Daily Archives

January 13, 2023

ଜଗନ୍ନାଥପ୍ରସାଦ ଥାନାରେ ଅଭି‌‌ଯୋଗକାରୀଙ୍କୁ ଆତିଥେୟତା ଚର୍ଚ୍ଚାରେ

ଜଗନ୍ନାଥପ୍ରସାଦ: ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ଏଥିପାଇଁ ସରକାର ପ୍ରତି ଥାନାରେ ଆମ ପୁଲିସ ସମିତି ଗଠନ କରିବା ସହ ପୁଲିସ ପ୍ରତି ଜନସାଧାରଣଙ୍କ ରହିଥିବା ଭ୍ରାନ୍ତ ଧାରଣା ଓ ଭୟ ଯେମିତି ମନରୁ ଦୂର ହେବ, ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ପଦ ଛାଡ଼ିବାକୁ ଚାହୁଁଛନ୍ତି ପୁଟିନ; କିଏ ହେବ ଉତ୍ତରାଧିକାରୀ ?

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳିତ ବର୍ଷ ନିଜର ଉତ୍ତରାଧିକାରୀ ଘୋଷଣା କରିବାର ସମ୍ଭାବନା ରହିଛି । ପୁଟିନ ୨୦୨୪ ନିର୍ବାଚନ ନ ଲଢି ନିଜର ଜଣେ ବିଶ୍ବସ୍ତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦରେ ବସାଇବାର ସମ୍ଭାବନା ରହିଛି ବୋଲି ତାଙ୍କର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଏହି ସର୍ତ୍ତ ପାଇଁ ୯ ବର୍ଷ ଧରି ସିନେ ଇଣ୍ଡଷ୍ଟ୍ରିରୁ ଦୂରେଇଯାଇଥିଲେ ମହେଶ ବାବୁ

ହାଇଦ୍ରାବାଦ: ସାଉଥ ସିନେମାର ରାଜକୁମାର କୁହାଯାଉଥିବା ମହେଶ ବାବୁ ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ଆପଣ ଭଲ ଭାବେ ଜାଣିଥିବେ | ମାତ୍ର ୪ ବର୍ଷ ବୟସରେ 'ନିଡା' ଚଳଚ୍ଚିତ୍ରରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଖୁବ୍ କମ୍ ଲୋକ…
ଅଧିକ ଖବର ଦେଖନ୍ତୁ...

ନିଜର ପ୍ରିୟ ଓ ଦୀର୍ଘକାଳୀନ ବନ୍ଧୁଙ୍କ ଫଟୋକୁ ଇନ୍‌ଷ୍ଟାରେ ସେୟାର୍‌ କଲେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ବୟ ବା ସଲ୍‌ମାନ୍‌ ଖାନ୍‌ଙ୍କର ଇଣ୍ଡ‌ଷ୍ଟ୍ରିରେ ଅନେକ ବନ୍ଧୁ ଅଛନ୍ତି। ମାତ୍ର ତାଙ୍କର ପ୍ରିୟ ବନ୍ଧୁମାନଙ୍କ ମଧ୍ୟ‌ରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଓ ରିତେଶ ଦେଶମୁଖ୍‌ଙ୍କ ନାମ ଆସିଥାଏ। ହେଲେ ନିକଟରେ ନିଜେ ସଲ୍‌ମାନ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ ସେୟାର୍‌…
ଅଧିକ ଖବର ଦେଖନ୍ତୁ...

ଜେଲରୁ ଫେରିବା ପରେ ପ୍ରସୂତିଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ରାୟଗଡ଼ା/କାଶୀପୁର: ଜେଲରୁ ମୁକୁଳି ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇ ପ୍ରସୂତି ମହିଳା ମୁଲାବତୀ ନାୟକ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛି ପ୍ରଶାସନ। କମ୍ପାନି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ମୁଲାବତୀଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ, ସିଏସଆର୍ ଅଧୀନରେ ନବଜାତ ଶିଶୁର ସମସ୍ତ ଦାୟିତ୍ବ…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତି ରକ୍ଷା କଲା କଂଗ୍ରେସ, ହିମାଚଳରେ ଲାଗୁ ହେବ ପୁରୁଣା ପେନସନ ସ୍କିମ୍

ସିମଲା: ହିମାଚଳ ପ୍ରଦେଶ ସରକାର ରାଜ୍ୟରେ ପୁରୁଣା ପେନସନ ସ୍କିମ ଲାଗୁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ନେତୃତ୍ୱାଧୀନ କ୍ୟାବିନେଟ ଶୁକ୍ରବାର ଏହାର ପ୍ରଥମ ବୈଠକରେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରି ପୁରୁଣା ପେନସନ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲା: ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ୩ ସହଯୋଗୀଙ୍କୁ ନୋଟିସ୍‌…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ପତ୍ନୀ ବନଜା ପଣ୍ଡା ନ୍ୟାୟ ପାଇବା ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି। ଏହି ମାମଲାରେ ଏସଡିଜେଏମ କୋର୍ଟ ତରଫରୁ ଆଜି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ତାଂକର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବାରେ ବାଧା ଆସିବ। ବ୍ୟର୍ଥ କଥାଠୁଁ ନିଜକୁ ଦୂରରେ ରଖନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ। ‌ ବୃଷ: ରଚନାତ୍ମକ କାର୍ଯ୍ୟରେ ସମୟ କାଟିପାରନ୍ତି। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଅଚାନକ…
ଅଧିକ ଖବର ଦେଖନ୍ତୁ...

ଆପଣ ହ୍ବାଟସ୍ଆପ୍ ଷ୍ଟାଟସ୍ ଦେଖିବେ, କିନ୍ତୁ ଜାଣିପାରିବେ ନାହିଁ ବ୍ୟବହାରକାରୀ, ଜାଣନ୍ତୁ ଉପାୟ

ମୁମ୍ବାଇ: ଯଦି ଆପଣ କାହାର ହ୍ବାଟସ୍ଆପ୍ ଷ୍ଟାଟସ୍ ଦେଖିବାକୁ ଚାହାନ୍ତି, କିନ୍ତୁ ଆପଣ ଦେଖିଛନ୍ତି ବୋଲି ସେହି ବ୍ୟକ୍ତି ନଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ଆମେ ଜଣାଇବା ଉପାୟ ଦ୍ବାରା ଆପଣ ହ୍ବାଟସ୍ଆପ୍ ଷ୍ଟାଟସ୍ ଦେଖିବେ କିନ୍ତୁ ସେହି ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ନକଲି ଆଧାରକାର୍ଡ଼ ନେଇ ଭାରତକୁ ଆସିଥିବା ୯ ଜଣ ବାଂଲାଦେଶୀ ନାଗରିକ ଗିରଫ

କୋଲକାତା: ପଶ୍ଚିମବଙ୍ଗର ଆଲିପୁରଦ୍ୱାର ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ ନଅ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଚାରିଜଣ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି। ଯେତେବେଳେ ସେମାନେ ଷ୍ଟେସନରେ ବୁଲୁଥିଲେ ରେଳ ସୁରକ୍ଷାକର୍ମୀଙ୍କର ସନ୍ଦେହ ହୋଇଥିଲା | ଏହାପରେ…
ଅଧିକ ଖବର ଦେଖନ୍ତୁ...