Daily Archives

January 15, 2023

ନୂଆବର୍ଷ ଆରମ୍ଭରୁ ବଢ଼ିଲାଣି ଦୁର୍ଘଟଣା ହାର: ୧୪ ଦିନରେ ୭ ମୃତ, ୨ କୋମାରେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ସଡ଼କ ଦୁର୍ଘଟଣା ବଢ଼ିବ‌ାରେ ଲାଗିଛି। ନୂଆବର୍ଷର ପ୍ରଥମ ୧୫ ଦିନରେ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେଲାଣି। ୨ ଜଣ କୋମାରେ ବିଶାଖାପାଟଣା, ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଯାହା ଚିନ୍ତାଜନକ। ଦୁର୍ଘଟଣାହାର ରୋକିବାକୁ ସଡ଼କ ସୁରକ୍ଷା ସପ୍ତାହରେ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଓ ଝିଅଙ୍କ ପାଇଁ ବଞ୍ଚିରହିଛି, ଏଭଳି କାହିଁକି କହିଲେ ଅନୁ ମଲିକ ଜାଣନ୍ତୁ

ମୁମ୍ବାଇ: ରିୟଲିଟି ସୋ 'ସା ରେ ଗା ମା ପା ଲିଟିଲ୍ ଚାମ୍ପସ୍'କୁ ସମସ୍ତେ ବହୁତ ପସନ୍ଦ କରନ୍ତି | ଚଳିତ ଥର ଶୋ’ରେ ମ୍ୟୁଜିକ୍ କମ୍ପୋଜର ଅନୁ ମଲିକ୍, କଣ୍ଠଶିଳ୍ପୀ ନୀତି ମୋହନ ଏବଂ ଗାୟକ-ସଂଗୀତକାର ଶଙ୍କର ମହାଦେବନ ବିଚାରକ ଆସନରେ ବସିଥିବାବେଳେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏହାର ହୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଯୋଜନାରୁ ବାଦ୍ ପଡ଼ିଛନ୍ତି  ଦିବ୍ୟାଙ୍ଗ କବି

ଜୟପୁର: ଜନ୍ମ ହେଉ ହେଉ ମା’ ମରିଗଲା। ଭାଗ୍ୟର ବିଡମ୍ବନା ୨ଗୋଡ ବି ବଙ୍କା ହେବା ସହ ଚାଳି ପାରୁନାହାନ୍ତି। ଗତ ୧୩ବର୍ଷ ହେବ ନିଜ ଭାଗ୍ୟକୁ ଆଦରି ସଂପର୍କୀୟଙ୍କ ସହଯୋଗରେ ବଂଚିଛନ୍ତି ଜଣେ ଦିବ୍ୟାଙ୍ଗ। ମା’ ଛେଉଣ୍ଡ, ଭିନ୍ନକ୍ଷମ ଭତ୍ତା ପାଇଁ  ଆବେଦନ କରି କରି ବାରମ୍ବାର ପୌରପାଳିକାକୁ…
ଅଧିକ ଖବର ଦେଖନ୍ତୁ...

ପର୍ସରେ ଥିବା ଜିନିଷ ମିଳିବା ପରେ କୋଟିପତି ହେଲେ ଦମ୍ପତି

ନୂଆଦିଲ୍ଲୀ: ପତ୍ନୀଙ୍କ ପର୍ସରେ ଥିବା ଜିନିଷ ମିଳିବା ପରେ କୋଟିପତି ହେଲେ ଟେରି। ୧୬୦ଟଙ୍କା କଲା କୋଟିପତି। ଏ କଥାଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ଏହା ସମ୍ପୂର୍ଣ୍ଣ ସତ। ଆମେରିକାର ଟେରି ପିସ୍ ୧୬୦ଟଙ୍କା ଖର୍ଚ୍ଚ କରି ୮କୋଟିରୁ ଅଧିକ ଟଙ୍କାର ଲଟେରୀ ଜିତିଥିବା…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ବୋଲେରୋରେ ଦୁଇଟି ନମ୍ବର ପ୍ଲେଟ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆଇପିଏସ

ନୂଆଦିଲ୍ଲୀ: ଯେକୌଣସି ଗାଡି ହେଉ ନା କାହିଁକି ନମ୍ବର ପ୍ଲେଟ ରହିବା ନିହାତି ଆବଶ୍ୟକ । ଏତଦ ଦ୍ବାରା ଗାଡ଼ିଗୁଡ଼ିକର ପଞ୍ଜୀକରଣ ଓ  ଅନ୍ୟାନ୍ୟ ଜିନିଷ ବିଷୟରେ ସୂଚନା ଜଣା ପଡିଯାଇଥାଏ। ଯାହାଦ୍ୱାରା ଏହାକୁ ନିୟମ ଅନୁସାରେ ଯାଞ୍ଚ କରାଯାଇପାରିବ। କିନ୍ତୁ ନିକଟରେ ଗୋଟିଏ ବୋଲେରୋରେ ଦୁଇଟି…
ଅଧିକ ଖବର ଦେଖନ୍ତୁ...

୧୭ବର୍ଷ ବିନା ଦୋଷରେ ଜେଲଦଣ୍ଡ କାଟିଲେ ଅବିକଳ ଅପରାଧୀର ଭଳି ଦେଖାଯାଉଥିବା ବ୍ୟକ୍ତି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଅପରାଧୀଙ୍କ ପାଇଁ କଠୋର ନିୟମ ପ୍ରସ୍ତୁତ କରାଯାଇଛି। କିନ୍ତୁ ନିୟମ ସବୁ ସ୍ଥାନରେ ଭିନ୍ନଭିନ୍ନ ରହିଛି। ଏହା ସତ୍ୟ ଯେ ଅପରାଧୀଙ୍କୁ ଅପରାଧ ପାଇଁ କଠୋର ଦଣ୍ଡ ଦିଆଯିବା ଉଚିତ୍। ବେଳେବେଳେ ଏମିତି ଘଟଣା ଘଟେ କି ଦୋଷ କରିଥାଏ ଜଣେ କିନ୍ତୁ ଦଣ୍ଡ ପାଏ ଆଉ ଜଣେ।…
ଅଧିକ ଖବର ଦେଖନ୍ତୁ...

ନେପାଳ ବିମାନ ଦୁର୍ଘଟଣା: ମିଳିଲା ମୃତ ଭାରତୀୟଙ୍କ ପରିଚୟ, ମୂଲ୍ୟବାନ ଜୀବନ ଚାଲିଗଲା କହିଲେ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ରବିବାର ଦିନ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ୬୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଏବେ ବି ନିଖୋଜ ଅଛନ୍ତି | ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ, ପୋଖରା ବିମାନବନ୍ଦରରେ ଅବତରଣ କରିବାର ୧୦ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବାପାମାଆଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଘରୋଇ ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ବୃଷ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଜୀବନସାଥୀଙ୍କ ଜୀବନରେ ପରିବର୍ତ୍ତନ ଆସିବା ଯୋଗୁଁ ଖୁସି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଉନ୍ନତି ଆସିବାରୁ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ନିଷେଧାଦେଶ ହଟିଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି। ପ୍ରଦୂଷଣ ଟିକେ କମ ହେବାରୁ ଆଜି ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ନିଷେଧାଦେଶ ହଟାଇ ଦିଆଯାଇଛି। ଶନିବାର ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ପ୍ରଦୂଷଣର ସ୍ଥରକୁ ଦୃଷ୍ଟିରେ ରଖି…
ଅଧିକ ଖବର ଦେଖନ୍ତୁ...