ବିପଦପୂର୍ଣ୍ଣ ଜଳଯାତ୍ରା: ଆଜି ବି ଦୋରାଘାଟରେ ଦୌଡି ସାହାଯ୍ୟରେ ନଦୀ ପାର
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳର ଦୋରାଗୁଡା ପଞ୍ଚାୟତକୁ ଘେରି ରହିଛି ବାଲିମେଳା ଜଳଭଣ୍ଡାର।ଦୋରାଗୁଡାରୁ ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମାକୁ ଆସିବାକୁ ହେଲେ ବାଲିମେଳା ଜଳଭଣ୍ଡାରକୁ ପାର କରି ଆସିବାକୁ ପଡେ। ତେବେ ଏଠାରେ ରହିଥିବା ଦୋରାଘାଟରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...