Daily Archives

January 14, 2023

ବନ୍ଦ ହୋଇଗଲା ପେନସନ୍‌; ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିମଳା

ବୈପାରିଗୁଡ଼ା:  ସ୍ବାମୀଙ୍କ ମୃତ୍ୟୁ ପରେ ୭ ବର୍ଷ ଧରି ନିୟମିତ ଭାବେ ସରକାରଙ୍କ ନିକଟରୁ ପେନସନ ପାଇବା ପରେ କୌଣସି କାରଣ ନଥାଇ ପେନସନ ବନ୍ଦ ହୋଇଗଲା, ଯାହାଫଳରେ ବିମଳା ପୂଜାରୀଙ୍କୁ ଅତି ଦୟନୀୟ ଅବସ୍ଥାରେ ଦିନ କାଟିବାକୁ ପଡ଼ୁଛି। ବିମଳା ପୂଜାରୀଙ୍କ କହିବା ଅନୁଯାୟୀ, ବିମଳାଙ୍କ ସ୍ବାମୀ…
ଅଧିକ ଖବର ଦେଖନ୍ତୁ...

ସାରା ବିଶ୍ବରେ ଛଟେଇ କରିବ ଭୋଡାଫୋନ୍

ବେଙ୍ଗାଲୁରୁ : ବିଶ୍ବ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ମଧ୍ୟରେ ସାରା ବିଶ୍ବର ବଡ଼ ବଡ଼ କମ୍ପାନିମାନେ ଛଟେଇ କରୁଛନ୍ତି । ଏସବୁ କମ୍ପାନିଙ୍କ ମଧ୍ୟରେ ଅଛନ୍ତି ଟ୍ବିଟର, ଫେସବୁକ, ଆମାଜନ ପରି କମ୍ପାନି । ଏସବୁ ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କ ପାଇଁ ଭାରତରେ କାମ କରୁଥିବା କର୍ମଚାରୀମାନେ ବି…
ଅଧିକ ଖବର ଦେଖନ୍ତୁ...

ପୁଲିସ ୟୁନିଫର୍ମ ପିନ୍ଧି ବ୍ୟବସାୟୀଙ୍କୁ ଅପହରଣ କଲେ ଅପରାଧୀ, ମୁଣ୍ଡ ଜାମିନ ରଖି ନେଇଗଲେ ୫୦ ଲକ୍ଷ ଟଙ୍କା ରାଜସ୍ଥାନ

ଜୟପୁର: ପୁଲିସ ୟୁନିଫର୍ମ ପିନ୍ଧି ଆସିଲେ ଓ ହୋଟେଲ ମାଲିକଙ୍କୁ ଅପହରଣ କରି ନେଇଗଲେ | ଏହାପରେ ମୁଣ୍ଡଜାମିନ ରଖି ୫୦ ଲକ୍ଷ ଟଙ୍କା ନେଇଗଲେ | ରାଜସ୍ଥାନର ଜୟପୁରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଜାନୁଆରୀ ୧୦ ରେ ଘଟିଥିବା ଏହି ଘଟଣାରେ ପୁଲିସ କହିଛି ଯେ ୫୮ ବର୍ଷୀୟ ଅଜୟ…
ଅଧିକ ଖବର ଦେଖନ୍ତୁ...

ହର୍ଣ୍ଣ ବଜାଇବାକୁ ନେଇ ଝଗଡ଼ା: ଯୁବକଙ୍କୁ ବନେଟରେ ଟାଣିନେଲେ କାର୍ ଚାଳକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେ ପୁଣି ଏକ 'ହିଟ୍ ଆଣ୍ଡ ରନ୍' ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ଲୋକମାନେ ଅଞ୍ଜଳି ସିଂହଙ୍କ ମୃତ୍ୟୁ ଘଟଣା ଭୁଲିନଥିବା ବେଳେ ଏବେ ପୁଣି ସେଭଳି ଘଟଣା ଘଟିଛି। ଅଞ୍ଜଳିଙ୍କୁ ଏକ କାର୍ ୧୨କିଲୋମିଟର ଘୋଷ‌ାଡି ନେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ ଅଧିକ ହୋଇଥାଏ ପେଟ ଗରମ; ଏହି ସବୁ କାମ କରିବାକୁ ଆଦୌ ଭୁଲନ୍ତୁ ନାହିଁ

ସାଧା‌ରଣତଃ ଶୀତ ଦିନେ ଆମେ ଖରା ଦିନ ଅପେକ୍ଷା ଖୁବ୍ କମ୍‌ ପାଣି ପିଇଥାଆନ୍ତି। ଅଧିକ ପୋଷାକ ପରିଧାନ କରି ଶରୀରକୁ ଘୋଡ଼େଇ ରଖିଥାନ୍ତି। ସେହି କାରଣରୁ ଶୀତ ଦିନେ ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇବାର ସମ୍ଭାବନା ଅଧିକ ରହିଥାଏ। ଆମ ଶରୀର ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀରରୁ ପାଣି…
ଅଧିକ ଖବର ଦେଖନ୍ତୁ...

ଚୀନରେ କରୋନାର କରାଳ ରୂପ : ୩୫ ଦିନରେ ୬୦ ହଜାର ମୃତ

ବେଜିଂ : ଚୀନରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଚୀନର କରୋନା ସ୍ଥିତି ସଂପର୍କରେ ଏକ ନୂଆ ଆକଳନ ଭିତ୍ତିକ ରିପୋର୍ଟ ଆସିଛି । ଏହି ଆକଳନ ଅନୁଯାୟୀ, ଗତ ୩୫ ଦିନ ମଧ୍ୟରେ ଚୀନର କରୋନାରୁ ପ୍ରାୟ ୬୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ଚୀନ୍ ସରକାର କରୋନା କଟକଣାକୁ…
ଅଧିକ ଖବର ଦେଖନ୍ତୁ...

ମକର ସଂକ୍ରାନ୍ତିରେ ରାଉରକେଲା ଓ ବ୍ରହ୍ମପୁରରେ ଜିଓର ଟ୍ରୁ-୫ଜି ସେବା ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ମକର ସଂକ୍ରାନ୍ତିରେ ଓଡ଼ିଶାର ରାଉରକେଲା ଓ ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ପୂର୍ବରୁ  ଗତ ୫ ତାରିଖରେ ଭୁବନେଶ୍ୱର ଓ କଟକରେ ଏହି ସେବା ଆରମ୍ଭ ହୋଇଥିଲା। ସେହିପରି ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ସହ ଦେଶର ୮ ରାଜ୍ୟର ୧୬ ନୂଆ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୫ବର୍ଷ ମଧ୍ୟରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବ ଭୋଡାଫୋନ-ଆଇଡ଼ିଆ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସାରା ବିଶ୍ବର ବଡ଼ ବଡ଼ କମ୍ପାନିମାନେ ଛଟେଇ କରୁଛନ୍ତି । ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କ ପାଇଁ ଭାରତରେ କାମ କରୁଥିବା କର୍ମଚାରୀମାନେ ବି ଛଟେଇର ଶିକାର ହୋଇଛନ୍ତି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି | କୁହାଯାଉଛି ଯେ…
ଅଧିକ ଖବର ଦେଖନ୍ତୁ...

ଶୃଙ୍ଖଳିତ, ସଂଗଠିତ ହୋଇ ଦୁର୍ନୀତି ବିରୋଧରେ ଲଢ଼ିବା: ତାରା ବାହିନୀପତି

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ପଣସପୁଟ ବାଗ୍ରାଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମିଶ୍ରଣ ଓ  ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀରାଣୀ ବାହିନୀପତି ସଭାପତିତ୍ବ କରିଥିଲେ। ଆସନ୍ତା ୨୦ତାରିଖ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତ, ବୁଥସ୍ତରୀୟ…
ଅଧିକ ଖବର ଦେଖନ୍ତୁ...