Daily Archives

January 16, 2023

କେରଳରେ ପୁଣି ଲାଗୁ ହେଲା ମାସ୍କ ନିୟମ

କୋଚି : କେରଳରେ ପୁଣି କରୋନା ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ସମସ୍ତ ସାର୍ବଜନୀନ ସ୍ଥାନ, କର୍ମକ୍ଷେତ୍ର ଏବଂ ସମାବେଶରେ ଲୋକଙ୍କ ପାଇଁ ମୁହଁ ମାସ୍କ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୧୨ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ…
ଅଧିକ ଖବର ଦେଖନ୍ତୁ...

ପୃଥ୍ୱୀ ଶ ଓ ଇଶାନ କିଷନ ଟି-୨୦ ଦଳରେ ଓପନିଂ କରନ୍ତୁ : ଗମ୍ଭୀର

ନୂଆଦିଲ୍ଲୀ :ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଭାରତୀୟ ଟି-୨୦ ଦଳକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୃଥିବୀ ଶଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିବା ଉଚିତ ଓ ତାଙ୍କୁ ଓପନିଂ କରାଯିବା ଉଚିତ । "ସେ ଯେକୌଣସି ପ୍ରକାରେ ବାହାରେ ରହିବା ଉଚିତ୍ ନୁହେଁ କାରଣ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ହେଉଛି ବିଜେପି ସଙ୍ଗଠନ, କୋରାପୁଟ ସଂସଦୀୟ କ୍ଷେତ୍ରରେ ନେତୃତ୍ବ ସଙ୍କଟ

ରାୟଗଡ଼ା: କୋରାପୁଟ ସଂସଦୀୟ କ୍ଷେତ୍ରରେ ଦୁର୍ବଳ ହେବାରେ ଲାଗିଛି ବିଜେପି ସଙ୍ଗଠନ। ଦଳ ଛାଡ଼ୁଛନ୍ତି ଜଣେ ପରେ ଜଣେ ହେଭିୱେଟ୍ ନେତା। ପୂର୍ବରୁ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ସମେତ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ କୁମୁଦ ସାଉଁନ୍ତା ଦଳ ଛାଡିଥିବା ବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ.…
ଅଧିକ ଖବର ଦେଖନ୍ତୁ...

‘ଦେଶୀ ଭାଇବ୍ସ ଉଇଥ୍ ଶେହନାଜ ଗିଲ’କୁ ମିଳୁନାହାନ୍ତି ପ୍ରାୟୋଜକ, ଚିନ୍ତାରେ ଅଭିନେତ୍ରୀ

ମୁମ୍ବାଇ: ରିୟାଲିଟି ସୋ’ ବିଗ୍ ବସରେ ପ୍ର‌ତିଯୋଗୀ ହୋଇ ଘରେ ଘରେ ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଶେହନାଜ୍ ଗିଲ୍। ଏହି ସୋ’ ପରେ ସେ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ତାଙ୍କୁ ଅନେକ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳୁଛି। ଖୁବ୍ ଶୀଘ୍ର ସେ ସଲମାନ ଖାନଙ୍କ ଫିଲ୍ମରୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାର ଇନିଂସ ସମୟରେ ପଡ଼ିଆରେ ପ୍ର‌ବେଶ କରି ବିରାଟଙ୍କ ପାଦ ସ୍ପର୍ଶ କ‌ଲେ ପ୍ରଶଂସକ

ତିରୁଅନନ୍ତପୁରମ: ଭାରତ ରବିବାର ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରି ଜିତିଛି। ଏହି ଖେଳରେ କ୍ରିକେଟର୍‌ ବିରାଟ କୋହଲି ପଡ଼ିଆରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ରେ କୋହଲି ୧୧୦ ବଲ୍‌ରେ ୧୬୬ ରନ୍‌ ପାର୍‌ କରି ରେକର୍ଡ ସୃଷ୍ଟି କରିଥିବା ବେଳେ ୮ଟି ଛକା ଓ…
ଅଧିକ ଖବର ଦେଖନ୍ତୁ...

ତିନିବର୍ଷ ପରେ ବି ସମନ୍ବିତ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ ସରୁନି, ଆଉ ଲାଗିବ କେତେ ବର୍ଷ?

ଜୟପୁର: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପର ବିଭାଗ ପକ୍ଷରୁ ୨୦୧୯ ମସିହାରେ ନିର୍ମାଣ ଆରମ୍ଭ ହୋଇଥିବା ଜୟପୁର ଫୁଲବାଡ଼ଠାରେ ସମନ୍ବିତ କ୍ରୀଡ଼ା କମ୍ପ୍ଲେକ୍ସର କାମ ବର୍ଷକ ମଧ୍ୟରେ ସାରିବାକୁ ଥିବା ଲକ୍ଷ୍ୟ ୩ବର୍ଷ ସରି ୪ବର୍ଷରେ ପାଦ ଥାପୁଥିବା ବେଳେ ଏହା ସରିବା ନାଁ ନେଉନି। କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ଭାରତ ମାଧ୍ୟମରେ ରୁଷର ତୈଳ କିଣୁଛି କି ଆମେରିକା ?

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶଙ୍କ ସମାଲୋଚନାକୁ ଖାତିର ନକରି ଭାରତ ରୁଷଠାରୁ ତେଲ ଆମଦାନୀ ବଢାଇ ଚାଲିଛି । ଏପରିକି ଭାରତ ରୁଷର ବୃହତ୍ତମ ତେଲ ଗ୍ରାହକରେ ପରିଣତ ହୋଇଛି ଓ ଭାରତର ତେଲ ଆମଦାନୀ ପୂର୍ବ ବର୍ଷ ଅପେକ୍ଷା ୩୩ ଗୁଣ ବୃଦ୍ଧି ପାଇଛି । କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାର ଶିକାର ହେବା ପରେ ଋଷଭ ପନ୍ତଙ୍କ ପ୍ରଥମ ଟ୍ବିଟ, ଲେଖିଲେ…

ମୁମ୍ବାଇ: ଗତ ବର୍ଷ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ସେ ତାଙ୍କ ମା’ଙ୍କୁ ସରପ୍ରାଇଜ୍ ଦେବାକୁ ଯାଉଥିବା ବେଳେ ତାଙ୍କ କାର୍ ଡିଭାଇଡରରେ ମାଡ଼ ହୋଇ ଜଳିଯାଇଥିଲା। ଦୁର୍ଘଟଣା ପରେ ଋଷଭ ପନ୍ତଙ୍କ ଚିକିତ୍ସା ପ୍ରଥମେ ଡେରାଡୁନର…
ଅଧିକ ଖବର ଦେଖନ୍ତୁ...

ହକି ବିଶ୍ୱକପ: ୩-୩ରେ ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ମ୍ୟାଚ୍ ଡ୍ର

ଭୁବନେଶ୍ୱର: ହକି ବିଶ୍ୱକପର ଚତୁର୍ଥ ଦିନର ଶେଷ ମ୍ୟାଚ ରୋମାଞ୍ଚକପୂର୍ଣ୍ଣ ହୋଇଛି। ଆଜି ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ମଧ୍ୟରେ ହୋଇଥିବା ମୁକାବିଲାରେ ଉଭୟ ଦଳର ଦମଦାର ପ୍ରଦର୍ଶନ ପରେ ୩-୩ରେ ମ୍ୟାଚଟି ଡ୍ର ହୋଇଛି। ଆର୍ଜେଣ୍ଟିନା ଦଳ ତରଫରୁ ଡୋମେନେ ତୋମାସ ଦଳ ପ୍ରଥମ ଗୋଲ ଦେଇଥିଲେ। ପରେ ପରେ…
ଅଧିକ ଖବର ଦେଖନ୍ତୁ...

ବାହାଘରର ୪ମାସ ପରେ ସ୍ତ୍ରୀଙ୍କୁ ନେଇ ଏଭଳି କଥା କହିଲେ ପ୍ରଯୋଜକ ସ୍ବାମୀ

ନୂଆଦିଲ୍ଳୀ: ତାମିଲ୍‌ ଅଭିନେତ୍ରୀ ତଥା ଉପସ୍ଥାପିକା ମହାଲକ୍ଷ୍ମୀ ୨୦୨୨ ମସିହାରେ ପ୍ରଯୋଜକ ରବୀନ୍ଦ୍ର ଚନ୍ଦ୍ରଶେଖରନ୍‌ଙ୍କୁ ବିବାହ କରିଥିଲେ। ଏହାରି ଭିତରେ ତାଙ୍କ ବାହାଘରକୁ ୧୦୦ ଦିନ ପୂରି ଯାଇଛି। ଏହି ଅବସରରେ ମହାଲକ୍ଷ୍ମୀ  ଓ ରବୀନ୍ଦ୍ର ଚନ୍ଦ୍ରଶେଖରନ୍ ଏକ ରୋମାଣ୍ଟିକ୍‌ ଫଟୋ…
ଅଧିକ ଖବର ଦେଖନ୍ତୁ...