Daily Archives

January 9, 2023

ଡଟ୍ ଫେଷ୍ଟରେ ପ୍ରଦର୍ଶନ କରିବେ ୧୨୦ରୁ ଅଧିକ କଳାକାର

ଭୁବନେଶ୍ୱର:  ପୁରୁଷ ହକି ୱାର୍ଲ୍ଡକପ୍ ସମୟରେ ଭୁବନେଶ୍ୱରରେ ପାର୍ବଣର ଏକ ପର୍ବ ସୃଷ୍ଟି କରିବା ପାଇଁ ଡଟ୍ ଫେଷ୍ଟର ୨ୟ ସଂସ୍କରଣ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଡଟ୍ ଫେଷ୍ଟରେ ଦି ନାଇଟ୍ ବାଜାର୍/ଫ୍ଲି…
ଅଧିକ ଖବର ଦେଖନ୍ତୁ...

ହାର୍ଦ୍ଦିକ ପାଣ୍ଡ୍ୟା ହୋଇପାରନ୍ତି ଭାରତୀୟ ଟି-୨୦ ଦଳର ସ୍ଥାୟୀ ଅଧିନାୟକ, ଶେଷ ହୋଇପାରେ ରୋହିତ-ବିରାଟଙ୍କ ଟି-୨୦…

ମୁମ୍ବାଇ : ଭାରତୀୟ କ୍ରିକେଟର ଦୁଇ ପ୍ରମୁଖ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଆଗକୁ ଟି-୨୦ ଦଳରେ ସାମିଲ କରାନଯିବାର ସମ୍ଭାବନା ଅଧିକ । ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ସ୍ଥାୟୀ ଅଧିନାୟକ ନିଯୁକ୍ତ କରାଯାଇପାରେ ବୋଲି ବିସିସିଆଇ ସୁତ୍ରକୁ ଉଦ୍ଧାର କରି ଜାତୀୟ…
ଅଧିକ ଖବର ଦେଖନ୍ତୁ...

ରିଲିଜ୍ ହେଉ ହେଉ ଦର୍ଶକଙ୍କ ମନ କିଣିଲା ‘ମିଶନ ମଜନୁ’ ଟ୍ରେଲର, ଓଟିଟି ନୁହେଁ ହଲରେ ରିଲିଜ ପାଇଁ ହେଲା…

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ 'ମିଶନ ମଜନୁ'ର ଟ୍ରେଲର ସୋମବାର ରିଲିଜ୍ କରାଯାଇଛି। ରିଲିଜ୍ ହେଉ ହେଉ ଦର୍ଶକଙ୍କ ମନ କିଣିଛି 'ମିଶନ ମଜନୁ'। ଟ୍ରେଲର ରିଲିଜ୍ ପରେ ଫିଲ୍ମର କାହାଣୀ ଆଲିଆ ଭଟ୍ଟଙ୍କ ଫିଲ୍ମ 'ରାଜି'ର…
ଅଧିକ ଖବର ଦେଖନ୍ତୁ...

କାରରେ ବସିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ, ଆପଣଙ୍କ ସହିତ ବି ଘଟିପାରେ ଏମିତି ଘଟଣା!

ନୂଆଦିଲ୍ଲୀ: ଆମେ ସର୍ବଦା ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କରିବା ପରେ ଘରକୁ ଚାଲି ଆସିଥାଉ। ଆଉ ଯେତେବେଳେ ବାହାରକୁ ଯିବାକୁ ଚାହିଁଥାଉ, ହଠାତ ଗାଡ଼ି ବାହାର କରି ଯାତ୍ରା ଆରମ୍ଭ କରିଥାଉ। କିନ୍ତୁ ଆଗକୁ ଏମିତି କରିବା ପୂର୍ବରୁ ଗାଡ଼ିକୁ ଯାଞ୍ଚ କରିବା ଉଚିତ ହେବ। ଆମେ ଏପରି କହିବାର କାରଣ…
ଅଧିକ ଖବର ଦେଖନ୍ତୁ...

ଆରଏସଏସ୍ ଆଧୁନିକ ଯୁଗର କୌରବ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆରଏସଏସ ହେଉଛି ଏକବିଂଶ ଶତାବ୍ଦୀର କୌରବ । ଆରଏସଏସ୍ ପଛରେ ଛିଡ଼ା ହୋଇଥିବା ଦେଶର ୨-୩ ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ବି ସେ ସମାଲୋଚନା କରିଛନ୍ତି । ଭାରତ…
ଅଧିକ ଖବର ଦେଖନ୍ତୁ...

ଜୟପୁର ବ୍ଲକରେ ସୌରଚାଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପ ଫେଲ୍

ଜୟପୁର: ଜୟପୁର ବ୍ଲକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଫେଲ୍ ମାରିଛି। ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଦ୍ବାରା ବ୍ଲକର ୨୨ଟି ପଂଚାୟତର ୮୨ଟି ଦୁର୍ଗମ ଗାଁ , ପଡ଼ା ଗାଁ ଏବଂ ଯେଉଁ ସବୁ ସ୍ଥାନରେ ନଳକୁଅ ଖନନ୍ ବେଳେ ଫେଲ…
ଅଧିକ ଖବର ଦେଖନ୍ତୁ...

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦୁଇ ଦିନିଆ ଜୟପୁର ଗସ୍ତ : ଆଗାମୀ ନିର୍ବାଚନ ପରେ ବିଜେପି…

ଜୟପୁର: ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଓଡିଶାରେ ଭାରତୀୟ ଜନତା ଦଳ ଶାସନ କରିବ, ଏହାକୁ କେହି ରୋକିପାରିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଆଜି ଦୁଇ…
ଅଧିକ ଖବର ଦେଖନ୍ତୁ...

ଘର ବାହାରେ ଖେଳୁଥିବା ବେଳେ ନାବାଳିକାର ଗାଲକୁ କାମୁଡି ଛିଡ଼ାଇ ଦେଲା କୁକୁର

ସୁରଟ: ଘର ବାହାରେ ଖେଳୁଥିବା ବେଳେ ନାବାଳିକାର ଗାଲକୁ କାମୁଡି ଛିଡ଼ାଇ ଦେଲା କୁକୁର। ଗୁଜୁରାଟର ସୁରଟରେ ଥିବା ହନ୍ସପୁରା ସୋସାଇଟିରେ ଘଟିଛି ଏଭଳି ଘଟଣା। ଆଉ ଏକ କୁକୁର କାମୁଡ଼ିବା ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଝିଅ ନିଜ ଘର ବାହାରେ ଖେଳୁଥିବା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାରର ବୁଢ଼ିଆଣି ଜାଲ ପାଲଟିଛି ମରଣଯନ୍ତା

ଜୟପୁର: ଜୟପୁର ସହରର ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ପାରାବେଡ଼ା, ଗୋପବନ୍ଧୁନଗର, ମହାରାଣୀପେଟା, ପାଣିନଳାସାହି, କାପୁସାହି, ଭଦ୍ରାୟାସାହି, ଭୁପତ୍ତିସାହି, ବେଲରୋଡ, ଏମଜିରୋଡ, ମୁଖ୍ୟରାସ୍ତା ସବୁ ଅଂଚଳରେ ଦେଖିବେ ବୁଢ଼ିଆଣି ଜାଲ ପରି ବିଦ୍ୟୁତ ତାର ଓହଳି ରହିଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଜୟପୁର ବିମାନବନ୍ଦର ସଂଯୋଗ ରାସ୍ତା ସଂପ୍ରସାରଣ ପାଇଁ ଜମି ହରାଇବାର ବର୍ଷକ ପରେ ବି କ୍ଷତିପୂରଣ ମିଳିନଥିବା ଅଭିଯୋଗ

ଜୟପୁର: ଜୟପୁର ବିମାନବନ୍ଦରକୁ ଏନଏଚ୍ ୨୬ସହ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ବ ସଂପ୍ରସାରଣ ସହ ପ୍ରଶସ୍ତିକରଣ କରିବା ପାଇଁ ୧୦ଜଣ ଜମି ମାଲିକଙ୍କଠାରୁ ୩.୫ଏକର ଜମି ଅଧିଗ୍ରହଣ କରାଯାଇଥିଲା। ଏହା କରିବାର ବର୍ଷକ ବିତିଯାଇଥିଲେ ସୁଦ୍ଧା ଏହି ୧୦ଜଣ…
ଅଧିକ ଖବର ଦେଖନ୍ତୁ...