନ୍ତୁ...

ଅଞ୍ଜଳି ମୃତ୍ୟୁ ମାମଲା: କାଲି ଆତ୍ମସମର୍ପଣ କରିଥିବା ଅଭିଯୁକ୍ତକୁ ଆଜି ମିଳିଲା ଜାମିନ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସୁଲତାନପୁରୀରେ ଅଞ୍ଜଳି ସିଂହଙ୍କ ମୃତ୍ୟୁ ଘଟଣାର ସପ୍ତମ ଅଭିଯୁକ୍ତ ଅଙ୍କୁଶଙ୍କୁ ଆଜି ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ଆତ୍ମସମର୍ପଣ କରିବା ପରେ ଅଙ୍କୁଶଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। କୁହାଯାଉଛି ଯେ କୋର୍ଟ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଯେପର୍ଯ୍ୟନ୍ତ ମତଦାତା ଅଛନ୍ତି, ସେପର୍ଯ୍ୟନ୍ତ ନେତାଙ୍କୁ ନେଇ ଚିନ୍ତା ନାହିଁ: ଆଜାଦ

ଶ୍ରୀନଗର: ଡିଏପି (ଡିମୋକ୍ରାଟିକ ଆଜାଦ ପାର୍ଟି) ମୁଖ୍ୟ ଗୁଲାମ ନବୀ ଆଜାଦଙ୍କୁ ଗତକାଲି ଶକ୍ତ ଝଟ୍‌କା ଲାଗିଥିଲା। ଆଜାଦଙ୍କୁ ସମର୍ଥନ କରି କଂଗ୍ରେସ ଛାଡ଼ିଥିବା ୧୭ ଜଣ ପୂର୍ବତନ ନେତା ପୁଣିଥରେ କଂଗ୍ରେସକୁ ଫେରିଯାଇଥିଲେ | ତେବେ ଏହି ଘଟଣାକୁ ନେଇ ଆଜି ଗୁଲାମ ନବୀ ଆଜାଦ କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାକୁ ୯୧ ରନରେ ହରାଇଲା ଭାରତ, ସିରିଜ ୨-୧ ରେ ବିଜୟୀ

ରାଜକୋଟ୍ : ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି-୨୦ରେ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ସିରିଜକୁ ୨-୧ରେ ହାତେଇ ନେଇଛି । ଭାରତ ଦ୍ବାରା ରଖାଯାଇଥିବା ୨୨୯ରନର ବିଜୟ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ୧୬.୪ ତମ…
ଅଧିକ ଖବର ଦେଖନ୍ତୁ...