Daily Archives

January 8, 2023

ସିର୍କି ଇକୋ ପାର୍କର ଉଦଘାଟନ କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମ ପୂର୍ବରୁ ପ୍ରକୃତିର ଅବଦାନ ରହିଥିବା ଜଳାଶୟ (ଡେମ) ଯାହା ସିର୍କି ଘାଇ ନାମରେ ପରିଚିତ। ବହୁ ପୂର୍ବରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ପ୍ରତିବର୍ଷ ବଣ ଭୋଜିର ଆୟୋଜନ କରିଥାନ୍ତି ଏହି…
ଅଧିକ ଖବର ଦେଖନ୍ତୁ...

୬୦୦ ୟୁକ୍ରେନ ସୈନ୍ୟଙ୍କୁ ମାରି ପ୍ରତିଶୋଧ ନେଇଛୁ : ରୁଷ୍

ମସ୍କୋ : ଗତ ସପ୍ତାହରେ ୟୁକ୍ରେନର କ୍ଷେପଣାସ୍ତ୍ର ଆକ୍ରମଣରେ ୮୯ ଜଣ ରୁଷ ସୈନ୍ୟ ନିହତ ହୋଇଥିଲେ । ଏହାର ପ୍ରତିଶୋଧ ନିଆଯାଇଛି । କ୍ଷେପଣାସ୍ତ୍ର ଆକ୍ରମଣରେ ୬୦୦ରୁ ଅଧିକ ୟୁକ୍ରେନ ସୈନ୍ୟ ନିହତ ହୋଇଛନ୍ତି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ତେବେ ରୁଷର ଏହି ଦାବି ଉପରେ…
ଅଧିକ ଖବର ଦେଖନ୍ତୁ...

ଦେହ ପାଇଁ ଖୁବ୍‌ ଉପକାରୀ ମାଣ୍ଡିଆ; ଖାଲି ଖାଇବାକୁ ଭଲ ଲାଗୁନି ତ ଏପରି କରି ଖାଇପାରିବେ

ମାଣ୍ଡିଆ ପରି ଉପକାରୀ ଖାଦ୍ୟ ଆଉ କିଛି ଥାଇପାରେନା। ଏହାକୁ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ।  ଆଜିକାଲି ଯେଉଁଭଳି ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ରହୁଛି ତାହା ମାଣ୍ଡି୍ଆ ଖାଇବା ଦ୍ବାରା କମ୍‌ ହୋଇଥାଏ। କିଛି ଲୋକ ମାଣ୍ଡିଆକୁ  ଛତୁଆ କରି ଖାଇଥାଆନ୍ତି। ଯଦି ଆପଣଙ୍କୁ ସେପରି ଖାଇବାକୁ ଭଲ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ ମେଳା, ଯୋଗଦେଲେ କ୍ରିକେଟ୍ ତାରକା ଇରଫାନ୍ ପଠାନ୍

ଭୁବନେଶ୍ୱର : ଆଇଏନଡବ୍ଲୁ୍ଇସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ ଓ ମହିଳା ଉଦ୍ୟୋଗୀ ପରିଷଦର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ମେଳା । ପଟିଆସ୍ଥିତ ପାଟ୍ରୋନିକ୍ସ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଏହି ମେଳାକୁ…
ଅଧିକ ଖବର ଦେଖନ୍ତୁ...

ଏହା ପ୍ରେମ ହୋଇପାରେ; ଯୁବକଙ୍କ ସହ ଫଟୋ ପୋଷ୍ଟ କରି ଏଭଳି ଲେଖିଲେ ସ୍ବରା

ମୁମ୍ବାଇ: ଚର୍ଚ୍ଚା‌ରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ନିଜର କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନିଜର ‌ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ। ସେ ନିଜ ଇନଷ୍ଟା ଆକାଉଣ୍ଟରେ ଜଣେ ଯୁବକଙ୍କ ସହ ଫଟୋ ସେୟାର କରି ଲୋକଙ୍କୁ ଭାବିବାକୁ ବାଧ୍ୟ କରିଦେଇଛନ୍ତି। ତାଙ୍କର ଏହି ସୋସିଆଲ ମିଡିଆ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ନଦୀ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ରର ଗୁରୁତ୍ବ, ଗଙ୍ଗାରେ ଭାସିବ ’ଗଙ୍ଗା ବିଳାସ’

ନୂଆଦିଲ୍ଲୀ: ନଦୀ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଚଳିତ ମାସ ୧୩ ତାରିଖରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍‌.ଭି ଗଙ୍ଗା…
ଅଧିକ ଖବର ଦେଖନ୍ତୁ...

ପୁରୀ ଶ୍ରୀନଅରରେ ପୁଷ୍ୟାଭିଷେକ ନୀତି, ଗଜପତି ମହାରାଜଙ୍କ ହେଲା ରାଜାଭିଷେକ

ପୁରୀ: ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ପୁରୀ ଶ୍ରୀନଅରରେ ପାଳିତ ହୋଇଛି।। ଆଜି (ରବିବାର) ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳିନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି। ଷୋଳ ଶାସନ ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ…
ଅଧିକ ଖବର ଦେଖନ୍ତୁ...

ପ୍ରଶାନ୍ତ ମହାସାଗରରେ ୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ଦ୍ବୀପଦେଶ ଭନୁଆଉଟୁରେ ସୁନାମୀ ଆଶଙ୍କା

ସିଡନି : ଅଷ୍ଟ୍ରେଲିଆର ପୂର୍ବରେ ପ୍ରଶାନ୍ତ ମହାସାଗରରେ ଥିବା ଦ୍ବୀପ ଭନୁଆଉଟୁରେ ରବିବାର ରାତିରେ ଏକ ୭ ତୀବ୍ରତାର ଭୂମିକମ୍ପ ହୋଇଛି । ଏହା ପରେ ସୁନାମୀ ସତର୍କତା ଜାରି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ପୋର୍ଟ ଭିଲାଠାରୁ ୪୦୦ କିଲୋମିଟର…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ବିମାନବନ୍ଦରରୁ ଧରାପଡ଼ିଲା ୬ ଜୀବନ୍ତ ଗୁଳି, ଅଭିଯୁକ୍ତ ଜଣେ ଔଷଧ ବ୍ୟବସାୟୀ

ରାଉରକେଲା: ରାଉରକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ୬ଟି ଜୀବନ୍ତ ଗୁଳି ଧରାପଡ଼ିଛି। ଜୀବନ୍ତ ଗୁଳି ତାଙ୍କ ବ୍ୟାଗ୍‌ରେ ଥିଲା। ତେବେ ବିମାନରେ ଚଢ଼ିବା ପୂର୍ବରୁ ସିକ୍ୟୁରିଟି ସ୍କାନର୍‌ରେ ଏହା ଧରାପଡ଼ିଥିଲା। ସଂପୃକ୍ତ ଯାତ୍ରୀ ହେଉଛନ୍ତି ସହରର ଜଣେ…
ଅଧିକ ଖବର ଦେଖନ୍ତୁ...

ଅଶନୀରଙ୍କ ବିନା ଶାର୍କ ଟ୍ୟାଙ୍କ ଦେଖିବାକୁ ଭଲ ଲାଗୁନି କହିବାରୁ ବିଗ୍ ବସ୍ ଦେଖ ବୋଲି କହିଲେ ଅନୁପମ

ମୁମ୍ବାଇ: ଶାର୍କ ଟ୍ୟାଙ୍କ ଇଣ୍ଡିଆ-୨ ପ୍ରିମିୟର ହେବା ଦିନଠାରୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏହାର ପ୍ରଥମ ସିଜିନରେ ଭାରତ ପେ’ର ପୂର୍ବତନ ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର ଥିବା ବେଳେ ଦ୍ବିତୀୟ ସିଜିନରେ ତାଙ୍କୁ ହଟାଯାଇଛି। ପ୍ରଥମ ସିଜିନକୁ…
ଅଧିକ ଖବର ଦେଖନ୍ତୁ...