Daily Archives

January 17, 2023

ପୂରଣ ହେବ ରାୟଗଡ଼ାବାସୀଙ୍କ ସ୍ବପ୍ନ! ପିପିପି ମୋଡ଼ରେ ହେବ ମେଡ଼ିକାଲ୍ କଲେଜ  

ରାୟଗଡ଼ା: ପୂରଣ ହେବ ରାୟଗଡ଼ା ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ। ପ୍ରତିଶ୍ରୁତିରେ ସୀମିତ ମେଡ଼ିକାଲ୍ କଲେଜକୁ ବାସ୍ତବତାର ରୂପ ଦେବ ଆଦାନି ଗ୍ରୁପ୍। ପିପିପି ମୋଡ଼ରେ ହେବାକୁ ଥିବା ମେଡ଼ିକାଲ୍ କଲେଜ ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ସର୍ଭେ ପ୍ରକ୍ରିୟା। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ, ୫ ଶିଶୁଙ୍କ ସମେତ ୪୪ ମୃତ

କିଭ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଦିନକୁ ଦିନ ଆକ୍ରମଣକୁ ଆହୁରି ତୀବ୍ର କରୁଛି ମସ୍କୋ । ସୋମବାର ରାତିରେ ଦକ୍ଷିଣ-ପୂର୍ବ ୟୁକ୍ରେନର ଏକ ଆବାସିକ କୋଠା ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ପାଞ୍ଚ ଜଣ ପିଲାଙ୍କ ସମେତ ମୋଟ ୪୪ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

ପରିବାର ଚଳାଇବା ପାଇଁ ଟଙ୍କା ନଥିବାରୁ ମୋବାଇଲ ବିକ୍ରି କରିବାକୁ ବାହାରିଥିବା ମହିଳାଙ୍କ ସହ ଗଣଦୁଷ୍କର୍ମ

ଅମ୍ବିକାପୁର: ଛତିଶଗଡର ଅମ୍ବିକାପୁର ସହରରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ପୀଡିତା ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ତାଙ୍କ ସ୍ୱାମୀଙ୍କ ସହ କାମ ଖୋଜିବା ପାଇଁ ଅମ୍ବିକାପୁରକୁ ଆସିଥିଲେ। ଏହି ସମୟରେ ଇ-ରିକ୍ସା ଡ୍ରାଇଭର ଏବଂ ଅନ୍ୟ ୩ଜଣ…
ଅଧିକ ଖବର ଦେଖନ୍ତୁ...

ମାଟି ତଳୁ ବାହାରିଥିବା ଏହି କାଠ କୂଅ ଭିତରୁ ମିଳିଲା ବହୁ ମୂଲ୍ୟବାନ ସାମଗ୍ରୀ

ନୂଆଦିଲ୍ଲୀ: ଆମେ ଆଧୁନିକ ଯୁଗରେ ବାସବାସ କରୁଛୁ କିନ୍ତୁ ଆଜି ମଧ୍ୟ ଭାରତ ସମେତ ବିଶ୍ବର ଅନେକ ଦେଶରେ ପୁରାତନ ପରମ୍ପରା ଏବଂ ସଭ୍ୟତା ସହ ଜଡ଼ିତ ଜିନିଷ ମାଟି ତଳୁ ବାହାରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜର୍ମାନୀର ଏକ ସ୍ଥାନରୁ ମାଟି ଭିତରୁ ଏକ କାଠର କୂଅ ବାହାରିଥିବା…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ଆକ୍ରମଣ ପାଇଁ ନାବାଳକମାନଙ୍କୁ ବ୍ୟବହାର କରୁଛନ୍ତି ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ : ଇସଲାମିକ ଷ୍ଟେଟ, ଖଲିସ୍ତାନ ଆତଙ୍କବାଦୀ ସଂଗଠନ ଏବଂ ପ୍ରତିରୋଧ ସାମ୍ମୁଖ୍ୟ (ଟିଆରଏଫ) ପରି ଆତଙ୍କବାଦୀ ଗୋଷ୍ଠୀ ଭାରତରେ ଆକ୍ରମଣ କରିବା ପାଇଁ ଏକ ନୂତନ ରଣନୀତି ଗ୍ରହଣ କରି ନାବାଳକମାନଙ୍କୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ନିକଟରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନେ ଏହି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଲଜ୍ଜା: ୨ ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ରାତିରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଚାଇଲ୍ଡଲାଇନ୍‌ ପକ୍ଷରୁ ଅଭ‌ିଯୋଗ ପରେ ଦୁଇ ନାବାଳିକାଙ୍କୁ ଇନ୍‌ଫୋସିଟି ପୁଲିସ ଦ୍ବାରା ଉଦ୍ଧାର କରାଯାଇଛି। ଦୁଇ ପୀଡିତାଙ୍କ ବୟସ ଯଥାକ୍ରମେ ୧୨ ଓ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ବାପା ଓ ପରେ ଚାକିରି ହରାଇଲେ ଆମାଜନର ବରିଷ୍ଠ ଇଞ୍ଜିନିୟର

ନୂଆଦିଲ୍ଲୀ: କରୋନା ପରେ ପରେ ଏବେ ଅନେକ କମ୍ପାନିରେ ଛଟେଇ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଶାଳ ଇ-କମର୍ସ କମ୍ପାନି ଆମାଜନ ମଧ୍ୟ ପଛରେ ରହିନାହିଁ। ଗତ କିଛି ଦିନ ହେବ ଆମାଜନ ନିଜ କର୍ମଚାରୀମାନଙ୍କୁ ଛଟେଇ କରୁଥିବାରୁ ସେମାନଙ୍କ ଉପରେ ଏବେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଫିଲିପାଇନ୍ସର ଝିଅ ଛତିଶଗଡ଼ର ବୋହୂ ହେବା ପରେ କହିଲେ ଏଭଳି କଥା….

ନୂଆଦିଲ୍ଲୀ: ରାଜନାଦଗାଓଁ ଛତିଶଗଡ଼ ରାଜ୍ୟର ମଧ୍ୟ ଭାଗରେ ଅବସ୍ଥିତ। ରାଜନାଦଗାଓଁର ପୁଅ  ନିକଟରେ ହିନ୍ଦୁ ରୀତିନୀତି ଅନୁଯାୟୀ ଫିଲିପାଇନ୍ସର ଜଣେ ଝିଅଙ୍କୁ ବିବାହ କରିଛନ୍ତି। ଏହି ବିବାହ ରାଜନାଦଗାଓଁରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ରାଜନାଦଗାଓଁର ମମତା ନଗରରେ ରହୁଥିବା ଭାବେଶ ଗାଇକୱାଡ…
ଅଧିକ ଖବର ଦେଖନ୍ତୁ...

ମତଭେଦ ଭୁଲି ଭାରତରୁ ଟିକା ନିଅ, କରୋନା ସଂକଟ ଦୂର ହେବ : ଚୀନକୁ କହିଲେ ପୁନାଓ୍ବାଲା

ନୂଆଦିଲ୍ଲୀ :  ଚୀନରେ କରୋନା ମହାମାରୀ ଏବେ ମୃତ୍ୟୁର ତାଣ୍ଡବ ଖେଳାଇଚାଲିଛି । ଏହା ସତ୍ତ୍ବେ ଚୀନ ସରକାର ବିଦେଶରୁ କରୋନା ଟିକା ଆମଦାନୀ କରିବାକୁ ଅନୁମତି ଦେଉନାହାନ୍ତି । କେବଳ ନିଜ ଦେଶରେ ଉତ୍ପାଦିତ ଟିକା ଲୋକମାନଙ୍କୁ ଦେଉଛନ୍ତି । ଏବେ ଭାରତର ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗୀଦାରି ବ୍ୟବସାୟରେ ଲାଭ ମିଳିବ। ବୌଦ୍ଧିକ ଆସରରେ ସମ୍ମାନ ପାଇବେ। ଆପଣ ନିଜ ଜୀବନସାଥୀଙ୍କୁ ଉପହାର ଦେବେ। ସୁଷମ ଖାଦ୍ୟ ଖାଆନ୍ତୁ। ବୃଷ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ବନ୍ଧୁର ସହଯୋଗ ପାଇବେ। ଅଫିସ କାମ ଭଲରେ ସରିବ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...